logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

3 hrs ago
user_Pradeep Jena 9090008815
Pradeep Jena 9090008815
Jaleswar, Baleshwar•
3 hrs ago

More news from Baleshwar and nearby areas
  • Post by Pradeep Jena 9090008815
    1
    Post by Pradeep Jena 9090008815
    user_Pradeep Jena 9090008815
    Pradeep Jena 9090008815
    Jaleswar, Baleshwar•
    3 hrs ago
  • ମୋରଡା ବ୍ଲକ୍ ରେ କିଶ। ନତାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ର ରେ JMM ପକ୍ଷରୁ ହସ୍ପିଟାଲ ସମୁଖରେ ଧାରଣା ଓ ବିକ୍ଷୋଭ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ। ପାଇଁ ଦାବି।
    1
    ମୋରଡା ବ୍ଲକ୍ ରେ କିଶ। ନତାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ର ରେ JMM ପକ୍ଷରୁ ହସ୍ପିଟାଲ ସମୁଖରେ ଧାରଣା ଓ ବିକ୍ଷୋଭ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ। ପାଇଁ ଦାବି।
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    Journalist Muruda, Mayurbhanj•
    2 hrs ago
  • ବାଲେଶ୍ୱର ସହଦେବ ଖୁଣ୍ଟା ପୋଲିସ ର ବଡ଼ ସଫଳତା। ପୋଲିସ ହାତରେ ଲାଗିଛି ବଡ଼ ରାକେଟ।ରାତ୍ରୀ କାଳୀନ ପେତ୍ରୋଲିଂ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ର ପଛ ରୋଡ ରେ ଅପରାଧିକ ଯୋଜନା ଚାଲିଥିବାର ସୂଚନା ପାଇ ଏସ ଆଇ ଆଲୋକ ଜେନା ଙ୍କ ନେତୃତ୍ଵ ରେ ପୋଲିସ ଟିମ ଜବତ କରିଛି ଏକାଧିକ ବାଇକ୍ ଏବଂ ମୋବାଇଲ। ନିକଟରେ ଅତୀତ ରେ ଚୋରି ହୋଇଥିବା ୧୩ ଟି ବାଇକ୍ ଓ ମୋବାଇଲ କୁ ଉଦ୍ଧାର କରିଛି ପୋଲିସ। ଏହି ଚଢ଼ାଉ ରେ ୧୩ ଟି ବାଇକ,୧୦ଟି ମୋବାଇଲ ସହ ୯ ଜଣ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଓ ମୋବାଇଲକୁ ସମ୍ପୃକ୍ତ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି ପୋଲିସ। ଗିରଫ ଯୁବକ ମାନେ ବାଲେଶ୍ୱର ଜିଲ୍ଲା ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଏହି ଗିରଫ ଯୁବକ ମାନେ ଆଉ ଗ୍ୟାଙ୍ଗ ସହିତ ସଂପୃକ୍ତ ଅଛନ୍ତି ତାହା ପରବର୍ତ୍ତୀ ଅନୁସନ୍ଧାନ ରେ ଜଣା ପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।
    1
    ବାଲେଶ୍ୱର ସହଦେବ ଖୁଣ୍ଟା ପୋଲିସ ର ବଡ଼ ସଫଳତା। ପୋଲିସ ହାତରେ ଲାଗିଛି ବଡ଼ ରାକେଟ।ରାତ୍ରୀ କାଳୀନ ପେତ୍ରୋଲିଂ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ର ପଛ ରୋଡ ରେ ଅପରାଧିକ ଯୋଜନା ଚାଲିଥିବାର ସୂଚନା ପାଇ ଏସ ଆଇ ଆଲୋକ ଜେନା ଙ୍କ ନେତୃତ୍ଵ ରେ ପୋଲିସ ଟିମ ଜବତ କରିଛି ଏକାଧିକ ବାଇକ୍ ଏବଂ ମୋବାଇଲ। ନିକଟରେ ଅତୀତ ରେ ଚୋରି ହୋଇଥିବା ୧୩ ଟି ବାଇକ୍ ଓ ମୋବାଇଲ କୁ ଉଦ୍ଧାର କରିଛି ପୋଲିସ। ଏହି ଚଢ଼ାଉ ରେ ୧୩ ଟି ବାଇକ,୧୦ଟି ମୋବାଇଲ ସହ ୯ ଜଣ ଗିରଫ କରିଛି ପୋଲିସ। ଉଦ୍ଧାର ହୋଇଥିବା ଚୋରି ଗାଡ଼ି ଓ ମୋବାଇଲକୁ ସମ୍ପୃକ୍ତ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି ପୋଲିସ। ଗିରଫ ଯୁବକ ମାନେ ବାଲେଶ୍ୱର ଜିଲ୍ଲା ର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଏହି ଗିରଫ ଯୁବକ ମାନେ ଆଉ ଗ୍ୟାଙ୍ଗ ସହିତ ସଂପୃକ୍ତ ଅଛନ୍ତି ତାହା ପରବର୍ତ୍ତୀ ଅନୁସନ୍ଧାନ ରେ ଜଣା ପଡ଼ିବ ବୋଲି  ପୋଲିସ ପ୍ରକାଶ କରିଛି।
    user_Odisha News Express
    Odisha News Express
    Baleshwar (M), Odisha•
    3 hrs ago
  • ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା
    1
    ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ  କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା
    user_Rajib Behera
    Rajib Behera
    Journalist Mayurbhanj, Odisha•
    9 hrs ago
  • ପିତଳ ହନୁମନ୍
    1
    ପିତଳ ହନୁମନ୍
    user_Rajendra kumar sahoo
    Rajendra kumar sahoo
    Grain Shop କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    3 hrs ago
  • OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର
    1
    OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର
    user_Thabira Majhi
    Thabira Majhi
    Bhubaneswar (M.Corp.), Khordha•
    32 min ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Post by Pradeep Jena 9090008815
    1
    Post by Pradeep Jena 9090008815
    user_Pradeep Jena 9090008815
    Pradeep Jena 9090008815
    Jaleswar, Baleshwar•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.