logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜରାଜୀର୍ଣ୍ଣ ଅବସ୍ଥାରେ ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ :ଅଫିସରେ ଚାଲିଛି ଶିକ୍ଷାଦାନ, ପ୍ରତିଶୃତି ସବୁ ପାଣିର ଗାର ସମ୍ବଲପୁରଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ଗ୍ରାପ ର ୩୫ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ ଭାଙ୍ଗିଯିବା ଅବସ୍ଥାରେ ଗତି କରୁଛି l ଗତବର୍ଷରୁ ଶ୍ରେଣୀ କୋଠରୀ ସବୁ ଭାଙ୍ଗି ଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ମରାମତି କିମ୍ବା ନିର୍ମାଣ କିଛି ହୋଇପାରିନି l ପ୍ରତିଶୃତି ସବୁ ପାଣିର ଗାର l କିଛି ମାସ ପରେ ବର୍ଷl ଋତୁ l ତେଣୁ ଯୁଦ୍ଧକାଳୀନ ଭିତ୍ତି ରେ ସ୍କୁଲ ଶ୍ରେଣୀ ନିର୍ମାଣ, ମରାମତି ପାଈଁ ଗ୍ରାମବାସୀ ଦାବି କରନ୍ତି

8 hrs ago
user_Biswanath Patel
Biswanath Patel
Local News Reporter ରେଙ୍ଗାଲି, ସମ୍ବଲପୁର, ଓଡ଼ିଶା•
8 hrs ago
b0fe91d1-0170-417c-b393-8c6b04322616
bdd26942-8fde-46ee-a9bb-17560174ced3
3a826bc3-6bd7-47b6-89e5-fca9504fa94a

ଜରାଜୀର୍ଣ୍ଣ ଅବସ୍ଥାରେ ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ :ଅଫିସରେ ଚାଲିଛି ଶିକ୍ଷାଦାନ, ପ୍ରତିଶୃତି ସବୁ ପାଣିର ଗାର ସମ୍ବଲପୁରଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ଗ୍ରାପ ର ୩୫ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ ଭାଙ୍ଗିଯିବା ଅବସ୍ଥାରେ ଗତି କରୁଛି l ଗତବର୍ଷରୁ ଶ୍ରେଣୀ କୋଠରୀ ସବୁ ଭାଙ୍ଗି ଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ମରାମତି କିମ୍ବା ନିର୍ମାଣ କିଛି ହୋଇପାରିନି l ପ୍ରତିଶୃତି ସବୁ ପାଣିର ଗାର l କିଛି ମାସ ପରେ ବର୍ଷl ଋତୁ l ତେଣୁ ଯୁଦ୍ଧକାଳୀନ ଭିତ୍ତି ରେ ସ୍କୁଲ ଶ୍ରେଣୀ ନିର୍ମାଣ, ମରାମତି ପାଈଁ ଗ୍ରାମବାସୀ ଦାବି କରନ୍ତି

More news from ଓଡ଼ିଶା and nearby areas
  • ସମ୍ବଲପୁରଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ଗ୍ରାପ ର ୩୫ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ ଭାଙ୍ଗିଯିବା ଅବସ୍ଥାରେ ଗତି କରୁଛି l ଗତବର୍ଷରୁ ଶ୍ରେଣୀ କୋଠରୀ ସବୁ ଭାଙ୍ଗି ଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ମରାମତି କିମ୍ବା ନିର୍ମାଣ କିଛି ହୋଇପାରିନି l ପ୍ରତିଶୃତି ସବୁ ପାଣିର ଗାର l କିଛି ମାସ ପରେ ବର୍ଷl ଋତୁ l ତେଣୁ ଯୁଦ୍ଧକାଳୀନ ଭିତ୍ତି ରେ ସ୍କୁଲ ଶ୍ରେଣୀ ନିର୍ମାଣ, ମରାମତି ପାଈଁ ଗ୍ରାମବାସୀ ଦାବି କରନ୍ତି
    4
    ସମ୍ବଲପୁରଜିଲ୍ଲା ରେଙ୍ଗାଲି ବ୍ଲକ ଲଇଡା ଗ୍ରାପ ର ୩୫ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ  ଭାଙ୍ଗିଯିବା ଅବସ୍ଥାରେ ଗତି କରୁଛି l ଗତବର୍ଷରୁ ଶ୍ରେଣୀ କୋଠରୀ ସବୁ ଭାଙ୍ଗି ଯାଇଥିଲେ  ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ମରାମତି କିମ୍ବା ନିର୍ମାଣ କିଛି ହୋଇପାରିନି l ପ୍ରତିଶୃତି ସବୁ ପାଣିର ଗାର l  କିଛି ମାସ ପରେ ବର୍ଷl ଋତୁ l ତେଣୁ ଯୁଦ୍ଧକାଳୀନ ଭିତ୍ତି ରେ ସ୍କୁଲ ଶ୍ରେଣୀ ନିର୍ମାଣ, ମରାମତି ପାଈଁ ଗ୍ରାମବାସୀ ଦାବି କରନ୍ତି
    user_Biswanath Patel
    Biswanath Patel
    Local News Reporter ରେଙ୍ଗାଲି, ସମ୍ବଲପୁର, ଓଡ଼ିଶା•
    8 hrs ago
  • #BamraNews हॉस्पिटल में कलर करने के नाम पर लाखों का घोटाला प्रशासन खामोश #GovindpurCHC Hospital #cdmosambalpur #dmsambalpur #odishanews #p24newsexpress #bamra #govindpurhospital #mukeshmahaling #dharmendrapradhan #pmmodi #mohanmajhi #cmoodisha #healthministerodisha #rabinarayannaik #panchayatirajministerodisha #nabinpatnaik #bjdodisha #bjpodisha #rahulgandhi #congress
    1
    #BamraNews हॉस्पिटल में कलर करने के नाम पर लाखों का घोटाला प्रशासन खामोश #GovindpurCHC Hospital #cdmosambalpur #dmsambalpur 
#odishanews #p24newsexpress #bamra #govindpurhospital #mukeshmahaling #dharmendrapradhan #pmmodi #mohanmajhi #cmoodisha #healthministerodisha #rabinarayannaik #panchayatirajministerodisha #nabinpatnaik #bjdodisha #bjpodisha #rahulgandhi #congress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ସମ୍ବଲପୁର ରେମେଡ ସ୍ଥିତ ଟର୍ଫ ପାରାଡାଇଜ୍‌ଠାରେ ଆୟୋଜିତ ହୋଇଗଲା ମ୍ୟୁଚୁଆଲ ଫଣ୍ଡ କାର୍ଯ୍ୟାଳୟ କର୍ମକର୍ତ୍ତା ଓ ମ୍ୟୁଚୁଆଲ ଫଣ୍ଡ ବିତରକଙ୍କ ମଧ୍ୟରେ ଏକ ରୋମାଞ୍ଚକର କ୍ରିକେଟ ପ୍ରତିଯୋଗିତା। କର୍ମମୟ ଜୀବନରୁ କିଛି ସମୟ ବାହାର କରି, ଖେଳକୁଦ ଓ ଭାଇଚାରାର ବାତାବରଣ ମଧ୍ୟରେ ସମସ୍ତେ ଏହି ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ। ଟୁର୍ଣ୍ଣାମେଣ୍ଟର କିଛି ମୁଖ୍ୟ ଆକର୍ଷଣ: 🏆 ବିଜେତା: ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି 'ଏ' ଟିମ୍ ଚାମ୍ପିୟନ ହୋଇଛି। ⭐ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ: ନିଜର ଦମଦାର ପ୍ରଦର୍ଶନ ପାଇଁ ମୋହିତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହିପରି କ୍ରୀଡ଼ା ଆୟୋଜନ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ। ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଶୁଭେଚ୍ଛା!
    1
    ସମ୍ବଲପୁର ରେମେଡ ସ୍ଥିତ ଟର୍ଫ ପାରାଡାଇଜ୍‌ଠାରେ ଆୟୋଜିତ ହୋଇଗଲା ମ୍ୟୁଚୁଆଲ ଫଣ୍ଡ କାର୍ଯ୍ୟାଳୟ କର୍ମକର୍ତ୍ତା ଓ ମ୍ୟୁଚୁଆଲ ଫଣ୍ଡ ବିତରକଙ୍କ ମଧ୍ୟରେ ଏକ ରୋମାଞ୍ଚକର କ୍ରିକେଟ ପ୍ରତିଯୋଗିତା।
କର୍ମମୟ ଜୀବନରୁ କିଛି ସମୟ ବାହାର କରି, ଖେଳକୁଦ ଓ ଭାଇଚାରାର ବାତାବରଣ ମଧ୍ୟରେ ସମସ୍ତେ ଏହି ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ।
ଟୁର୍ଣ୍ଣାମେଣ୍ଟର କିଛି ମୁଖ୍ୟ ଆକର୍ଷଣ: 🏆 ବିଜେତା: ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରି 'ଏ' ଟିମ୍ ଚାମ୍ପିୟନ ହୋଇଛି। ⭐ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ: ନିଜର ଦମଦାର ପ୍ରଦର୍ଶନ ପାଇଁ ମୋହିତଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।
ଏହିପରି କ୍ରୀଡ଼ା ଆୟୋଜନ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ। ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଶୁଭେଚ୍ଛା!
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    4 hrs ago
  • Post by Rupendra kisan
    1
    Post by Rupendra kisan
    user_Rupendra kisan
    Rupendra kisan
    କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    3 hrs ago
  • ବରଗଡ଼ ପୋଲିସ ର ବଡ ସଫଳତା ଗତ ବୁଧବାର ଦିନ ଗୋଟିଏ ଗାଡ଼ିରେ ଅଫ୍ ସିରଫ୍ ବୋଝେଇ ହୋଇ ଯାଉଥିବା ବେଳେ ବରଗଡ଼ ପୋଲିସ ହାଜତରେ ଧରା ପଡ଼ିଛି । ୯୬୦ ଟି ବୋତଲ ଥିବା ବେଳେ ୭ ଜଣ ଧଳା ପଡିଛନ୍ତି ।
    1
    ବରଗଡ଼ ପୋଲିସ ର ବଡ ସଫଳତା ଗତ ବୁଧବାର ଦିନ ଗୋଟିଏ ଗାଡ଼ିରେ ଅଫ୍ ସିରଫ୍ ବୋଝେଇ ହୋଇ ଯାଉଥିବା ବେଳେ ବରଗଡ଼ ପୋଲିସ ହାଜତରେ ଧରା ପଡ଼ିଛି । ୯୬୦ ଟି ବୋତଲ ଥିବା ବେଳେ ୭ ଜଣ ଧଳା ପଡିଛନ୍ତି ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    18 hrs ago
  • ୩୨ତମବାର୍ଷିକ‌ ଉତ୍ସବ ୨୦୨୬ ସ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼
    1
    ୩୨ତମବାର୍ଷିକ‌  ଉତ୍ସବ ୨୦୨୬ ସ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟ ଗୋଡ଼ ଭଙ୍ଗା ଦେବଗଡ଼
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    23 hrs ago
  • Post by Purandar sahu
    1
    Post by Purandar sahu
    user_Purandar sahu
    Purandar sahu
    Salesperson ବରଗଡ଼, ବରଗଡ଼, ଓଡ଼ିଶା•
    19 hrs ago
  • #BAMRANEWS खबर प्रसारित होने पर भी प्रशासन खामोश जानलेवा ट्रेन की वजह से बाइक चालक के ऊपर आई मुसीबत #bamranews #breakingnews #safetyfirst #p24newsexpress #officerssilent #mukeshmahaling #rabinatayannaik #cmoodisha #kanakvardhansinghdeo
    1
    #BAMRANEWS खबर प्रसारित होने पर भी प्रशासन खामोश जानलेवा ट्रेन की वजह से बाइक चालक के ऊपर आई मुसीबत #bamranews #breakingnews #safetyfirst #p24newsexpress #officerssilent
#mukeshmahaling #rabinatayannaik #cmoodisha #kanakvardhansinghdeo
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.