logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା

5 hrs ago
user_Rajib Behera
Rajib Behera
Journalist Mayurbhanj, Odisha•
5 hrs ago

ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା

More news from Odisha and nearby areas
  • ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା
    1
    ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ  କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା
    user_Rajib Behera
    Rajib Behera
    Journalist Mayurbhanj, Odisha•
    5 hrs ago
  • ବାଲେଶ୍ୱର ସହଦେବ ଖୁଣ୍ଟା ପୋଲିସ ର ବଡ଼ ସଫଳତା। ପୋଲିସ ହାତରେ ଲାଗିଛି ବଡ଼ ରାକେଟ।ରାତ୍ରୀ କାଳୀନ ପେତ୍ରୋଲିଂ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ର ପଛ ରୋଡ ରେ ଅପରାଧିକ ଯୋଜନା ଚାଲିଥିବାର ସୂଚନା ପାଇ ଏସ ଆଇ ଆଲୋକ ଜେନା ଙ୍କ ନେତୃତ୍ଵ ରେ ପୋଲିସ ଟିମ ଜବତ କରିଛି ଏକାଧିକ ବାଇକ୍ ଏବଂ ମୋବାଇଲ। ନିକଟରେ ଅତୀତ ରେ ଚୋରି ହୋଇଥିବା ୧୩ ଟି ବାଇକ୍ ଓ ମୋବାଇଲ କୁ ଉଦ୍ଧାର କରିଛି ପୋଲିସ। ଏହି ଚଢ଼ାଉ ରେ ୧୩ ଟି ବାଇକ,୧୦ଟି ମୋବାଇଲ ସହ ୯ ଜଣ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଓ ମୋବାଇଲକୁ ସମ୍ପୃକ୍ତ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି ପୋଲିସ। ଗିରଫ ଯୁବକ ମାନେ ବାଲେଶ୍ୱର ଜିଲ୍ଲା ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଏହି ଗିରଫ ଯୁବକ ମାନେ ଆଉ ଗ୍ୟାଙ୍ଗ ସହିତ ସଂପୃକ୍ତ ଅଛନ୍ତି ତାହା ପରବର୍ତ୍ତୀ ଅନୁସନ୍ଧାନ ରେ ଜଣା ପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।
    1
    ବାଲେଶ୍ୱର ସହଦେବ ଖୁଣ୍ଟା ପୋଲିସ ର ବଡ଼ ସଫଳତା। ପୋଲିସ ହାତରେ ଲାଗିଛି ବଡ଼ ରାକେଟ।ରାତ୍ରୀ କାଳୀନ ପେତ୍ରୋଲିଂ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ର ପଛ ରୋଡ ରେ ଅପରାଧିକ ଯୋଜନା ଚାଲିଥିବାର ସୂଚନା ପାଇ ଏସ ଆଇ ଆଲୋକ ଜେନା ଙ୍କ ନେତୃତ୍ଵ ରେ ପୋଲିସ ଟିମ ଜବତ କରିଛି ଏକାଧିକ ବାଇକ୍ ଏବଂ ମୋବାଇଲ। ନିକଟରେ ଅତୀତ ରେ ଚୋରି ହୋଇଥିବା ୧୩ ଟି ବାଇକ୍ ଓ ମୋବାଇଲ କୁ ଉଦ୍ଧାର କରିଛି ପୋଲିସ। ଏହି ଚଢ଼ାଉ ରେ ୧୩ ଟି ବାଇକ,୧୦ଟି ମୋବାଇଲ ସହ ୯ ଜଣ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଓ ମୋବାଇଲକୁ ସମ୍ପୃକ୍ତ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି ପୋଲିସ। ଗିରଫ ଯୁବକ ମାନେ ବାଲେଶ୍ୱର ଜିଲ୍ଲା ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଏହି ଗିରଫ ଯୁବକ ମାନେ ଆଉ ଗ୍ୟାଙ୍ଗ ସହିତ ସଂପୃକ୍ତ ଅଛନ୍ତି ତାହା ପରବର୍ତ୍ତୀ ଅନୁସନ୍ଧାନ ରେ ଜଣା ପଡ଼ିବ ବୋଲି  ପୋଲିସ ପ୍ରକାଶ କରିଛି।
    user_Odisha News Express
    Odisha News Express
    Baleshwar (M), Odisha•
    10 min ago
  • Post by Pradeep Jena
    1
    Post by Pradeep Jena
    user_Pradeep Jena
    Pradeep Jena
    ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    16 hrs ago
  • ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ
    1
    ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ
    user_Gobinda
    Gobinda
    Actor Anugul, Odisha•
    22 hrs ago
  • ଗଡପୋଷ ରେ scratch parachute
    1
    ଗଡପୋଷ ରେ scratch parachute
    user_Deepak kullu Deepak
    Deepak kullu Deepak
    କୁତ୍ରା, ସୁନ୍ଦରଗଡ଼, ଓଡ଼ିଶା•
    3 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • କୁଚିଣ୍ଡା ରେ ପ୍ରବଳ ସହିତ କୁହୁଡି।ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି
    2
    କୁଚିଣ୍ଡା ରେ ପ୍ରବଳ ସହିତ କୁହୁଡି।ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି
    user_Tanaya Mahapatra
    Tanaya Mahapatra
    Journalist କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    6 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Journalist Mayurbhanj, Odisha•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.