Shuru
Apke Nagar Ki App…
କୋରେଇ ବେଗନା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ହାକାଥନ–୩.୦ ଅନୁଷ୍ଠିତ ହୋଇଛି।
Rajashree maharana
କୋରେଇ ବେଗନା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ହାକାଥନ–୩.୦ ଅନୁଷ୍ଠିତ ହୋଇଛି।
More news from ଓଡ଼ିଶା and nearby areas
- କୋରେଇ ବେଗନା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ହାକାଥନ–୩.୦ ଅନୁଷ୍ଠିତ ହୋଇଛି।1
- ଯାଜପୁରର ପାଣିକୋଇଲିଠାରେ "ଓଡ଼ିଶୀ ଆରୋସି"ର ଦ୍ୱିତୀୟ ଶାଖା ଉଦ୍ଘାଟିତ ହୋଇଛି। ଭୁବନେଶ୍ୱରରେ ଦୀର୍ଘ ୧୦ ବର୍ଷର ସଫଳତା ପରେ, ଏହି ପ୍ରତିଷ୍ଠାନ ଏବେ ପାଣିକୋଇଲିବାସୀଙ୍କ ପାଇଁ ଏକ ଅତ୍ୟାଧୁନିକ ହୋଟେଲ୍, ମଣ୍ଡପ ଏବଂ ଲଜ୍ ସୁବିଧା ଉପଲବ୍ଧ କରାଇଛି। ନୂତନ ଶାଖାରେ ଫୁଲ୍ ଏସି ରୁମ୍, ସୁସ୍ୱାଦୁ ଇଣ୍ଡିଆନ୍ ଓ ଚାଇନିଜ୍ ଖାଦ୍ୟ ଉପଲବ୍ଧ। ଏହା ସହିତ ସୁନ୍ଦର ପରିବେଶ ଏବଂ ସୁଲଭ ମୂଲ୍ୟରେ ବିଶେଷ ବ୍ୟବସ୍ଥା ରହିଛି।1
- ତାମିଲ୍ ନ୍ୟାରେଟିଭ୍ ବିଜେଡିକୁ ବୁଡାଇଥିଲା ଏବଂ ଓଡିଆ ଅସ୍ମିତା ମଧ୍ୟ ଦଳକୁ କ୍ଷମତାରୁ ଦୂର କରିଥିଲା। ଏହି ପରିପ୍ରେକ୍ଷୀରେ, ବିଜେଡି ତାମିଲ୍ ନ୍ୟାରେଟିଭ୍କୁ ଆଉ ପ୍ରଶ୍ରୟ ନଦେବାକୁ ନିଷ୍ପତ୍ତି ନେଇ ଏକ ନୂଆ ଫଣ୍ଡା ପ୍ରସ୍ତୁତ କରିଛି। ଏହି ରଣନୀତି ଅନୁଯାୟୀ, 'ସୁଜାତା ପାଣ୍ଡିଆନ୍' ନୁହେଁ ବରଂ 'ସୁଜାତା ରାଉତ'ର ପରିଚୟ ଉପରେ ଗୁରୁତ୍ୱ ଦିଆଯାଉଛି। ବିଜେଡି ସୁପ୍ରିମୋ ସମ୍ପୂର୍ଣ୍ଣ ଓଡିଆ 'ଯୋସ' ସହିତ ଏକ ବଡ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି, ଯାହା ତାମିଲ୍ ନ୍ୟାରେଟିଭ୍କୁ ପ୍ରଶ୍ରୟ ନଦେଇ କେବଳ ଓଡିଆର 'ଯୋସ' ଉପରେ ଆଧାରିତ।1
- ଆଜି ଧର୍ମଶାଳା ବ୍ଲକର ଦୁଇଟି ସ୍ଥାନରେ ନୂତନ ରାସ୍ତା ନିର୍ମାଣ ପାଇଁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ହଜାର ହଜାର ସ୍ଥାନୀୟ ଲୋକ ଯାତାୟାତରେ ସୁବିଧା ପାଇବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାଜପୁର ୨ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜଳସେଚନ ବିଭାଗ ନଦୀବନ୍ଧ ଠାରୁ କବାଟବନ୍ଧ ମେଡିକାଲ ପର୍ଯ୍ୟନ୍ତ ୩ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏକ ନୂତନ ରାସ୍ତା ନିର୍ମାଣ ପାଇଁ ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ସେହିପରି, ପାଟପୁର ପଞ୍ଚାୟତର ଗୁଣ୍ଡିଲୋ ଠାରୁ ଓଲମାଳିଆ ପର୍ଯ୍ୟନ୍ତ ୨ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଆଉ ଏକ ରାସ୍ତା ପାଇଁ ମଧ୍ୟ ବିଧାୟକ ଶ୍ରୀ ସାହୁ ଶିଳାନ୍ୟାସ କରିଛନ୍ତି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ବିଜେପି ଜୋନ ସଭାପତି ଶିବୁଲି ଧିର, ଦେବଦତ ପଣ୍ଡା, ଜିତେନ୍ଦ୍ର ରାଉତ, ପ୍ରଭାରୀ ରାଜେଶ ପାଳ, ଅଭିଷେକ ରାଉତ, ସମିତି ସଭ୍ୟ ହଳଧର ପାଣିଗ୍ରାହୀ, କୁଳମଣି ପଣ୍ଡା, ଶରତ ଧଳ, ମିର୍ଜାପୁର ପଞ୍ଚାୟତ ସମିତି ସଭ୍ୟା ମିତା ବେହେରା, ବିଶ୍ୱଜିତ ପୃଷ୍ଟି, ଏଟିଏମ୍ଏର ଅଧ୍ୟକ୍ଷ ଉପେନ୍ଦ୍ର କର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଉଭୟ ସ୍ଥାନରେ ହଜାର ହଜାର ସଂଖ୍ୟାରେ ବିଜେପି ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହି ବିଧାୟକ ଶ୍ରୀ ସାହୁଙ୍କୁ ଏକ ଖୋଲା ଜିପରେ ବସାଇ ବାଜା ଓ ବାଣ ସହ ଶୋଭାଯାତ୍ରାରେ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ।1
- କୋରେଇ ରେଳ ଷ୍ଟେସନରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି, ଯେଉଁଥିରେ ମିନାବଜାର ଚାରଦା ଗ୍ରାମର ଜଣେ ବାସିନ୍ଦା ସମ୍ପୃକ୍ତ ଅଛନ୍ତି।1
- ଓଡ଼ିଶାର ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବର୍ତ୍ତମାନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପାଲଟିଛି। ଏହି ଘଟଣା ସାରା ଦେଶରେ ଓଡ଼ିଆ ଅସ୍ମିତାକୁ ଲଜ୍ଜିତ କରିଛି।1
- ଓଡ଼ିଶା ରାଜନୀତିରେ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଓ ଜଳ୍ପନାର ଅବସାନ ଘଟିଛି। ପୂର୍ବତନ IAS ଅଧିକାରୀ ସୁଜାତା କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ଏବଂ ଏହି ଅବସରରେ ସେ ମନର କଥା କହିଥିଲେ।1
- ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ଅଞ୍ଚଳରେ ହୋଇଥିବା ଗୁଳିମାଡ଼ ଘଟଣାରେ କୋରେଇ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ଅସଲି ବନ୍ଧୁକ, ଅନ୍ୟ ଏକ ନକଲି ବନ୍ଧୁକ, ଦୁଇଟି ବାଇକ ଏବଂ ମୋବାଇଲ ଫୋନ ଜବତ କରାଯାଇଛି। ଏହି ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଆଡ଼ିସିନାଲ ଏସପି କହିଛନ୍ତି ଯେ, ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଯାଜପୁର ପୋଲିସ ସବୁ ପ୍ରକାର ପଦକ୍ଷେପ ନେବ।1