logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

୨୬ରୁ ଘଣ୍ଟାଏ ରୋଗୀ ସେବା କରିବେନି ଡାକ୍ତର ଓମସା କୁଚିଣ୍ଡା ଶାଖା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର କୁଚିଣ୍ଡା,୨୫।୧୨ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଡ଼ାକ୍ତରଖାନାରେ ଗୁରୁବାର ଠାରୁ ଦାବି ପୂରଣ ପର୍ଯ୍ୟନ୍ତ ଉପଖଣ୍ଡ ଓମସା(ଓଡ଼ିଶା ମେଡ଼ିକାଲ ସର୍ଭିସ୍ ଆସୋସିଏସନ୍) ପକ୍ଷରୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉପଖଣ୍ଡ ଓମସା ସଭାପତି ଡ଼ା.ସୁବୋଧ କୁମାର ନାୟକ ଓ ସମ୍ପାଦକ ଡା.ସିଦ୍ଧାର୍ଥ କୁମାର ମିଶ୍ରଙ୍କ ନେତୃତ୍ୱରେ ବୁଧବାର ଉପଜିଲ୍ଲାପାଳ ସରୱନନ୍ ସଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ପ୍ରଦତ୍ତ ପତ୍ରରେ ସେମାନେ ସୂଚିତ କରିଛନ୍ତି ପ୍ରାୟ ଦୁଇ ବର୍ଷ ହେବ ଓମସା ବିଭିନ୍ନ ଦାବି ଏବଂ ତୁରନ୍ତ ଏହାର ସମାଧାନ ପାଇଁ ନିରନ୍ତର ଭାବେ ଦାଵି କରି ଆସୁଛି।ହେଲେ ସରକାରରଙ୍କ ପକ୍ଷରୁ ଏଦିଗରେ ସାମାନ୍ୟତମ ଆନ୍ତରିକତା ପ୍ରକାଶ ପାଇନାହିଁ। ଯେଉଁଥିପାଇଁ କି ଗତ ନଭେମ୍ବର ୨୦ରୁ ଡାକ୍ତରମାନେ କଳା ବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ କରି ଆସୁଛନ୍ତି।ତେଣୁ ବାଧ୍ୟହୋଇ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ରୁ ୧୧ଟା ପର୍ଯ୍ୟନ୍ତ ବହିର୍ଵିଭାଗ(ଓପିଡି)ରେ ଯୋଗ ଦେବେ ନାହିଁ।ଏଥିସହ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଜାତୀୟ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଲୋଚନ ଶବର ଦାବିପତ୍ର ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବା.ମନୋଜ କୁମାର ପଟେଲ,ଡ଼ା.ସୁଶାନ୍ତ କୁମାର ମିଶ୍ର,ଡ଼ା.ଚିତ୍ତରଞ୍ଜନ ଦାସ,ଡ଼ା.ଵିଜୟ କୁମାର ପ୍ରଧାନ,ଡ଼ା.ସୁଦୀପ୍ତ ନାଏକ ପ୍ରମୁଖ ସାମିଲ ହୋଇଥିଲେ।

2 hrs ago
user_Tanaya Mahapatra
Tanaya Mahapatra
Journalist Kochinda, Sambalpur•
2 hrs ago

୨୬ରୁ ଘଣ୍ଟାଏ ରୋଗୀ ସେବା କରିବେନି ଡାକ୍ତର ଓମସା କୁଚିଣ୍ଡା ଶାଖା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର କୁଚିଣ୍ଡା,୨୫।୧୨ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଡ଼ାକ୍ତରଖାନାରେ ଗୁରୁବାର ଠାରୁ ଦାବି ପୂରଣ ପର୍ଯ୍ୟନ୍ତ ଉପଖଣ୍ଡ ଓମସା(ଓଡ଼ିଶା ମେଡ଼ିକାଲ ସର୍ଭିସ୍ ଆସୋସିଏସନ୍) ପକ୍ଷରୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉପଖଣ୍ଡ ଓମସା ସଭାପତି ଡ଼ା.ସୁବୋଧ କୁମାର ନାୟକ ଓ ସମ୍ପାଦକ ଡା.ସିଦ୍ଧାର୍ଥ କୁମାର ମିଶ୍ରଙ୍କ ନେତୃତ୍ୱରେ ବୁଧବାର ଉପଜିଲ୍ଲାପାଳ

ସରୱନନ୍ ସଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ପ୍ରଦତ୍ତ ପତ୍ରରେ ସେମାନେ ସୂଚିତ କରିଛନ୍ତି ପ୍ରାୟ ଦୁଇ ବର୍ଷ ହେବ ଓମସା ବିଭିନ୍ନ ଦାବି ଏବଂ ତୁରନ୍ତ ଏହାର ସମାଧାନ ପାଇଁ ନିରନ୍ତର ଭାବେ ଦାଵି କରି ଆସୁଛି।ହେଲେ ସରକାରରଙ୍କ ପକ୍ଷରୁ ଏଦିଗରେ ସାମାନ୍ୟତମ ଆନ୍ତରିକତା ପ୍ରକାଶ ପାଇନାହିଁ। ଯେଉଁଥିପାଇଁ କି ଗତ ନଭେମ୍ବର ୨୦ରୁ ଡାକ୍ତରମାନେ କଳା ବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ କରି ଆସୁଛନ୍ତି।ତେଣୁ

ବାଧ୍ୟହୋଇ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ରୁ ୧୧ଟା ପର୍ଯ୍ୟନ୍ତ ବହିର୍ଵିଭାଗ(ଓପିଡି)ରେ ଯୋଗ ଦେବେ ନାହିଁ।ଏଥିସହ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଜାତୀୟ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଲୋଚନ ଶବର ଦାବିପତ୍ର ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବା.ମନୋଜ କୁମାର ପଟେଲ,ଡ଼ା.ସୁଶାନ୍ତ କୁମାର ମିଶ୍ର,ଡ଼ା.ଚିତ୍ତରଞ୍ଜନ ଦାସ,ଡ଼ା.ଵିଜୟ କୁମାର ପ୍ରଧାନ,ଡ଼ା.ସୁଦୀପ୍ତ ନାଏକ ପ୍ରମୁଖ ସାମିଲ ହୋଇଥିଲେ।

More news from Odisha and nearby areas
  • ରାସ୍ତା ବନ୍ଦ କରି ଶସ୍ତା ରେ ଧାନ ବିକ୍ରିକଲେ ଚାଷି । #ajirasamachar #odishakhabar #SonepurNews #OdishaNews
    1
    ରାସ୍ତା ବନ୍ଦ କରି ଶସ୍ତା ରେ ଧାନ ବିକ୍ରିକଲେ ଚାଷି । #ajirasamachar #odishakhabar #SonepurNews #OdishaNews
    user_Ajira Samachar
    Ajira Samachar
    Journalist Sonepur, Odisha•
    16 hrs ago
  • ओडिशा के बालासोर जिले में मंगलवार को एक दिल दहला देने वाली घटना घटी है. यहां एक नवजात शिशु को जन्म के तुरंत बाद बेसहारा छोड़ दिया गया, जिसके बाद कुछ आवारा कुत्तों ने उसे नोंच डाला. मामला सोरो पुलिस स्टेशन के अंतर्गत चित्तल पंचायत के बालिकतिरन गांव का बताया जा रहा है. घटना को लेकर हर किसी के रोंगटे खड़े हो गए. कुत्तों ने नोंचा शरीर यह अमानवीय नजारा गांव के एक प्लेग्राउंड में देखने को मिला. गांव के कुछ लोगों ने आवारा कुत्तों के एक झुंड को मानव शरीर के अंगों को नोचते हुए देखा. करीब से देखने पबर पता चला कि यह किसी नवजात शिशु के अवशेष हैं. इस दौरान स्थानीय लोगों ने तुरंत कुत्तों को भगाकर दूर किया और शिशु के शरीर के कुछ टुकड़ों को बरामद किया. इस घटना के बाद से पूरे इलाके में गहरा सदमा छा गया है.
    1
    ओडिशा के बालासोर जिले में मंगलवार  को एक दिल दहला देने वाली घटना घटी है. यहां एक नवजात शिशु को जन्म के तुरंत बाद बेसहारा छोड़ दिया गया, जिसके बाद कुछ आवारा कुत्तों ने उसे नोंच डाला. मामला सोरो पुलिस स्टेशन के अंतर्गत चित्तल पंचायत के बालिकतिरन गांव का बताया जा रहा है. घटना को लेकर हर किसी के रोंगटे खड़े हो गए. 
कुत्तों ने नोंचा शरीर 
यह अमानवीय नजारा गांव के एक प्लेग्राउंड में देखने को मिला. गांव के कुछ लोगों ने आवारा कुत्तों के एक झुंड को मानव शरीर के अंगों को नोचते हुए देखा. करीब से देखने पबर पता चला कि यह किसी नवजात शिशु के अवशेष हैं. इस दौरान स्थानीय लोगों ने तुरंत कुत्तों को भगाकर दूर किया और शिशु के शरीर के कुछ टुकड़ों को बरामद किया. इस घटना के बाद से पूरे इलाके में गहरा सदमा छा गया है.
    user_जगदीश भाई पटेल
    जगदीश भाई पटेल
    Odisha•
    14 hrs ago
  • #ଦାଖ୍ୟା ପ୍ରଜାପତି
    1
    #ଦାଖ୍ୟା ପ୍ରଜାପତି
    user_Bighne Rana
    Bighne Rana
    Dancer Madanpur Rampur, Kalahandi•
    1 hr ago
  • ଜଲଦି ଦେଖନ୍ତୁ 👉 https://youtu.be/0DMt7pqnlP8
    1
    ଜଲଦି ଦେଖନ୍ତୁ 👉 https://youtu.be/0DMt7pqnlP8
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    18 hrs ago
  • କୁଣ୍ଟାବାଞ୍ଜି ରେଲୱେଇ ଷ୍ଟେସନ ଅଟୋ ସାଙ୍ଗ
    1
    କୁଣ୍ଟାବାଞ୍ଜି ରେଲୱେଇ ଷ୍ଟେସନ ଅଟୋ ସାଙ୍ଗ
    user_Sritam Ranjan Panda
    Sritam Ranjan Panda
    Photographer Kantabanji, Balangir•
    20 hrs ago
  • ପିତଳ ହନୁମନ୍
    1
    ପିତଳ ହନୁମନ୍
    user_Rajendra kumar sahoo
    Rajendra kumar sahoo
    Grain Shop କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    18 hrs ago
  • ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ , ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତ ହୀରାପୁର ଗ୍ରାମର ପୁରୀ ମୁଖ୍ୟ କେନାଲ ସେତୁ ।। ଯାହାକି ୨ରୁ୩ ହଜାର ଗ୍ରାମର ଗ୍ରାମ ବାସୀ ଏହାକୁ ନିର୍ଭର କରନ୍ତି,ତାହା ଆଜି ବିପଦପୂର୍ଣ୍ଣ ଅବସ୍ଥାରେ ।
    1
    ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ , ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତ ହୀରାପୁର ଗ୍ରାମର ପୁରୀ ମୁଖ୍ୟ କେନାଲ ସେତୁ ।। ଯାହାକି ୨ରୁ୩  ହଜାର ଗ୍ରାମର ଗ୍ରାମ ବାସୀ ଏହାକୁ ନିର୍ଭର କରନ୍ତି,ତାହା ଆଜି ବିପଦପୂର୍ଣ୍ଣ ଅବସ୍ଥାରେ ।
    user_ଗୋଲେଖ ବେହେରା
    ଗୋଲେଖ ବେହେରା
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    18 min ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର
    1
    OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର
    user_Thabira Majhi
    Thabira Majhi
    Bhubaneswar (M.Corp.), Khordha•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.