କଳିଙ୍ଗ ନଗର ପୁସ୍ତକ ମେଳା ଉଦଯାପିତ ____ ପୁସ୍ତକ ବଞ୍ଚିବାର ସାହସ ଦିଅ _________________________ ବ୍ୟାସନଗର ଆଜି ତା ୦୫.୦୧.୨୫ ରିଖ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଯାଜପୁର ଓ କଳିଙ୍ଗନଗର ପୁସ୍ତକ ମେଳା କମିଟି ପକ୍ଷରୁ ଗତ ଡିସେମ୍ବର ୩୧ରିଖ ଠାରୁ ଦୀର୍ଘ ୬ଦିନ ଧରି ଚୋରଦା କାଳୀ ମେଲଣ ପଡ଼ିଆ ଠାରେ ହୋଇଆସୁଥିବା ପୁସ୍ତକ ମେଳା ଉଦଯାପିତ ହୋଇଯାଇଛି. ଆଜିର ଷଷ୍ଠ ସନ୍ଧ୍ୟାରେ କମିଟିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଏକ ସଭା ଆୟୋଜିତ ହୋଇଥିଲା ଏହି ସଭାରେ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ ତଥା ସାଧାରଣ ପ୍ରଶାସନ ନବକୃଷ୍ଣ ଜେନା ମୁଖ୍ୟ ଅତିଥି, ଅଧ୍ୟାପକ ତଥା ସ୍ତମ୍ବକାର ବିରଞ୍ଚି ନାରାୟଣ ଦାସ ଓ ପ୍ରଜାପିତା ବ୍ରହ୍ମା କୁମାରୀ ବିଶ୍ୱ ବିଦ୍ୟାଲୟର ମୁଖ୍ୟ ବି କେ ତିଳୋତ୍ତମା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେକି ବହି ଏକ କଳ୍ପନା ନୁହେଁ ଏହା ଜୀବନର ଏକ ବାସ୍ତବ ଘଟଣା ଯାହା ଅନୁଭବକୁ ଆଧାରରେ ରଚିତ ଏବେ ଡିଜିଟାଲ ପଦ୍ଧତି ଦୂରେଇ ପୁସ୍ତକ ରୁ ଆଦରି ନେବା ପରିଲକ୍ଷିତ ହେଉଛି ଯାହା ଓଡିଆ ଭାଷା ସାହିତ୍ୟକୁ ଆଦରି ନେବା ଏକ ଶୁଭଙ୍କର ବୋଲି ବକ୍ତା ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥଲେ. ସଭାରେ ପ୍ରାରମ୍ଭ ରେ କମିଟି ର ସମ୍ପାଦକ ଡ଼ କୁଶ ଚନ୍ଦ୍ର ପ୍ରଦାନ ପୁସ୍ତକ ମେଳାର ତାତ୍ପର୍ଯ୍ୟ ଉପରେ ସୂଚନା ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ସବିତା ରାଉତ, ବିବେକାନନ୍ଦ ମହାନ୍ତି,ଚନ୍ଦ୍ରମଣି ସାମଲ ଅଭିମନ୍ୟୁ ମିଶ୍ର, ହୁର୍ଷିକେଶ ସାହୁ, ଅଶ୍ଵିନୀ କୁମାର ଦାସ ନିଜ ନିଜର ଅଭିଭାଷଣ ରଖିଥିଲେ. ଏହା ପରେ କଳିଙ୍ଗନଗର ପୁସ୍ତକ ମେଳାର ସ୍ମରଣିକା କଳିଙ୍ଗଦର୍ପଣ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା. ଏହାକୁ ସଂପାଦକ ଭାବେ ଡ଼ ଅକ୍ଷୟ କୁମାର ପଣ୍ଡାଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା. ଏହି ସଂଧ୍ୟାରେ ଜି ସ୍କୁଲର ପିକେ ଡାନ୍ସ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଶେଷରେ କମିଟିର ସଂପାଦକ ପବିତ୍ର ରଞ୍ଜନ ମହାନ୍ତି ଧନ୍ୟବାଦ ଦେବା ସହିତ ବୁକ୍ ଷ୍ଟଲ୍ ମାନଙ୍କୁ ସମ୍ମାନିତ କରାଯାଇଥିଲା

- ନିକଟରେ ଯାଜପୁର କଳିଙ୍ଗନଗର JCDL କ୍ୟାମ୍ପସ ରେ ହୋଇଥିବା ଜନଶୁଣାଣୀ ର ଏହି ଦୃଶ୍ୟ।1
- ସୁକିନ୍ଦା ଥାନା ଅଞ୍ଚଳର ଦୁଇଟି ଦୋକାନରୁ ଚୋରୀ1
- ୯ ତାରିଖରୁ ବନ୍ଦ ହେବ ସୁକିନ୍ଦା କ୍ରୋମାଇଟ ପରିବହନ ଟ୍ରକ l ଆନ୍ଦୋଳନକୁ ଓହ୍ଲାଇଲେ ଜିଲ୍ଲା ଟ୍ରକ ମାଲିକ ସଙ୍ଘ l1
- ମହୋତ୍ସବ ନାଁରେ ଘଡେଇ ବାପପୁଅ ଭଲ ଭଣ୍ଡେଇଲେ ଆଉ ଚାନ୍ଦୀ ମୁଣ୍ତରେ ବାଳ ଅଛି ଯେ ଖାଇବ ସୁନ୍ ପାମ୍ପୁଡୀ ଖଣି ଅଂଚଳରେ ପଇସା ଅଛିତ ଦେଖା କମାଲ କିଏ ମନା କରୁଛି. ବାଳ ବିକି ସୁନୁ ପାମ୍ପଡ଼ ଖାଇଲା ଭଳି ପରିସ୍ଥିତି ଏବେ ଘଡେଇ ବାପପୁଅଙ୍କର ଖଣି ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ. ଏହି ଚଣ୍ଡାଳଙ୍କୁ ଆଉ କେଉଁ ଖଣି ମାଲିକ କି କାରଖାନା ମାଲିକ ପଇସା କାହିଁକି ଓ କି ସ୍ୱାର୍ଥରେ ଦେବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୁଅ ଏବେ ଓଏମସି ଠାରେ ଲୋକ ଲଗେଇ ଯେଉଁ ଗେଣ୍ଠୁ ମାରିବା କାଳିଆପାଣିରେ ଦେଖା ଦେଇଛି ତାହା ସୌରୀକ ସମ୍ପ୍ରଦାୟ ପ୍ରତି ନିଶ୍ଚୟ ଘୋର ଅପମାନ କହିଲେ କିଛି ଭୁଲ ହେବ ନାହିଁ. ଆଉ ଯେଉଁ କେତୋଟି ଲୋକ ଏହି ବାପପୁଅଙ୍କ କଥାରେ ମାତି ଚାଲିଛନ୍ତି ସେଠାରେ ଗାଣ୍ଡି ହଲା ନାଚ ଦେଖିବା ପାଇଁ ସେଣେ ବାପପୁଅ ବୁଦ୍ଧିରେ ପଡି ଯେ ନିଜ ପେଟକୁ ନାତ ମାରୁଛନ୍ତି ଏଡାଇ ଗଲେ ହେବ ନାହିଁ. ସୁକିନ୍ଦା ଏବେ ବିନାଶକୁ ଏଡାଇ ବିକାଶ ରାସ୍ତା ଧରିବାକୁ ଗଲା ବେଳେ ଏଥିରୁ ବିଚ୍ୟୁତ ହୋଇ ଯିବାକୁ ଯେଉଁମାନେ ବିନାଶକାରୀଙ୍କ ପିଛା ନ ଛାଡିବାକୁ ଚାଁହୁ ନାହାନ୍ତି ଭଲ କିନ୍ତୁ ବାପପୁଅଙ୍କ ସୁନ ପାମ୍ପୁଡ଼ି ଖାଇବା ଅବସ୍ଥା ନ ହେଉ.1
- ଯାଜପୁର ରୋଡ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ1
- ଏ ବିହାରୀ ଚୋର ମେଡିକାଲ ଭିତରେ କିଭଳି ହେଉଛି ଦେଖନ୍ତୁ- ପାଣିକୋଇଲି ପଣ୍ଡା ଅଳଙ୍କାର ରୁ ଲୁଟ୍ ଘଟଣା1
- ପାଣିକୋଇଲି ହତ୍ୟା ମାମଲା ଚୋର ହିନ୍ଦୀ ଭାଷାରେ କହୁଛି ମୁଁ ସମସ୍ତଙ୍କୁ ମାରି ଦେବି😭🤣 || ODIA CRIME STORY1
- ପାଣିକୋଇଲି ପଣ୍ଡା ଅଳଙ୍କାର ଚୋରି ଘଟଣା/panda alankar panikoili robbery1