Shuru
Apke Nagar Ki App…
କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଆଜି ଚାଷି ମୂଳିଆ ସଂଘ ର ନେତାମାନେ ଓ କର୍ମୀ ଆସି ବନ୍ଧୁଗାଁ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଆଜି ଚାଷି ମୂଳିଆ ସଂଘ ର ନେତାମାନେ ଓ କର୍ମୀ ଆସି ବନ୍ଧୁଗାଁ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି
UD MEDIA NEWS
କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଆଜି ଚାଷି ମୂଳିଆ ସଂଘ ର ନେତାମାନେ ଓ କର୍ମୀ ଆସି ବନ୍ଧୁଗାଁ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଆଜି ଚାଷି ମୂଳିଆ ସଂଘ ର ନେତାମାନେ ଓ କର୍ମୀ ଆସି ବନ୍ଧୁଗାଁ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି
More news from ଓଡ଼ିଶା and nearby areas
- ମଦ ଭାଟି ଭାଙ୍ଗିଲେ ମହିଳା,ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ଗାଁ ମହିଳା #Kalingatv #kundura Kotpad Breaking #koraput #viralreels #fbviralvideo #Woman_breaks_liquor_store #odisha #OdishaNews1
- ଗୁଣୁପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ଗସ୍ତ କରି ଶିକ୍ଷା ସଚିବଙ୍କ ପ୍ରତିକ୍ରିୟା1
- ଦେଖନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏1
- ବର୍ତମାନ ବିବାହ, ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରିବାକୁ ହେଲେ ମଣ୍ଡପ ଓ ଟେଣ୍ଟ ବାବଦରେ ବହୁତ ଟଙ୍କା ବ୍ୟୟ କରିବାକୁ ପଡୁଛି ଯାହାକି ଗ୍ରାମାଞ୍ଚଳର ନିରୀହ ଗରିବ ମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି ଯଦ୍ୱାରା ପଂଚାୟତବାସୀ ସ୍ୱଳ୍ପ ମୂଲ୍ୟରେ ଯେକୌଣସି ଉତ୍ସବ ଆୟୋଜନ କରିପାରିବେ। କିନ୍ତୁ କେତେକ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ତାହା ବ୍ୟବହାର ଯୋଗ୍ୟ ନହେବାରୁ ଲୋକଙ୍କ କାମରେ ଆସୁନଥିବା ଜଣାପଡିଛି। ହେଲେ ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ପଞ୍ଚାୟତରେ। ଝାମୀ ଗ୍ରାମର ସାହିମୁଣ୍ଡରେ ସରକାର ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି। ହେଲେ ଏହି କଲ୍ୟାଣ ମଣ୍ଡପରେ କୌଣସି ଉତ୍ସବ ଆୟୋଜନ କରିବା ପରିବର୍ତ୍ତେ ଏହା ଗୋଟିଏ ଠିକା ସଂସ୍ଥାର ଗୋଦାମ ଗୃହ ପାଲଟିଥିବା ଦେଖିବାକୁ ମିଳିଛି। ପଂଚାୟତବାସୀ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରେ ଟେଣ୍ଟ ଲଗାଇ ବିବାହ,ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରୁଥିବାବେଳେ କାହା ସ୍ୱାର୍ଥରେ ରୋଡ଼ କାମ କରୁଥିବା ଠିକା ସଂସ୍ଥାକୁ କଲ୍ୟାଣ ମଣ୍ଡପ ଲିଜରେ ଦିଆଯାଇଛିଏବଂ ଲୋକଙ୍କ ଅଧିକାରକୁ ବଳ ପୂର୍ବକ ଛଡାଇ ନେଲାପରି ଜଣା ପଡିଛି। ଏସମ୍ପର୍କରେ ଝାମୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହା ବିଡିଓ ଙ୍କ ଜାଣତରେ ଦିଆଯାଇଛି ବୋଲି କହିଛନ୍ତି କିନ୍ତୁ ବିଡିଓଙ୍କ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇନଥିଲା।1
- ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....3
- ଗେଟ୍ ତଳେ ଚାପି ହୋଇ ଦୁଇ ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଙ୍କ ଘଟଣା ସ୍ଥଳ ପରିଦର୍ଶନ1
- ଜୟପୁର ଦଶହରା ପଡ଼ିଆରେ ଜୟପୁର SDPOଙ୍କ ପ୍ରୟାସରେ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ଏହି ମ୍ୟାଚ୍ରେ କୋରାପୁଟ SPଙ୍କ ସହିତ ଜିଲ୍ଲାର ବିଭିନ୍ନ ପୋଲିସ ଅଧିକାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।1
- ଅବକାରୀ ପୋଲିସ ଚୋଟରେ ଜଣେ ଗୁରୁତର,ଆହତଙ୍କ ପରିବାର ଆଣିଲେ ଅଭିଯୋଗ l ଆହତ ବ୍ୟକ୍ତି ଜଣକ ନବରଙ୍ଗପୁର ଜିଲ୍ଲା କେର୍ଲା ଗ୍ରାମର ଦୁଷ୍ମନ୍ତ ବିଶୋଇ l1
- ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଥିବା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାତ୍ରୀ ଅଧରେ ରୋଗିଙ୍କୁ ଦେଖିବାକୁ ପହଞ୍ଚିଲେ1