106 ଏକର ଜମି ଆନ୍ଧ୍ର ସରକାର ଓଡିଶା ର ଜମି ଅଧିଗ୍ରହଣ କରିବା କାହା ସ୍ୱାର୍ଥରେ --------------------------------------- ଚଳିତ ମାସ 18 04 2026 ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ସତ୍ୟ ଅନୁ ସଦାଂନ କାରୀ 5 ଜଣିଆ କମିଟି ପାଣି ଡଗଂର ନଦୀ ଗର୍ଭ ନିକଟକୁ ଯାଇ ତଦନ୍ତ କରିଛନ୍ତି । 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ 2005 ଅଗଷ୍ଟ 19 ତାରିଖ ଦିନ ଗୁଡାରି ବଂଶଧାରା କଲୋନୀ ରେ ବଂଶଧାରା ଋଷିକୁଲ୍ୟା ସଂଯୋଗୀକରଣ ପ୍ରକଳ୍ପ ନାମର ଏକ ଅଫିସ ଖୋଲା ଯାଇଛି ଏବଂ ବାର୍ତ୍ତମାନ ଭୁତ କୋଟିପାଲିଟିଛି L ପାଣିଡଗଂର ପ୍ରକଲ୍ପ ଆନୁସଙ୍ଗିକ ସର୍ବେ କାମ ତିନି ତିନି ଥର କରାଯାଇଥିଲା l ଧୀରେଧୀରେ ଜଳ ସେଚନ ବିଭାଗ ର ଆନ୍ତରିକତା ଓ ନିର୍ବାଚନ ପ୍ରତିନିଧି ମାନଙ୍କ ହେୟଜ୍ଞାନ ଯୋଗୁଁ ପ୍ରକଳ୍ପ ନାଲିପିତା ତଳେ ପଡି ରହିଛି l କେନାଲ ସର୍ଭେ ପାଇଁ ଏକ କର୍ମଚାରି କୁ ନିଯୁକ୍ତି କରିବା ପରେ ବର୍ଷ ବର୍ଷ ଧରି କାମ କରୁଥିବା କର୍ମଚାରି ଟକାଂ ନପାଇବା ସରକାରକଂ ଦୁର୍ବଳତା ବୋଲି ଜଣା ପଡୁଛି l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ତାହା ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ ସିପିଆଇ( ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରାୟ 1200 କୋଟି ଟଙ୍କା ଅନୁମୋଦନ କରି ଖର୍ଚ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ସରକାର ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ସି ପି ଆଇ ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଏକ ବିବୃତି ଦେଇଛନ୍ତି। ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ପ୍ରକାଶ ମାଝୀ, ବାସୁ ମମ୍ଭାଲାକା, କରୁଣା କର ଲିମି ନିବେଦକ ତ୍ରିପତି ଗମାଙ୍ଗ ଜିଲ୍ଲା ସମ୍ପାଦକ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା ଜିଲ୍ଲା କମିଟି, ଓଡିଶା 106 ଏକର ଜମି ଆନ୍ଧ୍ର ସରକାର ଓଡିଶା ର ଜମି ଅଧିଗ୍ରହଣ କରିବା କାହା ସ୍ୱାର୍ଥରେ --------------------------------------- ଚଳିତ ମାସ 18 04 2026 ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ସତ୍ୟ ଅନୁ ସଦାଂନ କାରୀ 5 ଜଣିଆ କମିଟି ପାଣି ଡଗଂର ନଦୀ ଗର୍ଭ ନିକଟକୁ ଯାଇ ତଦନ୍ତ କରିଛନ୍ତି । 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ 2005 ଅଗଷ୍ଟ 19 ତାରିଖ ଦିନ ଗୁଡାରି ବଂଶଧାରା କଲୋନୀ ରେ ବଂଶଧାରା ଋଷିକୁଲ୍ୟା ସଂଯୋଗୀକରଣ ପ୍ରକଳ୍ପ ନାମର ଏକ ଅଫିସ ଖୋଲା ଯାଇଛି ଏବଂ ବାର୍ତ୍ତମାନ ଭୁତ କୋଟିପାଲିଟିଛି L ପାଣିଡଗଂର ପ୍ରକଲ୍ପ ଆନୁସଙ୍ଗିକ ସର୍ବେ କାମ ତିନି ତିନି ଥର କରାଯାଇଥିଲା l ଧୀରେଧୀରେ ଜଳ ସେଚନ ବିଭାଗ ର ଆନ୍ତରିକତା ଓ ନିର୍ବାଚନ ପ୍ରତିନିଧି ମାନଙ୍କ ହେୟଜ୍ଞାନ ଯୋଗୁଁ ପ୍ରକଳ୍ପ ନାଲିପିତା ତଳେ ପଡି ରହିଛି l କେନାଲ ସର୍ଭେ ପାଇଁ ଏକ କର୍ମଚାରି କୁ ନିଯୁକ୍ତି କରିବା ପରେ ବର୍ଷ ବର୍ଷ ଧରି କାମ କରୁଥିବା କର୍ମଚାରି ଟକାଂ ନପାଇବା ସରକାରକଂ ଦୁର୍ବଳତା ବୋଲି ଜଣା ପଡୁଛି l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ତାହା ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ ସିପିଆଇ( ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରାୟ 1200 କୋଟି ଟଙ୍କା ଅନୁମୋଦନ କରି ଖର୍ଚ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ସରକାର ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ସି ପି ଆଇ ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଏକ ବିବୃତି ଦେଇଛନ୍ତି। ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ପ୍ରକାଶ ମାଝୀ, ବାସୁ ମମ୍ଭାଲାକା, କରୁଣା କର ଲିମି ନିବେଦକ ତ୍ରିପତି ଗମାଙ୍ଗ ଜିଲ୍ଲା ସମ୍ପାଦକ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା ଜିଲ୍ଲା କମିଟି, ଓଡିଶା

- 106 ଏକର ଜମି ଆନ୍ଧ୍ର ସରକାର ଓଡିଶା ର ଜମି ଅଧିଗ୍ରହଣ କରିବା କାହା ସ୍ୱାର୍ଥରେ --------------------------------------- ଚଳିତ ମାସ 18 04 2026 ତାରିଖ ଦିନ ସି ପି ଆଇ (ଏମଏଲ) ଲିବରେସନ ତରଫରୁ ସତ୍ୟ ଅନୁ ସଦାଂନ କାରୀ 5 ଜଣିଆ କମିଟି ପାଣି ଡଗଂର ନଦୀ ଗର୍ଭ ନିକଟକୁ ଯାଇ ତଦନ୍ତ କରିଛନ୍ତି । 2004 ମସିହା ରୁ ଗୁଡାରୀ ଠାରେ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଳୟ ଖୋଲା ଯାଇ ସର୍ଭେ କରାଯାଇ 2005 ଅଗଷ୍ଟ 19 ତାରିଖ ଦିନ ଗୁଡାରି ବଂଶଧାରା କଲୋନୀ ରେ ବଂଶଧାରା ଋଷିକୁଲ୍ୟା ସଂଯୋଗୀକରଣ ପ୍ରକଳ୍ପ ନାମର ଏକ ଅଫିସ ଖୋଲା ଯାଇଛି ଏବଂ ବାର୍ତ୍ତମାନ ଭୁତ କୋଟିପାଲିଟିଛି L ପାଣିଡଗଂର ପ୍ରକଲ୍ପ ଆନୁସଙ୍ଗିକ ସର୍ବେ କାମ ତିନି ତିନି ଥର କରାଯାଇଥିଲା l ଧୀରେଧୀରେ ଜଳ ସେଚନ ବିଭାଗ ର ଆନ୍ତରିକତା ଓ ନିର୍ବାଚନ ପ୍ରତିନିଧି ମାନଙ୍କ ହେୟଜ୍ଞାନ ଯୋଗୁଁ ପ୍ରକଳ୍ପ ନାଲିପିତା ତଳେ ପଡି ରହିଛି l କେନାଲ ସର୍ଭେ ପାଇଁ ଏକ କର୍ମଚାରି କୁ ନିଯୁକ୍ତି କରିବା ପରେ ବର୍ଷ ବର୍ଷ ଧରି କାମ କରୁଥିବା କର୍ମଚାରି ଟକାଂ ନପାଇବା ସରକାରକଂ ଦୁର୍ବଳତା ବୋଲି ଜଣା ପଡୁଛି l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତି ତାହା ହେଲେ ଆନ୍ଦୋଳନ କୁ ତୀବ୍ରତର କରାଯିବା ନେଇ ସିପିଆଇ( ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ, ବୃନ୍ଦାବନ ବିଡିକା ଚେତାବନୀ ଦେଇଛନ୍ତି । ଭାଜପା ସରକାର କ୍ରମାଗତ ଭାବେ ଅନ୍ୟାୟ କରିଚାଲିଛନ୍ତି l ବିଜେପି ରାଜନୈତିକ ସ୍ୱାର୍ଥ ସାଧନ ଲାଗି ସବୁବେଳେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି ସମ୍ବେଦନଶୀଳ ରହି ଆସିଛନ୍ତି l ବଂଶଧାରା ଉପରମୁଣ୍ଡରେ ବଡ଼ ପ୍ରକଳ୍ପ କରିବା ଦ୍ୱାରା କେନ୍ଦ୍ର ର ଅନୁମତି ଆବଶ୍ୟକ ପଡୁଥିବା କାରଣରୁ ଏହାକୁ ଏଡାଇ ବଂଶଧାରା ନଦୀ ଜଳ ରେ ଓଡ଼ିଶାର 50 ପ୍ରତିଶତ ଜଳ ହକ କୁ କାର୍ଯ୍ୟ ରେ ଲଗାଇ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ବଂଶଧାରା ଅବବାହିକା ଚାଷୀ ,ଜନତା ଓ ପରିବେଶ ସୁରକ୍ଷା ନିମନ୍ତେ ଯୋଜନା କରି ପ୍ରାୟ 1200 କୋଟି ଟଙ୍କା ଅନୁମୋଦନ କରି ଖର୍ଚ କରିଥିଲେ l କିନ୍ତୁ ବର୍ତ୍ତମାନ ଭାଜପା ସରକାର ନିଜ ସାଥି ଆନ୍ଧ୍ରପ୍ରଦେଶ ର ସ୍ୱାର୍ଥ ରକ୍ଷା ନିମନ୍ତେ ଉକ୍ତ ପ୍ରକଳ୍ପ କୁ ଶୀତଳ ଭଣ୍ଡାର ରେ ଫୋପାଡି ଦେବା ଦୁର୍ଭାଗ୍ୟ ଜନକ l ସରକାର ଗୁଣପୁର ବାସୀଙ୍କ ସ୍ଵାର୍ଥ ରକ୍ଷା ରେ ତତ୍ପର ନହେଲେ ଏପ୍ରିଲ 22 ତାରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ କଂ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ସି ପି ଆଇ ( ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଏକ ବିବୃତି ଦେଇଛନ୍ତି। ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ପ୍ରକାଶ ମାଝୀ, ବାସୁ ମମ୍ଭାଲାକା, କରୁଣା କର ଲିମି ନିବେଦକ ତ୍ରିପତି ଗମାଙ୍ଗ ଜିଲ୍ଲା ସମ୍ପାଦକ ସି ପି ଆଇ (ଏମଏଲ) ଲିବରେସନ ରାୟଗଡା ଜିଲ୍ଲା କମିଟି, ଓଡିଶା1
- ଦେଖନ୍ତୁ ଜିଲ୍ଲା କଳାହାଣ୍ଡି ଓ ରାୟଗଡ଼ା ର 🙏🙏🙏1
- କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଆଜି ଚାଷି ମୂଳିଆ ସଂଘ ର ନେତାମାନେ ଓ କର୍ମୀ ଆସି ବନ୍ଧୁଗାଁ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି1
- ବାର୍ ଭିତରେ ଆକ୍ରମଣ ଜଣେ ଗୁରୁତର1
- ଅଦ୍ୟ ତା.17/04/2026 ରିଖ ପୂର୍ବାହ୍ନରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ତାଳବଣିଆ ଆଇଟିଆଇ ପଡିଆ ଠାରେ ମେଗା ବା ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଉଦଘାଟନ କରିବା ସହ ଏହି ନିଯୁକ୍ତି ମେଳା ମାଧ୍ୟମରେ ବେରୋଜଗାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ସୁଯୋଗ ସହ ସେମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ସହାୟକ ହେଉଛି ବୋଲି କହିଥିଲେ।ସରକାରଙ୍କ ଲକ୍ଷ୍ୟ ଯୁବବର୍ଗ ସେମାନଙ୍କ ଯୋଗ୍ୟତା ଅନୁସାରେ ଆତ୍ମ ନିର୍ଭର ହୁଅନ୍ତୁ।ବର୍ତ୍ତମାନ ସମୟରେ ଯୁବବର୍ଗ ଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି।ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇ ପାରିବେ ବା ନିଜେ ତାଲିମ ନେଇ ଜଣେ ସଫଳ ଉଦ୍ୟୋଗପତି ହୋଇ ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇ ପାରିବେ ବୋଲି ସେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରାଜୀବ କୁମାର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପୁରୀ ର ଅଧ୍ୟକ୍ଷ ପ୍ରମୋଦ କୁମାର ସାମଲ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କୃଷ୍ଣ ପ୍ରସାଦର ଅଧ୍ୟକ୍ଷ ଚନ୍ଦ୍ର ଶେଖର ସୁନ୍ଦରାୟ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରୁଆ ର ଅଧ୍ୟକ୍ଷ ଦିପ୍ତୀ ମିଶ୍ର ପ୍ରମୁଖ ଯୋଗ ଦେଇ ନିଯୁକ୍ତି ମେଳା ଯୁବବର୍ଗ ପାଇଁ ଏକ ଭଲ ସୁଯୋଗ।ଏଥିରେ ଯୋଗ ଦେଇ ନିଜ ଯୋଗ୍ୟତା ଓ ଦକ୍ଷତା ଆଧାର ରେ ନିଜକୁ ପ୍ରତିପାଦିତ କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଧର୍ମାନନ୍ଦ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସେକ୍ସନ ଅଫିସର ପୁଷ୍ପ ଲତା ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ନିଯୁକ୍ତି ମେଳା ପରିଚାଳନା ରେ ସହଯୋଗ କରିଥିଲେ।ନିଯୁକ୍ତି ମେଳାରେ ୩୯ ଗୋଟି ବେସରକାରୀ ସଂସ୍ଥା ଓ ୧୦ ଗୋଟି ପିଆଇଏ ଅଂଶଗ୍ରହଣ କରିଥିଲେ। ଏଥିରେ ୧୮୬୨ ଜଣ ପଞ୍ଜିକରଣ କରିଥିବା ବେଳେ ବିଭିନ୍ନ କମ୍ପାନୀ ୧୧୮୯ ଜଣ ଙ୍କୁ ସଟଲିଷ୍ଟ କରିଥିଲେ।ସେମାନଙ୍କ ମଧ୍ୟରୁ ତତକ୍ଷଣାତ ୧୦୧ ଜଣ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ୫୪୭ ଜଣ ଙ୍କୁ ଦକ୍ଷତା ବିକାଶ ତାଲିମ ପାଇଁ ପିଆଇଏ ମାନେ ମନୋନୀତ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- ଉମେରକୋଟ ଅଂଚଳ ରେ ରନ୍ଧନ ଗ୍ୟାସ ନ ମିଳିବାରୁ ରାଜ ରାସ୍ତା କୁ ଓହଲ୍ଲାଇ ଲେ କଂଗ୍ରେସ କର୍ମୀ ଓ ସାଧାରଣ ଜନତା1
- ବର୍ତମାନ ବିବାହ, ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରିବାକୁ ହେଲେ ମଣ୍ଡପ ଓ ଟେଣ୍ଟ ବାବଦରେ ବହୁତ ଟଙ୍କା ବ୍ୟୟ କରିବାକୁ ପଡୁଛି ଯାହାକି ଗ୍ରାମାଞ୍ଚଳର ନିରୀହ ଗରିବ ମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି ଯଦ୍ୱାରା ପଂଚାୟତବାସୀ ସ୍ୱଳ୍ପ ମୂଲ୍ୟରେ ଯେକୌଣସି ଉତ୍ସବ ଆୟୋଜନ କରିପାରିବେ। କିନ୍ତୁ କେତେକ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ତାହା ବ୍ୟବହାର ଯୋଗ୍ୟ ନହେବାରୁ ଲୋକଙ୍କ କାମରେ ଆସୁନଥିବା ଜଣାପଡିଛି। ହେଲେ ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ପଞ୍ଚାୟତରେ। ଝାମୀ ଗ୍ରାମର ସାହିମୁଣ୍ଡରେ ସରକାର ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି। ହେଲେ ଏହି କଲ୍ୟାଣ ମଣ୍ଡପରେ କୌଣସି ଉତ୍ସବ ଆୟୋଜନ କରିବା ପରିବର୍ତ୍ତେ ଏହା ଗୋଟିଏ ଠିକା ସଂସ୍ଥାର ଗୋଦାମ ଗୃହ ପାଲଟିଥିବା ଦେଖିବାକୁ ମିଳିଛି। ପଂଚାୟତବାସୀ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରେ ଟେଣ୍ଟ ଲଗାଇ ବିବାହ,ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରୁଥିବାବେଳେ କାହା ସ୍ୱାର୍ଥରେ ରୋଡ଼ କାମ କରୁଥିବା ଠିକା ସଂସ୍ଥାକୁ କଲ୍ୟାଣ ମଣ୍ଡପ ଲିଜରେ ଦିଆଯାଇଛିଏବଂ ଲୋକଙ୍କ ଅଧିକାରକୁ ବଳ ପୂର୍ବକ ଛଡାଇ ନେଲାପରି ଜଣା ପଡିଛି। ଏସମ୍ପର୍କରେ ଝାମୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହା ବିଡିଓ ଙ୍କ ଜାଣତରେ ଦିଆଯାଇଛି ବୋଲି କହିଛନ୍ତି କିନ୍ତୁ ବିଡିଓଙ୍କ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇନଥିଲା।1
- ଗୁଣୁପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ଗସ୍ତ କରି ଶିକ୍ଷା ସଚିବଙ୍କ ପ୍ରତିକ୍ରିୟା1