logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର

2 hrs ago
user_Thabira Majhi
Thabira Majhi
Bhubaneswar (M.Corp.), Khordha•
2 hrs ago

OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର

More news from Ganjam and nearby areas
  • heavy sen odia jatra ହଂସତୁଳୀ ଗଞ୍ଜାମ super hit jatra
    1
    heavy sen odia jatra ହଂସତୁଳୀ ଗଞ୍ଜାମ  super hit jatra
    user_Jay kala _ jay Kalinga
    Jay kala _ jay Kalinga
    Kodala, Ganjam•
    3 hrs ago
  • ओडिशा के बालासोर जिले में मंगलवार को एक दिल दहला देने वाली घटना घटी है. यहां एक नवजात शिशु को जन्म के तुरंत बाद बेसहारा छोड़ दिया गया, जिसके बाद कुछ आवारा कुत्तों ने उसे नोंच डाला. मामला सोरो पुलिस स्टेशन के अंतर्गत चित्तल पंचायत के बालिकतिरन गांव का बताया जा रहा है. घटना को लेकर हर किसी के रोंगटे खड़े हो गए. कुत्तों ने नोंचा शरीर यह अमानवीय नजारा गांव के एक प्लेग्राउंड में देखने को मिला. गांव के कुछ लोगों ने आवारा कुत्तों के एक झुंड को मानव शरीर के अंगों को नोचते हुए देखा. करीब से देखने पबर पता चला कि यह किसी नवजात शिशु के अवशेष हैं. इस दौरान स्थानीय लोगों ने तुरंत कुत्तों को भगाकर दूर किया और शिशु के शरीर के कुछ टुकड़ों को बरामद किया. इस घटना के बाद से पूरे इलाके में गहरा सदमा छा गया है.
    1
    ओडिशा के बालासोर जिले में मंगलवार  को एक दिल दहला देने वाली घटना घटी है. यहां एक नवजात शिशु को जन्म के तुरंत बाद बेसहारा छोड़ दिया गया, जिसके बाद कुछ आवारा कुत्तों ने उसे नोंच डाला. मामला सोरो पुलिस स्टेशन के अंतर्गत चित्तल पंचायत के बालिकतिरन गांव का बताया जा रहा है. घटना को लेकर हर किसी के रोंगटे खड़े हो गए. 
कुत्तों ने नोंचा शरीर 
यह अमानवीय नजारा गांव के एक प्लेग्राउंड में देखने को मिला. गांव के कुछ लोगों ने आवारा कुत्तों के एक झुंड को मानव शरीर के अंगों को नोचते हुए देखा. करीब से देखने पबर पता चला कि यह किसी नवजात शिशु के अवशेष हैं. इस दौरान स्थानीय लोगों ने तुरंत कुत्तों को भगाकर दूर किया और शिशु के शरीर के कुछ टुकड़ों को बरामद किया. इस घटना के बाद से पूरे इलाके में गहरा सदमा छा गया है.
    user_जगदीश भाई पटेल
    जगदीश भाई पटेल
    Odisha•
    30 min ago
  • ଗାଁରେ ଲୋକକଳା ମହୋତ୍ସବ I Adenigad I Boudh News I @ranjankumardash
    1
    ଗାଁରେ ଲୋକକଳା ମହୋତ୍ସବ I Adenigad I Boudh News I @ranjankumardash
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    3 hrs ago
  • ବାଲେଶ୍ୱର ସହଦେବ ଖୁଣ୍ଟା ପୋଲିସ ର ବଡ଼ ସଫଳତା। ପୋଲିସ ହାତରେ ଲାଗିଛି ବଡ଼ ରାକେଟ।ରାତ୍ରୀ କାଳୀନ ପେତ୍ରୋଲିଂ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ର ପଛ ରୋଡ ରେ ଅପରାଧିକ ଯୋଜନା ଚାଲିଥିବାର ସୂଚନା ପାଇ ଏସ ଆଇ ଆଲୋକ ଜେନା ଙ୍କ ନେତୃତ୍ଵ ରେ ପୋଲିସ ଟିମ ଜବତ କରିଛି ଏକାଧିକ ବାଇକ୍ ଏବଂ ମୋବାଇଲ। ନିକଟରେ ଅତୀତ ରେ ଚୋରି ହୋଇଥିବା ୧୩ ଟି ବାଇକ୍ ଓ ମୋବାଇଲ କୁ ଉଦ୍ଧାର କରିଛି ପୋଲିସ। ଏହି ଚଢ଼ାଉ ରେ ୧୩ ଟି ବାଇକ,୧୦ଟି ମୋବାଇଲ ସହ ୯ ଜଣ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଓ ମୋବାଇଲକୁ ସମ୍ପୃକ୍ତ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି ପୋଲିସ। ଗିରଫ ଯୁବକ ମାନେ ବାଲେଶ୍ୱର ଜିଲ୍ଲା ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଏହି ଗିରଫ ଯୁବକ ମାନେ ଆଉ ଗ୍ୟାଙ୍ଗ ସହିତ ସଂପୃକ୍ତ ଅଛନ୍ତି ତାହା ପରବର୍ତ୍ତୀ ଅନୁସନ୍ଧାନ ରେ ଜଣା ପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।
    1
    ବାଲେଶ୍ୱର ସହଦେବ ଖୁଣ୍ଟା ପୋଲିସ ର ବଡ଼ ସଫଳତା। ପୋଲିସ ହାତରେ ଲାଗିଛି ବଡ଼ ରାକେଟ।ରାତ୍ରୀ କାଳୀନ ପେତ୍ରୋଲିଂ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ର ପଛ ରୋଡ ରେ ଅପରାଧିକ ଯୋଜନା ଚାଲିଥିବାର ସୂଚନା ପାଇ ଏସ ଆଇ ଆଲୋକ ଜେନା ଙ୍କ ନେତୃତ୍ଵ ରେ ପୋଲିସ ଟିମ ଜବତ କରିଛି ଏକାଧିକ ବାଇକ୍ ଏବଂ ମୋବାଇଲ। ନିକଟରେ ଅତୀତ ରେ ଚୋରି ହୋଇଥିବା ୧୩ ଟି ବାଇକ୍ ଓ ମୋବାଇଲ କୁ ଉଦ୍ଧାର କରିଛି ପୋଲିସ। ଏହି ଚଢ଼ାଉ ରେ ୧୩ ଟି ବାଇକ,୧୦ଟି ମୋବାଇଲ ସହ ୯ ଜଣ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଓ ମୋବାଇଲକୁ ସମ୍ପୃକ୍ତ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି ପୋଲିସ। ଗିରଫ ଯୁବକ ମାନେ ବାଲେଶ୍ୱର ଜିଲ୍ଲା ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଏହି ଗିରଫ ଯୁବକ ମାନେ ଆଉ ଗ୍ୟାଙ୍ଗ ସହିତ ସଂପୃକ୍ତ ଅଛନ୍ତି ତାହା ପରବର୍ତ୍ତୀ ଅନୁସନ୍ଧାନ ରେ ଜଣା ପଡ଼ିବ ବୋଲି  ପୋଲିସ ପ୍ରକାଶ କରିଛି।
    user_Odisha News Express
    Odisha News Express
    Baleshwar (M), Odisha•
    5 hrs ago
  • bhai mane full sofate karibe
    1
    bhai mane full sofate karibe
    user_Deepak Jani
    Deepak Jani
    Phulabani Town, Kandhamal•
    21 hrs ago
  • ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା
    1
    ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ  କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା
    user_Rajib Behera
    Rajib Behera
    Journalist Mayurbhanj, Odisha•
    10 hrs ago
  • Des Ka Kisan
    1
    Des Ka Kisan
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    17 hrs ago
  • Jeri pada water pool
    1
    Jeri pada water pool
    user_Jay kala _ jay Kalinga
    Jay kala _ jay Kalinga
    Kodala, Ganjam•
    6 hrs ago
  • *ବାଲେଶ୍ବର ସହରରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ* ଆଜି ବାଲେଶ୍ବର ସହରରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଜାରୀ ରହିଛି। ବାଲେଶ୍ବର ସହର ଷ୍ଟେସନ ଛକ ଠାରୁ ଫକୀର ମୋହନ ଗୋଲେଇ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି। ଯାହାକି ଦୀର୍ଘ ବର୍ଷ ଧରି ବ୍ୟବସାୟୀ ମାନେ ବ୍ୟବସାୟ କରୁଥିଲେ। ଏହାକୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ଅବଗତ କରାଯିବା ପରେ ଆଜି ଉଚ୍ଛେଦ କାର୍ଯ୍ୟ ଜାରୀ ରହିଛି। ମୋଟ ୧୮୦ ଦୋକାନ ଗୃହ କରାଯିବା ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ବର ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ସଦର ତହସିଲଦାର ଓ ମ୍ୟୁନିସିପାଲଟି ଏକଜୁଟିଭ ଅଫିସର, ଜିଲ୍ଲା ପୋଲିସ ପ୍ରଶାସନ ସମେତ ଜିଲ୍ଳାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
    1
    *ବାଲେଶ୍ବର ସହରରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ*
ଆଜି ବାଲେଶ୍ବର ସହରରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଜାରୀ ରହିଛି। ବାଲେଶ୍ବର ସହର ଷ୍ଟେସନ ଛକ ଠାରୁ ଫକୀର ମୋହନ ଗୋଲେଇ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି। 
ଯାହାକି ଦୀର୍ଘ ବର୍ଷ ଧରି ବ୍ୟବସାୟୀ ମାନେ ବ୍ୟବସାୟ କରୁଥିଲେ। ଏହାକୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ଅବଗତ କରାଯିବା ପରେ ଆଜି ଉଚ୍ଛେଦ କାର୍ଯ୍ୟ ଜାରୀ ରହିଛି। ମୋଟ ୧୮୦ ଦୋକାନ ଗୃହ କରାଯିବା ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ବର ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ସଦର ତହସିଲଦାର ଓ ମ୍ୟୁନିସିପାଲଟି ଏକଜୁଟିଭ ଅଫିସର, ଜିଲ୍ଲା ପୋଲିସ ପ୍ରଶାସନ ସମେତ ଜିଲ୍ଳାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
    user_Odisha News Express
    Odisha News Express
    Baleshwar (M), Odisha•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.