logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଥିବା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାତ୍ରୀ ଅଧରେ ରୋଗିଙ୍କୁ ଦେଖିବାକୁ ପହଞ୍ଚିଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଥିବା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାତ୍ରୀ ଅଧରେ ରୋଗିଙ୍କୁ ଦେଖିବାକୁ ପହଞ୍ଚିଲେ

3 hrs ago
user_Tuna Behera
Tuna Behera
କାଶୀପୁର, ରାୟଗଡା, ଓଡ଼ିଶା•
3 hrs ago

ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଥିବା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାତ୍ରୀ ଅଧରେ ରୋଗିଙ୍କୁ ଦେଖିବାକୁ ପହଞ୍ଚିଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଥିବା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାତ୍ରୀ ଅଧରେ ରୋଗିଙ୍କୁ ଦେଖିବାକୁ ପହଞ୍ଚିଲେ

More news from Kalahandi and nearby areas
  • ଦେଖନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏
    1
    ଦେଖନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    6 hrs ago
  • ଜୟପୁର ଦଶହରା ପଡ଼ିଆରେ ଜୟପୁର SDPOଙ୍କ ପ୍ରୟାସରେ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ଏହି ମ୍ୟାଚ୍‌ରେ କୋରାପୁଟ SPଙ୍କ ସହିତ ଜିଲ୍ଲାର ବିଭିନ୍ନ ପୋଲିସ ଅଧିକାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
    1
    ଜୟପୁର ଦଶହରା ପଡ଼ିଆରେ ଜୟପୁର SDPOଙ୍କ ପ୍ରୟାସରେ ଏକ ବନ୍ଧୁତାପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ଏହି ମ୍ୟାଚ୍‌ରେ କୋରାପୁଟ SPଙ୍କ ସହିତ ଜିଲ୍ଲାର ବିଭିନ୍ନ ପୋଲିସ ଅଧିକାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    1 hr ago
  • ମଦ ଭାଟି ଭାଙ୍ଗିଲେ ମହିଳା,ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ଗାଁ ମହିଳା #Kalingatv #kundura Kotpad Breaking #koraput #viralreels #fbviralvideo #Woman_breaks_liquor_store #odisha #OdishaNews
    1
    ମଦ ଭାଟି ଭାଙ୍ଗିଲେ ମହିଳା,ଗାଁକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ଗାଁ ମହିଳା #Kalingatv #kundura Kotpad Breaking #koraput #viralreels #fbviralvideo #Woman_breaks_liquor_store #odisha #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    18 hrs ago
  • ଅଦ୍ୟ ତା. 17/04/2026 ରିଖ,ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ପୁରୀରେ ନୂତନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ନୂତନ ସିଡବ୍ଲୁସି ର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ପୂର୍ବତନ ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର ଙ୍କ ଠାରୁ ଆଜି ୧୭ ତାରିଖ ଦିନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହିତ ଅନ୍ୟ ସଦସ୍ୟ ସଦସ୍ୟା ଶକ୍ତିପାଦ ମିଶ୍ର, ଦୀପ୍ତି ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ସୌଭାଗ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ସଦସ୍ୟା ଲଷ୍ମୀପ୍ରିୟା ପାତ୍ର, ଦେବଯାନୀ ହିମାଂଶୁ ଉପସ୍ଥିତ ରହି ବିଗତ ବର୍ଷ ଗୁଡିକର କାର୍ଯ୍ୟ, ଅଭିଜ୍ଞତା ପରିପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଦାୟିତ୍ୱ ହସ୍ତାନ୍ତର, ସ୍ୱାଗତ ଓ ବିଦାୟ କାଳିନ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରୋଜାଲିନ ପାତ୍ର, ସନ୍ତୋଷ କୁମାର ସାହୁ, ସ୍ନିଗ୍ଧାରାଣୀ ସାହୁ, ହରେକୃଷ୍ଣ ସାହୁ, ଚାଇଲଡ ହେଲ୍ପ ଲାଇନ କାର୍ଯ୍ୟକର୍ତ୍ତl କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନୂତନ ଭାବେ ଅବସ୍ଥାପିତ ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ କହିଥିଲେ ଯେ, ପ୍ରତ୍ୟେକ ଶିଶୁ କୁ ଯତ୍ନ, ସୁରକ୍ଷା ଏବଂ ପରିବାର ଯୋଗାଇଦେବା କମିଟି ର ପ୍ରାଥମିକତା ହେବ। ବିପରୀତ ପରିସ୍ଥିତିରେ ଥିବା ଶିଶୁ ମାନଙ୍କ ଥଇଥାନ ପାଇଁ ମୋବାଇଲ ନଂ -୬୩୭୨୨୨୨୬୬୪ ରେ ତୁରନ୍ତ ଯୋଗାଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    1
    ଅଦ୍ୟ ତା. 17/04/2026 ରିଖ,ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ପୁରୀରେ ନୂତନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ନୂତନ ସିଡବ୍ଲୁସି ର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ପୂର୍ବତନ ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର ଙ୍କ ଠାରୁ ଆଜି ୧୭ ତାରିଖ ଦିନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହିତ ଅନ୍ୟ ସଦସ୍ୟ ସଦସ୍ୟା ଶକ୍ତିପାଦ ମିଶ୍ର, ଦୀପ୍ତି ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ସୌଭାଗ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ସଦସ୍ୟା ଲଷ୍ମୀପ୍ରିୟା ପାତ୍ର, ଦେବଯାନୀ ହିମାଂଶୁ ଉପସ୍ଥିତ ରହି ବିଗତ ବର୍ଷ ଗୁଡିକର କାର୍ଯ୍ୟ, ଅଭିଜ୍ଞତା ପରିପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଦାୟିତ୍ୱ ହସ୍ତାନ୍ତର, ସ୍ୱାଗତ ଓ ବିଦାୟ କାଳିନ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରୋଜାଲିନ ପାତ୍ର, ସନ୍ତୋଷ କୁମାର ସାହୁ, ସ୍ନିଗ୍ଧାରାଣୀ ସାହୁ, ହରେକୃଷ୍ଣ ସାହୁ, ଚାଇଲଡ ହେଲ୍ପ ଲାଇନ କାର୍ଯ୍ୟକର୍ତ୍ତl କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନୂତନ ଭାବେ ଅବସ୍ଥାପିତ ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ କହିଥିଲେ ଯେ, ପ୍ରତ୍ୟେକ ଶିଶୁ କୁ ଯତ୍ନ, ସୁରକ୍ଷା ଏବଂ ପରିବାର ଯୋଗାଇଦେବା କମିଟି ର ପ୍ରାଥମିକତା ହେବ। ବିପରୀତ ପରିସ୍ଥିତିରେ ଥିବା ଶିଶୁ ମାନଙ୍କ ଥଇଥାନ ପାଇଁ ମୋବାଇଲ ନଂ -୬୩୭୨୨୨୨୬୬୪  ରେ ତୁରନ୍ତ ଯୋଗାଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    11 hrs ago
  • ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....
    3
    ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l  ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
    1
    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    10 hrs ago
  • ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଥିବା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାତ୍ରୀ ଅଧରେ ରୋଗିଙ୍କୁ ଦେଖିବାକୁ ପହଞ୍ଚିଲେ
    1
    ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଥିବା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାତ୍ରୀ ଅଧରେ ରୋଗିଙ୍କୁ ଦେଖିବାକୁ ପହଞ୍ଚିଲେ
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    3 hrs ago
  • ଅବକାରୀ ପୋଲିସ ଚୋଟରେ ଜଣେ ଗୁରୁତର,ଆହତଙ୍କ ପରିବାର ଆଣିଲେ ଅଭିଯୋଗ l ଆହତ ବ୍ୟକ୍ତି ଜଣକ ନବରଙ୍ଗପୁର ଜିଲ୍ଲା କେର୍ଲା ଗ୍ରାମର ଦୁଷ୍ମନ୍ତ ବିଶୋଇ l
    1
    ଅବକାରୀ ପୋଲିସ ଚୋଟରେ ଜଣେ ଗୁରୁତର,ଆହତଙ୍କ ପରିବାର ଆଣିଲେ ଅଭିଯୋଗ l ଆହତ ବ୍ୟକ୍ତି ଜଣକ ନବରଙ୍ଗପୁର ଜିଲ୍ଲା କେର୍ଲା ଗ୍ରାମର ଦୁଷ୍ମନ୍ତ ବିଶୋଇ l
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    18 hrs ago
  • ଗତ ତା. 13/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ବୁଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ପ୍ରଶାସନ ଏକ ତରଫା ଗୋଟିଏ ଗୋଷ୍ଠୀ ର ଏତଲା ପଞ୍ଜିକରଣ କରିଥିବାରୁ ଅନ୍ୟ ଗୋଷ୍ଠୀ ପୋଲିସ ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି। ତୁମୁଡିବନ୍ଧ ରୁ ଵି ଇ ରୋ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    1
    ଗତ ତା. 13/04/2026 ରିଖ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ବୁଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତୁମୁଡିବନ୍ଧ ପୋଲିସ ପ୍ରଶାସନ ଏକ ତରଫା ଗୋଟିଏ ଗୋଷ୍ଠୀ ର ଏତଲା ପଞ୍ଜିକରଣ କରିଥିବାରୁ ଅନ୍ୟ ଗୋଷ୍ଠୀ ପୋଲିସ ପ୍ରଶାସନ ଉପରେ କ୍ଷୁବ୍ଧ ଥିବା ଦେଖିବାକୁ ମିଳିଛି।
ତୁମୁଡିବନ୍ଧ ରୁ ଵି ଇ ରୋ ରିପୋର୍ଟ, କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.