ଡିସେମ୍ବର ମାସ ପୁର୍ବରୁ ଲୋକେ ପାଣି ପାଇବେନି, ମୁଁ କଣ କରିବି,, ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ ହେବ ମେଗା ପ୍ରକଳ୍ପ ୨୦୨୭ ପୂର୍ବରୁ ଲୋକ ପାନୀୟ ଜଳ ସମସ୍ୟା ଭୋଗିଲେ ମୁଁ କଣ କରିବି,ଜିଲ୍ଲା ମୁଖ୍ୟ ଜଳ ଯୋଗାଣ ଅଧିକାରୀ ବଲାଙ୍ଗୀରଟିଟିଲାଗଡ, ତା୨୦-୦୪: ତତଲାକଡେଇ ରେ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ର ଲୋକେ ଡହଳ ବିକଳ ହୋଇ ଆସୁଥିବା ବେଳେ ନିୟମିତ ଅଂଶୁଘାତ ରୋଗୀଙ୍କ ସୁଅ ଛୁଟୁଛି । ପ୍ରକାଶ ଯେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ଅଂଶୁଘାତ କକ୍ଷ ବ୍ୟବସ୍ଥା ରହିଛି। ପ୍ରକାଶ ଯେ, ବିଗତ ଦିନରେ ଏ ନେଇ ଜଳ ସମ୍ପଦ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ଗସ୍ତ ରେ ଆସି ଥିବା ଓ ପାନୀୟ ଜଳ ଯୋଗାଣ ସମସ୍ୟା ତଥା ବୃକ୍ଷ ରୋପଣ ନେଇ କେବଳ ଭାଷଣ ଦେଇ ଚାଲି ଯାଇଥିଲେ । ବିଭାଗୀୟ ଅଧିକାରୀ ଡିସେମ୍ବର ମାସ ପୂର୍ବରୁ କୋଟି, କୋଟି ଟଙ୍କା ର ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବନି ବୋଲି ପ୍ରକାଶ କରିଥିବା ବେଳେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଜିଲ୍ଲା ଜଳ ଯୋଗାଣ ମୁଖ୍ୟ ଅଧିକାରୀ ଡିସେମ୍ବର ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ହୋଇ ପାରିବନି ବୋଲି ସ୍ପଷ୍ଟୀକରଣ କରି ସେ ବର୍ଷେ ହେବ ଯୋଗ ଦେଇଛି ପୂର୍ବ ଅଧିକାରୀ ଙ୍କ ତାହା କାମ ବୋଲି କହି ମୁଁ କଣ କରିବି ବୋଲି ପ୍ରକାଶ କରିଛନ୍ତି । ଟିଟିଲାଗଡ ଉପ ଜିଲ୍ଲାପାଳ ଅଂଶୁଘାତ ର ମୁକାବିଲା କରାଯିବ ଓ ପ୍ରତିଟି ଗ୍ରାମ ରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠୁଚି ଯେ,ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ନ କଲେ ବିଭାଗୀୟ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ରହିଛି । ଏହା ସମ୍ପୂର୍ଣ୍ଣ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ବୋଲି ଗୁରୁତର ଅଭିଯୋଗ ହୋଇଛି। ଏବେ ଅଂଶୁଘାତ ଜନିତ ମୃତ୍ୟୁ ନ ହେବା ,ଲୋକ ଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
ଡିସେମ୍ବର ମାସ ପୁର୍ବରୁ ଲୋକେ ପାଣି ପାଇବେନି, ମୁଁ କଣ କରିବି,, ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ ହେବ ମେଗା ପ୍ରକଳ୍ପ ୨୦୨୭ ପୂର୍ବରୁ ଲୋକ ପାନୀୟ ଜଳ ସମସ୍ୟା ଭୋଗିଲେ ମୁଁ କଣ କରିବି,ଜିଲ୍ଲା ମୁଖ୍ୟ ଜଳ ଯୋଗାଣ ଅଧିକାରୀ ବଲାଙ୍ଗୀରଟିଟିଲାଗଡ, ତା୨୦-୦୪: ତତଲାକଡେଇ ରେ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ର ଲୋକେ ଡହଳ ବିକଳ ହୋଇ ଆସୁଥିବା ବେଳେ ନିୟମିତ ଅଂଶୁଘାତ ରୋଗୀଙ୍କ ସୁଅ ଛୁଟୁଛି । ପ୍ରକାଶ ଯେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ
ଅଂଶୁଘାତ କକ୍ଷ ବ୍ୟବସ୍ଥା ରହିଛି। ପ୍ରକାଶ ଯେ, ବିଗତ ଦିନରେ ଏ ନେଇ ଜଳ ସମ୍ପଦ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ଗସ୍ତ ରେ ଆସି ଥିବା ଓ ପାନୀୟ ଜଳ ଯୋଗାଣ ସମସ୍ୟା ତଥା ବୃକ୍ଷ ରୋପଣ ନେଇ କେବଳ ଭାଷଣ ଦେଇ ଚାଲି ଯାଇଥିଲେ । ବିଭାଗୀୟ ଅଧିକାରୀ ଡିସେମ୍ବର ମାସ ପୂର୍ବରୁ କୋଟି, କୋଟି ଟଙ୍କା ର ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବନି ବୋଲି ପ୍ରକାଶ କରିଥିବା ବେଳେ ତୀବ୍ର ଜନ ଅସନ୍ତୋଷ
ବୃଦ୍ଧି ପାଇଛି । ଜିଲ୍ଲା ଜଳ ଯୋଗାଣ ମୁଖ୍ୟ ଅଧିକାରୀ ଡିସେମ୍ବର ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ହୋଇ ପାରିବନି ବୋଲି ସ୍ପଷ୍ଟୀକରଣ କରି ସେ ବର୍ଷେ ହେବ ଯୋଗ ଦେଇଛି ପୂର୍ବ ଅଧିକାରୀ ଙ୍କ ତାହା କାମ ବୋଲି କହି ମୁଁ କଣ କରିବି ବୋଲି ପ୍ରକାଶ କରିଛନ୍ତି । ଟିଟିଲାଗଡ ଉପ ଜିଲ୍ଲାପାଳ ଅଂଶୁଘାତ ର ମୁକାବିଲା କରାଯିବ ଓ ପ୍ରତିଟି ଗ୍ରାମ ରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଛନ୍ତି
। ଏଠି ପ୍ରଶ୍ନ ଉଠୁଚି ଯେ,ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ନ କଲେ ବିଭାଗୀୟ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ରହିଛି । ଏହା ସମ୍ପୂର୍ଣ୍ଣ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ବୋଲି ଗୁରୁତର ଅଭିଯୋଗ ହୋଇଛି। ଏବେ ଅଂଶୁଘାତ ଜନିତ ମୃତ୍ୟୁ ନ ହେବା ,ଲୋକ ଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
- Santosh Nayak PRESSବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶାnice coverage10 hrs ago
- ଡିସେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ ହେବ ମେଗା ପ୍ରକଳ୍ପ ୨୦୨୭ ପୂର୍ବରୁ ଲୋକ ପାନୀୟ ଜଳ ସମସ୍ୟା ଭୋଗିଲେ ମୁଁ କଣ କରିବି,ଜିଲ୍ଲା ମୁଖ୍ୟ ଜଳ ଯୋଗାଣ ଅଧିକାରୀ ବଲାଙ୍ଗୀରଟିଟିଲାଗଡ, ତା୨୦-୦୪: ତତଲାକଡେଇ ରେ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ର ଲୋକେ ଡହଳ ବିକଳ ହୋଇ ଆସୁଥିବା ବେଳେ ନିୟମିତ ଅଂଶୁଘାତ ରୋଗୀଙ୍କ ସୁଅ ଛୁଟୁଛି । ପ୍ରକାଶ ଯେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ଅଂଶୁଘାତ କକ୍ଷ ବ୍ୟବସ୍ଥା ରହିଛି। ପ୍ରକାଶ ଯେ, ବିଗତ ଦିନରେ ଏ ନେଇ ଜଳ ସମ୍ପଦ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ଗସ୍ତ ରେ ଆସି ଥିବା ଓ ପାନୀୟ ଜଳ ଯୋଗାଣ ସମସ୍ୟା ତଥା ବୃକ୍ଷ ରୋପଣ ନେଇ କେବଳ ଭାଷଣ ଦେଇ ଚାଲି ଯାଇଥିଲେ । ବିଭାଗୀୟ ଅଧିକାରୀ ଡିସେମ୍ବର ମାସ ପୂର୍ବରୁ କୋଟି, କୋଟି ଟଙ୍କା ର ମେଗା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିବନି ବୋଲି ପ୍ରକାଶ କରିଥିବା ବେଳେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଜିଲ୍ଲା ଜଳ ଯୋଗାଣ ମୁଖ୍ୟ ଅଧିକାରୀ ଡିସେମ୍ବର ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ହୋଇ ପାରିବନି ବୋଲି ସ୍ପଷ୍ଟୀକରଣ କରି ସେ ବର୍ଷେ ହେବ ଯୋଗ ଦେଇଛି ପୂର୍ବ ଅଧିକାରୀ ଙ୍କ ତାହା କାମ ବୋଲି କହି ମୁଁ କଣ କରିବି ବୋଲି ପ୍ରକାଶ କରିଛନ୍ତି । ଟିଟିଲାଗଡ ଉପ ଜିଲ୍ଲାପାଳ ଅଂଶୁଘାତ ର ମୁକାବିଲା କରାଯିବ ଓ ପ୍ରତିଟି ଗ୍ରାମ ରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠୁଚି ଯେ,ସମୟ ସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ନ କଲେ ବିଭାଗୀୟ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିୟମ ରହିଛି । ଏହା ସମ୍ପୂର୍ଣ୍ଣ ସରକାରୀ ଅଧିକାରୀ ଙ୍କ ଦାୟିତ୍ୱ ହୀନତା ବୋଲି ଗୁରୁତର ଅଭିଯୋଗ ହୋଇଛି। ଏବେ ଅଂଶୁଘାତ ଜନିତ ମୃତ୍ୟୁ ନ ହେବା ,ଲୋକ ଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ନିଜେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।4
- ଦାଦନ ଗଡ଼ରେ ମନରେଗାର ହରିଲୁଟ ତୁରକେଲା ବଡ଼ଡକଲା ଗୁର୍ଲଗୁଡା..... ରୁ ଏହି ରିପୋଟ2
- Post by RAGHUNANDAN SINGH1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୧/୦୪/୨୦୨୬ ମଙ୍ଗଲଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by SONEPUR NEWS1
- ସୁବର୍ଣ୍ଣପୁର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ1
- 🇹🇯🇹🇯🇹🇯🇹🇯🌹🥺🥺🥺😏😏1
- ଦାଦନ ଗଡ଼ରେ ମନରେଗାର ଆତ୍ମସାତ ବଡ଼ଡ଼କଲା... ଗୁର୍ଲଗୁଡା ରୁ ଦେଖିବା ରିପୋଟ.....1