ପ୍ରାଣୀ ମଙ୍ଗଳ ବିଭାଗର ଦୃଦୟକ ବିଦାରକ ଦୃଶ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ଏମ୍ ଭି ୬୬ ଏଲ ଆଇ ଅଫିସ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକର ଏମ୍ ଭି ୬୬ ଗ୍ରାମରେ ଅବସ୍ଥିତ ଏଲ ଆଇ ଅଫିସର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାର ଦେଖିବାକୁ ମିଳିଛି। ଅଫିସ୍ ଘରଟି ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ହୋଇଥିଲେ ମଧ୍ୟ ଏହା ବର୍ତ୍ତମାନ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଏଲ ଟି (ଲାଇଭ ଷ୍ଟକ ଟେକନିସିଆନ) ଶ୍ରୀମତୀ କେତକୀ ନାୟକଙ୍କ କାର୍ଯ୍ୟ କରୁଥିବା ସମୟରେ ଗ୍ରାଉଣ୍ଡ ଜିରୋକୁ ଆମେ ଯାଇ ଦେଖିଲୁ ଯେ ଛାତର ପ୍ଲାଷ୍ଟର ଫାଟି ଯାଇଛି। ପଚାରି ବୁଝିଲି ଯେ ଶ୍ରୀମତୀ ନାୟକଙ୍କ କହିବା ଅନୁସାରେ ଛାତର ପ୍ଲାଷ୍ଟର ଫାଟି ଯିବାରୁ ଅଫିସରେ ବସି କାମ କରିବାକୁ ଡର ଲାଗୁଛି। ଅଳ୍ପ ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଅଫିସରେ ବସି କାମ କରି ହେଉ ନାହିଁ। ଅଫିସକୁ ଯିବା ପାଇଁ ରାସ୍ତା ନ ଥିବାରୁ ବର୍ଷା ସମୟରେ ଅଫିସକୁ ଯିବା ଆସିବା କରିବାକୁ ଅସୁବିଧା ହୁଏ। ଲୋକମାନେ ମଧ୍ୟ ସେମାନଙ୍କ ଗୃହ ପାଳିତ ପଶୁ ଗୁଡ଼ିକ ଚିକିତ୍ସା ନିମନ୍ତେ ଆଣିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଔଷଧପତ୍ର ଗଚ୍ଛିତ ଓ ସଂରକ୍ଷିତ ରଖିବାକୁ ଭୟ ଲାଗୁଛି l ତେଣୁ ସରକାର ଏହି ପ ଚିକିତ୍ସାଳୟ ପ୍ରତି ଦୃଷ୍ଟି ଦେଲେ ଲୋକମାନେ ଉପକୃତ ହେବେ ବୋଲି ଶ୍ରୀମତୀ ନାୟକ ସରକାରଙ୍କ ପାଖରେ ଗୁହାରି କରିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ସରକାର କେବେ ଏହି ପ୍ରାଣୀ ଚିକିତ୍ସାଳୟ ସମସ୍ୟାର ସମାଧାନ କରୁଛନ୍ତି।

- କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର ରେ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ1
- ଧାନ ବୁଣିଲେ,ଅଖିମୁଠି ଅନୁକୂଳ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା କୋଟପାଡ଼ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ l1
- ଜୟପୁରରେ ଫୋରେଷ୍ଟ ବିଭାଗ ତରଫରୁ ଜାରି ହୋଇଥିବା ଟେଣ୍ଡର କାମକୁ ନେଇ ଠିକାଦାର ସଂଘ ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି। ଅତ୍ୟନ୍ତ କମ୍ (ଲେସ୍) ଦରରେ ଟେଣ୍ଡର ପାଇଥିବା ଠିକାଦାର ରାଜେଶ ସ୍ୱାଇଁଙ୍କ କାର୍ଯ୍ୟର ଗୁଣଗତା ନେଇ ପ୍ରଶ୍ନ ଉଠିଛି1
- ଆର୍ଥିକ କ୍ଷେତ୍ରରେ ଦେଶକୁ ସୁଦୃଢ କରୁଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ. ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅନନ୍ୟ ଅବଦାନ.ଯାହାକି ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସଭା ଗୃହରେ ବିଦୂତ କଟିଥିବା ସମୟରେ ଯେକୋଣସି ବୈଠକ ପାଇଁ ଅସୁବିଧା ର ସମୁଖୀନ ହେଉଥିଲେ. ଏହି ମିଶନ ଶକ୍ତି ଗୃହରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ତଥା ବୈଠକ ଅନୁଷ୍ଠିତ ହୋଇଥାଏ l ଅନେକ ବାର ବୈଠକ ସମୟରେ ବିଦୂତ କଟିବା କାରଣ ହେତୁ ଅଧାରୁ ମିଟିଙ୍ଗ ସ୍ଥଗିତ ହେବା ମଧ୍ୟ ନଜରକୁ ଆସୁଥିଲା, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନବରଙ୍ଗପୁର ମିଶନ ଶକ୍ତି ସମିଳନୀ କକ୍ଷ ଠାରେ ୨୫ KV ର DG ସେଟ ପ୍ରଦାନ କରାଯାଇଛି l1
- ନାଲକୋ ପକ୍ଷରୁ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପାରିପାର୍ଶ୍ବିକ ଗ୍ରାମକୁ ନେଇ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରୁ ୨୪ଟି ଟିମ୍ ଅଂଶଗ୍ରହଣ କରିଥିଲେ। ୧୯ ତାରିଖ ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗୁଞିଗୁଡାକୁ ହରାଇ ଉପର ରଙ୍ଗପାଣି ଟିମ୍ ଚମ୍ପିୟାନ ହୋଇଥିଲା। ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭି.ଏସ୍.ଏସ୍.ଆନନ୍ଦ,ସିଜିଏମ ପୁରୁଷୋତ୍ତମ ମହନ୍ତ,ସିଆଇଏସଏଫ ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ସମେତ ନାଲକୋର ବିଭିନ୍ନ ବିଭାଗୀୟ ମୁଖ୍ୟ ଏବଂ ଖଣି ଅଞ୍ଚଳରୁ ଅଧିକାରୀ ମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟସେବା ସହ କ୍ରୀଡା ମାଧ୍ୟମରେ ସାମାଜିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଯୁବ ବିକାଶକୁ ପ୍ରୋତ୍ସାହିତ କରିବା ନାଲକୋର ଏହା ଏକ ବିଶେଷ ପଦକ୍ଷେପ ଓ ପ୍ରତିବଦ୍ଧତା ବୋଲି ସିଏମଡ଼ି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।1
- Post by MSP TV (Reporter:-MiHiR)1
- ଦେଖନ୍ତୁ ଓ ଶୁଣନ୍ତୁ ଆପଣମାନେ 🙏🙏🙏1
- ଭଲଖବର ଦେଖନ୍ତୁ ଲାଇକ, କମେଣ୍ଟ, ଦେଇ ସେୟାର ଓ ସବସକ୍ରାଇବ କରନ୍ତୁ3