logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରଜାମରା କୀର୍ତ୍ତନ ମଣ୍ଡଳୀ #ଗୁରୁ ମନୋଜ ପାଣ୍ଡେ #@ ନିଉ, ଭିଡ଼ିଓ ରଜାମରା କୀର୍ତ୍ତନ ମଣ୍ଡଳୀ #ଗୁରୁ ମନୋଜ ପାଣ୍ଡେ #@ ନିଉ, ଭିଡ଼ିଓ

12 hrs ago
user_ରଜାମରା କୀର୍ତ୍ତନ ମଣ୍ଡଳୀ
ରଜାମରା କୀର୍ତ୍ତନ ମଣ୍ଡଳୀ
କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
12 hrs ago

ରଜାମରା କୀର୍ତ୍ତନ ମଣ୍ଡଳୀ #ଗୁରୁ ମନୋଜ ପାଣ୍ଡେ #@ ନିଉ, ଭିଡ଼ିଓ ରଜାମରା କୀର୍ତ୍ତନ ମଣ୍ଡଳୀ #ଗୁରୁ ମନୋଜ ପାଣ୍ଡେ #@ ନିଉ, ଭିଡ଼ିଓ

More news from ଓଡ଼ିଶା and nearby areas
  • ରଜାମରା କୀର୍ତ୍ତନ ମଣ୍ଡଳୀ #ଗୁରୁ ମନୋଜ ପାଣ୍ଡେ #@ ନିଉ, ଭିଡ଼ିଓ
    1
    ରଜାମରା କୀର୍ତ୍ତନ ମଣ୍ଡଳୀ #ଗୁରୁ  ମନୋଜ ପାଣ୍ଡେ #@ ନିଉ, ଭିଡ଼ିଓ
    user_ରଜାମରା କୀର୍ତ୍ତନ ମଣ୍ଡଳୀ
    ରଜାମରା କୀର୍ତ୍ତନ ମଣ୍ଡଳୀ
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • Post by Raj yadav
    1
    Post by Raj yadav
    user_Raj yadav
    Raj yadav
    ବେଲପରା, ବଲାଙ୍ଗୀର, ଓଡ଼ିଶା•
    8 hrs ago
  • ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....
    3
    ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l  ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    20 hrs ago
  • ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି। ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
    3
    ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି।
ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି।
ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    9 hrs ago
  • ବଲାଙ୍ଗୀର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ ରୁ ୨୧ ଯାଏଁ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରେ ସ୍ଥିତି ଦେଖି ଖରାଛୁଟି ଘୋଷଣା କରାଯିବ ବୋଲି କହିଛନ୍ତି।
    1
    ବଲାଙ୍ଗୀର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି   ଏପ୍ରିଲ ୧୮ ରୁ ୨୧ ଯାଏଁ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ପରେ ସ୍ଥିତି ଦେଖି ଖରାଛୁଟି ଘୋଷଣା କରାଯିବ ବୋଲି କହିଛନ୍ତି।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    23 hrs ago
  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
    1
    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    1 day ago
  • ତା. 16/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର କରକୁଡୁପା ଗ୍ରାମପଞ୍ଚାୟତ ର ସିନେମିଲା ଗ୍ରାମ ର ସୁବାସ ଦିଗାଲ ଙ୍କ ରୋଜଗାର କ୍ଷମ ପୁଅ ସନନ୍ତ ଦିଗାଲ ଙ୍କ ଦେହାନ୍ତ ଯୋଗୁଁ ସପରିବାର ଭାଙ୍ଗି ପଡ଼ିଛନ୍ତି।ଆଜି ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ବଡ଼ସେଠ ଉକ୍ତ ଶୋକାକୁଳ ପରିବାର ଙ୍କୁ ଭେଟି ସନ୍ତନା ଦେବା ସଙ୍ଗେ ସଙ୍ଗେ ଶ୍ରାଦ୍ଧ କ୍ରିୟା ରେ ଖର୍ଚ୍ଚ କରିବା ପାଇଁ କିଛି ଆର୍ଥିକ ସାହାଯ୍ୟ କରି ଥିବା ର ଦେଖିବାକୁ ମିଳିଛି। ତାପରେ ସଲାଗୁଡା ଗ୍ରାମ ର ପବିତ୍ର ଦିଗାଲ ବହୁ ଦିନ ଧରି ଶଯ୍ୟାଶାୟୀ ଙ୍କୁ ଭେଟି କିଛି ଆର୍ଥିକ ସାହାଯ୍ୟ କରିଥିବାର ନଜର କୁ ଆସିଛି । ତୁମୁଡିବନ୍ଧ ରୁ ପବ୍ଲିଶର ଶ୍ରୀଯୁକ୍ତ ରାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ତା. 16/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର କରକୁଡୁପା ଗ୍ରାମପଞ୍ଚାୟତ ର ସିନେମିଲା ଗ୍ରାମ ର ସୁବାସ ଦିଗାଲ ଙ୍କ ରୋଜଗାର କ୍ଷମ ପୁଅ ସନନ୍ତ ଦିଗାଲ ଙ୍କ ଦେହାନ୍ତ ଯୋଗୁଁ ସପରିବାର ଭାଙ୍ଗି ପଡ଼ିଛନ୍ତି।ଆଜି ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ବଡ଼ସେଠ ଉକ୍ତ ଶୋକାକୁଳ ପରିବାର ଙ୍କୁ ଭେଟି ସନ୍ତନା ଦେବା ସଙ୍ଗେ ସଙ୍ଗେ ଶ୍ରାଦ୍ଧ କ୍ରିୟା ରେ ଖର୍ଚ୍ଚ କରିବା ପାଇଁ କିଛି ଆର୍ଥିକ ସାହାଯ୍ୟ କରି ଥିବା ର ଦେଖିବାକୁ ମିଳିଛି। ତାପରେ ସଲାଗୁଡା ଗ୍ରାମ ର ପବିତ୍ର ଦିଗାଲ ବହୁ ଦିନ ଧରି ଶଯ୍ୟାଶାୟୀ ଙ୍କୁ ଭେଟି କିଛି ଆର୍ଥିକ ସାହାଯ୍ୟ କରିଥିବାର ନଜର କୁ ଆସିଛି ।
ତୁମୁଡିବନ୍ଧ ରୁ ପବ୍ଲିଶର ଶ୍ରୀଯୁକ୍ତ ରାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    11 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.