logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱର ସହଦେବ ଖୁଣ୍ଟା ପୋଲିସ ର ବଡ଼ ସଫଳତା। ପୋଲିସ ହାତରେ ଲାଗିଛି ବଡ଼ ରାକେଟ।ରାତ୍ରୀ କାଳୀନ ପେତ୍ରୋଲିଂ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ର ପଛ ରୋଡ ରେ ଅପରାଧିକ ଯୋଜନା ଚାଲିଥିବାର ସୂଚନା ପାଇ ଏସ ଆଇ ଆଲୋକ ଜେନା ଙ୍କ ନେତୃତ୍ଵ ରେ ପୋଲିସ ଟିମ ଜବତ କରିଛି ଏକାଧିକ ବାଇକ୍ ଏବଂ ମୋବାଇଲ। ନିକଟରେ ଅତୀତ ରେ ଚୋରି ହୋଇଥିବା ୧୩ ଟି ବାଇକ୍ ଓ ମୋବାଇଲ କୁ ଉଦ୍ଧାର କରିଛି ପୋଲିସ। ଏହି ଚଢ଼ାଉ ରେ ୧୩ ଟି ବାଇକ,୧୦ଟି ମୋବାଇଲ ସହ ୯ ଜଣ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଓ ମୋବାଇଲକୁ ସମ୍ପୃକ୍ତ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି ପୋଲିସ। ଗିରଫ ଯୁବକ ମାନେ ବାଲେଶ୍ୱର ଜିଲ୍ଲା ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଏହି ଗିରଫ ଯୁବକ ମାନେ ଆଉ ଗ୍ୟାଙ୍ଗ ସହିତ ସଂପୃକ୍ତ ଅଛନ୍ତି ତାହା ପରବର୍ତ୍ତୀ ଅନୁସନ୍ଧାନ ରେ ଜଣା ପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।

1 hr ago
user_Odisha News Express
Odisha News Express
Baleshwar (M), Odisha•

More news from Baleshwar and nearby areas
  • Post by Pradeep Jena 9090008815
    1
    Post by Pradeep Jena 9090008815
    user_Pradeep Jena 9090008815
    Pradeep Jena 9090008815
    Jaleswar, Baleshwar•
    1 hr ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Journalist Mayurbhanj, Odisha•
    17 hrs ago
  • Modi ji led government transformed Farmers ' Lives.
    1
    Modi ji led government transformed Farmers ' Lives.
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    2 hrs ago
  • ଜଲଦି ଦେଖନ୍ତୁ 👉 https://youtu.be/0DMt7pqnlP8
    1
    ଜଲଦି ଦେଖନ୍ତୁ 👉 https://youtu.be/0DMt7pqnlP8
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    58 min ago
  • ଗଡପୋଷ ରେ scratch parachute
    1
    ଗଡପୋଷ ରେ scratch parachute
    user_Deepak kullu Deepak
    Deepak kullu Deepak
    କୁତ୍ରା, ସୁନ୍ଦରଗଡ଼, ଓଡ଼ିଶା•
    5 hrs ago
  • ଭିଜିଲାନ୍ସ ଜାଲରେ ଜୁନିଅର ଆକାଣ୍ଟାଣ୍ଟ।
    1
    ଭିଜିଲାନ୍ସ ଜାଲରେ ଜୁନିଅର ଆକାଣ୍ଟାଣ୍ଟ।
    user_Odisha News Express
    Odisha News Express
    Baleshwar Sadar, Odisha•
    2 hrs ago
  • ରାଜ୍ୟ ସରକାରଙ୍କ ଦ୍ୱାରା ନୁର୍ତନ NAC ଗଠନ ପାଇ ଚୂଡାନ୍ତ ବିଜ୍ଞପ୍ତି ଜାରି ହୋଇଥିବା 24 ଗୋଟି ସ୍ଥାନର ତାଲିକା ପ୍ରକାଶ ପାଇଁ ଥିବା ବେଳେ ବସ୍ତା ସେଥିରୁ ବାଦ ପଡିଛି ବସ୍ତା ବିଯୁଜନତା ତରଫରୁ ସାମ୍ବାଦିକ ସମିଳନୀ
    1
    ରାଜ୍ୟ ସରକାରଙ୍କ ଦ୍ୱାରା ନୁର୍ତନ NAC ଗଠନ ପାଇ ଚୂଡାନ୍ତ ବିଜ୍ଞପ୍ତି ଜାରି ହୋଇଥିବା 24 ଗୋଟି ସ୍ଥାନର ତାଲିକା ପ୍ରକାଶ ପାଇଁ ଥିବା ବେଳେ ବସ୍ତା ସେଥିରୁ ବାଦ ପଡିଛି ବସ୍ତା ବିଯୁଜନତା ତରଫରୁ ସାମ୍ବାଦିକ ସମିଳନୀ
    user_Pradeep Jena 9090008815
    Pradeep Jena 9090008815
    Jaleswar, Baleshwar•
    1 hr ago
  • Des Ka Kisan
    1
    Des Ka Kisan
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.