logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ। ତାଳଚେର:ତାଳଚେର ପୌରାଞ୍ଚଳ ୧୮ନଂ ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଭୂମି ପୂଜନ ଅନୁଷ୍ଠିତ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

5 hrs ago
user_BIMBADHAR MOHAPATRA
BIMBADHAR MOHAPATRA
Journalist, Matrubhasa Talcher Sadar, Anugul•
5 hrs ago

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ। ତାଳଚେର:ତାଳଚେର ପୌରାଞ୍ଚଳ ୧୮ନଂ ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଭୂମି ପୂଜନ ଅନୁଷ୍ଠିତ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

More news from Sambalpur and nearby areas
  • କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।
    1
    କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।
    user_Tanaya Mahapatra
    Tanaya Mahapatra
    Journalist Kochinda, Sambalpur•
    1 hr ago
  • ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ
    1
    ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ
    user_Rakesh das deba
    Rakesh das deba
    Journalist Jagatsinghapur, Odisha•
    4 hrs ago
  • କଫସିରଫ ସହ ଅଭିଯୁକ୍ତ ଙ୍କୁ ଗିରପ କରିବାରେ ସଫଲ ହୋଇଛି ପୋଲିସ ।
    1
    କଫସିରଫ ସହ ଅଭିଯୁକ୍ତ ଙ୍କୁ ଗିରପ କରିବାରେ ସଫଲ ହୋଇଛି ପୋଲିସ ।
    user_Ajira Samachar
    Ajira Samachar
    Journalist Sonepur, Odisha•
    5 hrs ago
  • Post by Subrat Behera
    1
    Post by Subrat Behera
    user_Subrat Behera
    Subrat Behera
    Journalist ପୋଲସରା, ଗଞ୍ଜାମ, ଓଡ଼ିଶା•
    3 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    5 hrs ago
  • dance
    1
    dance
    user_Swadhin kumar behera
    Swadhin kumar behera
    Dancer କୋଡ଼ାଳା, ଗଞ୍ଜାମ, ଓଡ଼ିଶା•
    4 hrs ago
  • ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ
    1
    ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ
    user_Rakesh das deba
    Rakesh das deba
    Journalist Jagatsinghapur, Odisha•
    5 hrs ago
  • ୨୬ରୁ ଘଣ୍ଟାଏ ରୋଗୀ ସେବା କରିବେନି ଡାକ୍ତର ଓମସା କୁଚିଣ୍ଡା ଶାଖା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର କୁଚିଣ୍ଡା,୨୫।୧୨ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଡ଼ାକ୍ତରଖାନାରେ ଗୁରୁବାର ଠାରୁ ଦାବି ପୂରଣ ପର୍ଯ୍ୟନ୍ତ ଉପଖଣ୍ଡ ଓମସା(ଓଡ଼ିଶା ମେଡ଼ିକାଲ ସର୍ଭିସ୍ ଆସୋସିଏସନ୍) ପକ୍ଷରୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉପଖଣ୍ଡ ଓମସା ସଭାପତି ଡ଼ା.ସୁବୋଧ କୁମାର ନାୟକ ଓ ସମ୍ପାଦକ ଡା.ସିଦ୍ଧାର୍ଥ କୁମାର ମିଶ୍ରଙ୍କ ନେତୃତ୍ୱରେ ବୁଧବାର ଉପଜିଲ୍ଲାପାଳ ସରୱନନ୍ ସଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ପ୍ରଦତ୍ତ ପତ୍ରରେ ସେମାନେ ସୂଚିତ କରିଛନ୍ତି ପ୍ରାୟ ଦୁଇ ବର୍ଷ ହେବ ଓମସା ବିଭିନ୍ନ ଦାବି ଏବଂ ତୁରନ୍ତ ଏହାର ସମାଧାନ ପାଇଁ ନିରନ୍ତର ଭାବେ ଦାଵି କରି ଆସୁଛି।ହେଲେ ସରକାରରଙ୍କ ପକ୍ଷରୁ ଏଦିଗରେ ସାମାନ୍ୟତମ ଆନ୍ତରିକତା ପ୍ରକାଶ ପାଇନାହିଁ। ଯେଉଁଥିପାଇଁ କି ଗତ ନଭେମ୍ବର ୨୦ରୁ ଡାକ୍ତରମାନେ କଳା ବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ କରି ଆସୁଛନ୍ତି।ତେଣୁ ବାଧ୍ୟହୋଇ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ରୁ ୧୧ଟା ପର୍ଯ୍ୟନ୍ତ ବହିର୍ଵିଭାଗ(ଓପିଡି)ରେ ଯୋଗ ଦେବେ ନାହିଁ।ଏଥିସହ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଜାତୀୟ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଲୋଚନ ଶବର ଦାବିପତ୍ର ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବା.ମନୋଜ କୁମାର ପଟେଲ,ଡ଼ା.ସୁଶାନ୍ତ କୁମାର ମିଶ୍ର,ଡ଼ା.ଚିତ୍ତରଞ୍ଜନ ଦାସ,ଡ଼ା.ଵିଜୟ କୁମାର ପ୍ରଧାନ,ଡ଼ା.ସୁଦୀପ୍ତ ନାଏକ ପ୍ରମୁଖ ସାମିଲ ହୋଇଥିଲେ।
    3
    ୨୬ରୁ ଘଣ୍ଟାଏ ରୋଗୀ ସେବା କରିବେନି ଡାକ୍ତର
ଓମସା କୁଚିଣ୍ଡା ଶାଖା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର
କୁଚିଣ୍ଡା,୨୫।୧୨ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଡ଼ାକ୍ତରଖାନାରେ ଗୁରୁବାର ଠାରୁ ଦାବି ପୂରଣ ପର୍ଯ୍ୟନ୍ତ ଉପଖଣ୍ଡ ଓମସା(ଓଡ଼ିଶା ମେଡ଼ିକାଲ ସର୍ଭିସ୍ ଆସୋସିଏସନ୍) ପକ୍ଷରୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉପଖଣ୍ଡ ଓମସା
ସଭାପତି ଡ଼ା.ସୁବୋଧ କୁମାର ନାୟକ ଓ ସମ୍ପାଦକ ଡା.ସିଦ୍ଧାର୍ଥ କୁମାର ମିଶ୍ରଙ୍କ ନେତୃତ୍ୱରେ ବୁଧବାର ଉପଜିଲ୍ଲାପାଳ ସରୱନନ୍ ସଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ପ୍ରଦତ୍ତ ପତ୍ରରେ ସେମାନେ ସୂଚିତ କରିଛନ୍ତି ପ୍ରାୟ ଦୁଇ ବର୍ଷ ହେବ ଓମସା ବିଭିନ୍ନ ଦାବି ଏବଂ ତୁରନ୍ତ ଏହାର ସମାଧାନ ପାଇଁ ନିରନ୍ତର ଭାବେ ଦାଵି କରି ଆସୁଛି।ହେଲେ ସରକାରରଙ୍କ ପକ୍ଷରୁ ଏଦିଗରେ ସାମାନ୍ୟତମ ଆନ୍ତରିକତା ପ୍ରକାଶ ପାଇନାହିଁ। ଯେଉଁଥିପାଇଁ କି ଗତ ନଭେମ୍ବର ୨୦ରୁ ଡାକ୍ତରମାନେ କଳା ବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ କରି ଆସୁଛନ୍ତି।ତେଣୁ ବାଧ୍ୟହୋଇ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ରୁ ୧୧ଟା ପର୍ଯ୍ୟନ୍ତ ବହିର୍ଵିଭାଗ(ଓପିଡି)ରେ ଯୋଗ ଦେବେ ନାହିଁ।ଏଥିସହ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଜାତୀୟ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଲୋଚନ ଶବର ଦାବିପତ୍ର ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବା.ମନୋଜ କୁମାର ପଟେଲ,ଡ଼ା.ସୁଶାନ୍ତ କୁମାର ମିଶ୍ର,ଡ଼ା.ଚିତ୍ତରଞ୍ଜନ ଦାସ,ଡ଼ା.ଵିଜୟ କୁମାର ପ୍ରଧାନ,ଡ଼ା.ସୁଦୀପ୍ତ ନାଏକ ପ୍ରମୁଖ ସାମିଲ ହୋଇଥିଲେ।
    user_Tanaya Mahapatra
    Tanaya Mahapatra
    Journalist Kochinda, Sambalpur•
    11 hrs ago
  • ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଉଲୁଣ୍ଡା ଠାରେ ଵାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
    1
    ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଉଲୁଣ୍ଡା ଠାରେ ଵାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି  ।
    user_Ajira Samachar
    Ajira Samachar
    Journalist Sonepur, Odisha•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.