Shuru
Apke Nagar Ki App…
ଶାକାକୁଳ ପରିବାର ଙ୍କୁ ଭେଟିଲେ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ସଭାପତି ତା. 16/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର କରକୁଡୁପା ଗ୍ରାମପଞ୍ଚାୟତ ର ସିନେମିଲା ଗ୍ରାମ ର ସୁବାସ ଦିଗାଲ ଙ୍କ ରୋଜଗାର କ୍ଷମ ପୁଅ ସନନ୍ତ ଦିଗାଲ ଙ୍କ ଦେହାନ୍ତ ଯୋଗୁଁ ସପରିବାର ଭାଙ୍ଗି ପଡ଼ିଛନ୍ତି।ଆଜି ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ବଡ଼ସେଠ ଉକ୍ତ ଶୋକାକୁଳ ପରିବାର ଙ୍କୁ ଭେଟି ସନ୍ତନା ଦେବା ସଙ୍ଗେ ସଙ୍ଗେ ଶ୍ରାଦ୍ଧ କ୍ରିୟା ରେ ଖର୍ଚ୍ଚ କରିବା ପାଇଁ କିଛି ଆର୍ଥିକ ସାହାଯ୍ୟ କରି ଥିବା ର ଦେଖିବାକୁ ମିଳିଛି। ତାପରେ ସଲାଗୁଡା ଗ୍ରାମ ର ପବିତ୍ର ଦିଗାଲ ବହୁ ଦିନ ଧରି ଶଯ୍ୟାଶାୟୀ ଙ୍କୁ ଭେଟି କିଛି ଆର୍ଥିକ ସାହାଯ୍ୟ କରିଥିବାର ନଜର କୁ ଆସିଛି । ତୁମୁଡିବନ୍ଧ ରୁ ପବ୍ଲିଶର ଶ୍ରୀଯୁକ୍ତ ରାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
OWNER-EDITOR
ଶାକାକୁଳ ପରିବାର ଙ୍କୁ ଭେଟିଲେ ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ସଭାପତି ତା. 16/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର କରକୁଡୁପା ଗ୍ରାମପଞ୍ଚାୟତ ର ସିନେମିଲା ଗ୍ରାମ ର ସୁବାସ ଦିଗାଲ ଙ୍କ ରୋଜଗାର କ୍ଷମ ପୁଅ ସନନ୍ତ ଦିଗାଲ ଙ୍କ ଦେହାନ୍ତ ଯୋଗୁଁ ସପରିବାର ଭାଙ୍ଗି ପଡ଼ିଛନ୍ତି।ଆଜି ତୁମୁଡିବନ୍ଧ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ବଡ଼ସେଠ ଉକ୍ତ ଶୋକାକୁଳ ପରିବାର ଙ୍କୁ ଭେଟି ସନ୍ତନା ଦେବା ସଙ୍ଗେ ସଙ୍ଗେ ଶ୍ରାଦ୍ଧ କ୍ରିୟା ରେ ଖର୍ଚ୍ଚ କରିବା ପାଇଁ କିଛି ଆର୍ଥିକ ସାହାଯ୍ୟ କରି ଥିବା ର ଦେଖିବାକୁ ମିଳିଛି। ତାପରେ ସଲାଗୁଡା ଗ୍ରାମ ର ପବିତ୍ର ଦିଗାଲ ବହୁ ଦିନ ଧରି ଶଯ୍ୟାଶାୟୀ ଙ୍କୁ ଭେଟି କିଛି ଆର୍ଥିକ ସାହାଯ୍ୟ କରିଥିବାର ନଜର କୁ ଆସିଛି । ତୁମୁଡିବନ୍ଧ ରୁ ପବ୍ଲିଶର ଶ୍ରୀଯୁକ୍ତ ରାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
More news from ଓଡ଼ିଶା and nearby areas
- 106 ଏକର ଜମି ଆନ୍ଧ୍ର ସରକାର ଓଡିଶା ର ଜମି ଅଧିଗ୍ରହଣ କରିବା କାହା ସ୍ୱାର୍ଥରେ --------------------------------------- ଚଳିତ ମାସ 18 04 2026 ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ସତ୍ୟ ଅନୁ ସଦାଂନ କାରୀ 5 ଜଣିଆ କମିଟି ପାଣି ଡଗଂର ନଦୀ ଗର୍ଭ ନିକଟକୁ ଯାଇ ତଦନ୍ତ କରିଛନ୍ତି । 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ 2005 ଅଗଷ୍ଟ 19 ତାରିଖ ଦିନ ଗୁଡାରି ବଂଶଧାରା କଲୋନୀ ରେ ବଂଶଧାରା ଋଷିକୁଲ୍ୟା ସଂଯୋଗୀକରଣ ପ୍ରକଳ୍ପ ନାମର ଏକ ଅଫିସ ଖୋଲା ଯାଇଛି ଏବଂ ବାର୍ତ୍ତମାନ ଭୁତ କୋଟିପାଲିଟିଛି L ପାଣିଡଗଂର ପ୍ରକଲ୍ପ ଆନୁସଙ୍ଗିକ ସର୍ବେ କାମ ତିନି ତିନି ଥର କରାଯାଇଥିଲା l ଧୀରେଧୀରେ ଜଳ ସେଚନ ବିଭାଗ ର ଆନ୍ତରିକତା ଓ ନିର୍ବାଚନ ପ୍ରତିନିଧି ମାନଙ୍କ ହେୟଜ୍ଞାନ ଯୋଗୁଁ ପ୍ରକଳ୍ପ ନାଲିପିତା ତଳେ ପଡି ରହିଛି l କେନାଲ ସର୍ଭେ ପାଇଁ ଏକ କର୍ମଚାରି କୁ ନିଯୁକ୍ତି କରିବା ପରେ ବର୍ଷ ବର୍ଷ ଧରି କାମ କରୁଥିବା କର୍ମଚାରି ଟକାଂ ନପାଇବା ସରକାରକଂ ଦୁର୍ବଳତା ବୋଲି ଜଣା ପଡୁଛି l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ତାହା ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ ସିପିଆଇ( ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରାୟ 1200 କୋଟି ଟଙ୍କା ଅନୁମୋଦନ କରି ଖର୍ଚ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ସରକାର ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ସି ପି ଆଇ ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଏକ ବିବୃତି ଦେଇଛନ୍ତି। ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ପ୍ରକାଶ ମାଝୀ, ବାସୁ ମମ୍ଭାଲାକା, କରୁଣା କର ଲିମି ନିବେଦକ ତ୍ରିପତି ଗମାଙ୍ଗ ଜିଲ୍ଲା ସମ୍ପାଦକ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା ଜିଲ୍ଲା କମିଟି, ଓଡିଶା1
- ଆଠଗଡ ରେ ହେବାକୁ ଯାଉଛି ଥର୍ମାଲ ପ୍ଲାଣ୍ଟ ଆଉ କରୁଛନ୍ତି ଅଦାନୀ ବାବୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଦେଖନ୍ତୁ ଜିଲ୍ଲା କଳାହାଣ୍ଡି ଓ ରାୟଗଡ଼ା ର 🙏🙏🙏1
- Post by Raj yadav1
- Post by SAHADEV MEHER1
- Post by Sonepur news khulasa1
- ଅଦ୍ୟ ତା. 17/04/2026 ରିଖ,ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ପୁରୀରେ ନୂତନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ନୂତନ ସିଡବ୍ଲୁସି ର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ପୂର୍ବତନ ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର ଙ୍କ ଠାରୁ ଆଜି ୧୭ ତାରିଖ ଦିନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହିତ ଅନ୍ୟ ସଦସ୍ୟ ସଦସ୍ୟା ଶକ୍ତିପାଦ ମିଶ୍ର, ଦୀପ୍ତି ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ସୌଭାଗ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ସଦସ୍ୟା ଲଷ୍ମୀପ୍ରିୟା ପାତ୍ର, ଦେବଯାନୀ ହିମାଂଶୁ ଉପସ୍ଥିତ ରହି ବିଗତ ବର୍ଷ ଗୁଡିକର କାର୍ଯ୍ୟ, ଅଭିଜ୍ଞତା ପରିପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଦାୟିତ୍ୱ ହସ୍ତାନ୍ତର, ସ୍ୱାଗତ ଓ ବିଦାୟ କାଳିନ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରୋଜାଲିନ ପାତ୍ର, ସନ୍ତୋଷ କୁମାର ସାହୁ, ସ୍ନିଗ୍ଧାରାଣୀ ସାହୁ, ହରେକୃଷ୍ଣ ସାହୁ, ଚାଇଲଡ ହେଲ୍ପ ଲାଇନ କାର୍ଯ୍ୟକର୍ତ୍ତl କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନୂତନ ଭାବେ ଅବସ୍ଥାପିତ ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ କହିଥିଲେ ଯେ, ପ୍ରତ୍ୟେକ ଶିଶୁ କୁ ଯତ୍ନ, ସୁରକ୍ଷା ଏବଂ ପରିବାର ଯୋଗାଇଦେବା କମିଟି ର ପ୍ରାଥମିକତା ହେବ। ବିପରୀତ ପରିସ୍ଥିତିରେ ଥିବା ଶିଶୁ ମାନଙ୍କ ଥଇଥାନ ପାଇଁ ମୋବାଇଲ ନଂ -୬୩୭୨୨୨୨୬୬୪ ରେ ତୁରନ୍ତ ଯୋଗାଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- ଗୁଣୁପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ଗସ୍ତ କରି ଶିକ୍ଷା ସଚିବଙ୍କ ପ୍ରତିକ୍ରିୟା1
- ଦେଖନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏1