ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କି? ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି। ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କି? ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା
ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି
ଦେବାକୁ ଦାବି ହୋଇଛି। ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
- Z,22!×22222-22@22•2,Balangir, Odisha😤6 hrs ago
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଗୁଳିକାଣ୍ଡ ଅଜଣା ଦୁର୍ବୁତ୍ତଙ୍କ ଗୁଳିରେ ଜଣେ ମୃତ ମୃତକ ହେଲେ ଚମ୍ପାମାଳ ଗାଁର ବିକି ମହାରଣା3
- Post by SONEPUR NEWS1
- Post by Raj yadav1
- ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....3
- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।1
- Post by Bighne Rana1
- ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ ବିକ୍ରମ ମହାରଣାଙ୍କ ବାପା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।1
- ରଜାମରା କୀର୍ତ୍ତନ ମଣ୍ଡଳୀ #ଗୁରୁ ମନୋଜ ପାଣ୍ଡେ #@ ନିଉ, ଭିଡ଼ିଓ1
- Post by Purandar sahu1