logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

2 hrs ago
user_Rajib Behera
Rajib Behera
Journalist Mayurbhanj, Odisha•
2 hrs ago

More news from Odisha and nearby areas
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Journalist Mayurbhanj, Odisha•
    2 hrs ago
  • Post by Pradeep Jena
    1
    Post by Pradeep Jena
    user_Pradeep Jena
    Pradeep Jena
    ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    3 hrs ago
  • ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ
    1
    ଭାଇ ଗୁଡେ ହୋଟେଲ କୁ ଯିବା ପାଇଁ ରାସ୍ତା କେତେ ବାଟ ବାଟରେ କଣ ପଡ଼ିବ
    user_Gobinda
    Gobinda
    Actor Anugul, Odisha•
    8 hrs ago
  • वाइल्डलाइफ सफारी के दौरान कैमरे में कैद हुआ एक बेहद अनोखा नज़ारा सोशल मीडिया पर तेजी से वायरल हो रहा है। वीडियो में एक वॉर्थॉग की पीठ पर बैठा मीरकैट दिखाई दे रहा है, जिसे लोग मज़ाकिया अंदाज़ में रियल-लाइफ “पुम्बा और टिमोन” कह रहे हैं। यह प्यारा और दुर्लभ पल जंगल की दोस्ती को दर्शाता है, जिसने इंटरनेट यूज़र्स का दिल जीत लिया है। #ViralVideo #WildlifeSafari #PumbaaAndTimon #NatureLovers #CuteAnimals #InternetBreaking #WildlifeMoments
    1
    वाइल्डलाइफ सफारी के दौरान कैमरे में कैद हुआ एक बेहद अनोखा नज़ारा सोशल मीडिया पर तेजी से वायरल हो रहा है। वीडियो में एक वॉर्थॉग की पीठ पर बैठा मीरकैट दिखाई दे रहा है, जिसे लोग मज़ाकिया अंदाज़ में रियल-लाइफ “पुम्बा और टिमोन” कह रहे हैं। यह प्यारा और दुर्लभ पल जंगल की दोस्ती को दर्शाता है, जिसने इंटरनेट यूज़र्स का दिल जीत लिया है।
#ViralVideo #WildlifeSafari #PumbaaAndTimon #NatureLovers #CuteAnimals #InternetBreaking #WildlifeMoments
    user_द संक्षेप
    द संक्षेप
    Media company Balikuda, Jagatsinghapur•
    23 hrs ago
  • ARAVALLI IS SAFE
    1
    ARAVALLI  IS  SAFE
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Talasara, Sundargarh•
    17 hrs ago
  • ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ମଣ୍ଡିକୁ ମାନ୍ୟବର କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ଚାଷୀ ଯୋଗଦେଇଥିଲେ I
    1
    ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ମଣ୍ଡିକୁ ମାନ୍ୟବର କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ଚାଷୀ ଯୋଗଦେଇଥିଲେ I
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    2 hrs ago
  • ପlରିବାରିକ ବିରୋଧର ଭୟଙ୍କର ପରିଣାମ: ନିଆଁରେ ଜଳିଗଲା ସ୍ୱପ୍ନର ଘର, ବାସହରା ହେଲେ ମାଆ ଓ ଶିଶୁ ଉଦଳା (ମୟୁରଭଞ୍ଜ): - ପlରିବାରିକ ବିରୋଧ କେତେ ଭୟଙ୍କର ରୂପ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ଗୌଡ଼ଗାଁ ନିକଟସ୍ଥ କୁଆଗୁଠଣା ଗ୍ରାମରେ। ବିଳମ୍ବିତ ରାତ୍ରି ସମୟରେ ଘଟିଥିବା ଏକ ଅଗ୍ନିକାଣ୍ଡ ଘଟଣାରେ ନିଆଁରେ ଜଳିପୋଡ଼ି ଗଲା ଏକ ପରିବାରର ସମ୍ପୂର୍ଣ୍ଣ ଆଶ୍ରୟସ୍ଥଳ। ଏହି ଘଟଣା ପରେ ଜଣେ ମାଆ ଓ ତାଙ୍କ ଛୋଟ ଶିଶୁ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଶାଶୁଙ୍କ ଦେହାନ୍ତ ପରେ ସ୍ୱାମୀ ଓ ଶ୍ୱଶୁର ଦୀର୍ଘଦିନ ଧରି ଅନ୍ୟତ୍ର ରହୁଥିବା ବେଳେ, ପୀଡ଼ିତା ମହିଳା ତାଙ୍କ ଛୋଟ ଶିଶୁ ସହିତ ଶ୍ୱଶୁର ଘରେ ବସବାସ କରୁଥିଲେ। ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶ୍ୱଶୁର ପକ୍ଷର ଲୋକେ ବାରମ୍ବାର ଘର ଛାଡ଼ିବାକୁ ଚାପ ଦେଉଥିଲେ। ମାରଧର, ଧମକ ଏବଂ ଜୀବନ ନେଇ ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ପୂର୍ବରୁ ଥାନାରେ ଅନେକଥର ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି। ଗତକାଲି ପୀଡ଼ିତା ଓ ତାଙ୍କ ଶିଶୁ ଘରେ ନଥିବା ସୁଯୋଗକୁ ନେଇ, ଶ୍ୱଶୁର ପକ୍ଷର ଲୋକେ ବିଳମ୍ବିତ ରାତ୍ରିରେ ଘରେ ନିଆଁ ଲଗାଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର, ମୂଲ୍ୟବାନ ସାର୍ଟିଫିକେଟ, ସୁନା ଗହଣା, ନଗଦ ଟଙ୍କା ସହିତ ଧାନ, ଚାଉଳ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଆଖି ଆଗରେ ସ୍ୱପ୍ନର ଘର ଜଳିପୋଡ଼ିଯିବା ପରେ, ଏବେ ପୀଡ଼ିତା ଓ ତାଙ୍କ ଶିଶୁ ପିନ୍ଧିଥିବା ବସ୍ତ୍ର ଛଡ଼ା ଆଉ କିଛି ନଥିବା ଅବସ୍ଥାରେ ଚରମ ଅନିଶ୍ଚିତତା ଓ ଅସହାୟତାର ସମ୍ମୁଖୀନ। ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ପୋଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି। ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ସହ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ଜୋର ଧରିଛି।
    4
    ପlରିବାରିକ ବିରୋଧର ଭୟଙ୍କର ପରିଣାମ: ନିଆଁରେ ଜଳିଗଲା ସ୍ୱପ୍ନର ଘର, ବାସହରା ହେଲେ ମାଆ ଓ ଶିଶୁ
ଉଦଳା (ମୟୁରଭଞ୍ଜ): -
ପlରିବାରିକ ବିରୋଧ କେତେ ଭୟଙ୍କର ରୂପ ନେଇପାରେ, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ଗୌଡ଼ଗାଁ ନିକଟସ୍ଥ କୁଆଗୁଠଣା ଗ୍ରାମରେ। ବିଳମ୍ବିତ ରାତ୍ରି ସମୟରେ ଘଟିଥିବା ଏକ ଅଗ୍ନିକାଣ୍ଡ ଘଟଣାରେ ନିଆଁରେ ଜଳିପୋଡ଼ି ଗଲା ଏକ ପରିବାରର ସମ୍ପୂର୍ଣ୍ଣ ଆଶ୍ରୟସ୍ଥଳ। ଏହି ଘଟଣା ପରେ ଜଣେ ମାଆ ଓ ତାଙ୍କ ଛୋଟ ଶିଶୁ ସମ୍ପୂର୍ଣ୍ଣ ବାସହୀନ ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଶାଶୁଙ୍କ ଦେହାନ୍ତ ପରେ ସ୍ୱାମୀ ଓ ଶ୍ୱଶୁର ଦୀର୍ଘଦିନ ଧରି ଅନ୍ୟତ୍ର ରହୁଥିବା ବେଳେ, ପୀଡ଼ିତା ମହିଳା ତାଙ୍କ ଛୋଟ ଶିଶୁ ସହିତ ଶ୍ୱଶୁର ଘରେ ବସବାସ କରୁଥିଲେ। ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶ୍ୱଶୁର ପକ୍ଷର ଲୋକେ ବାରମ୍ବାର ଘର ଛାଡ଼ିବାକୁ ଚାପ ଦେଉଥିଲେ। ମାରଧର, ଧମକ ଏବଂ ଜୀବନ ନେଇ ଆତଙ୍କ ସୃଷ୍ଟି କରାଯାଉଥିବା ନେଇ ପୂର୍ବରୁ ଥାନାରେ ଅନେକଥର ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି।
ଗତକାଲି ପୀଡ଼ିତା ଓ ତାଙ୍କ ଶିଶୁ ଘରେ ନଥିବା ସୁଯୋଗକୁ ନେଇ, ଶ୍ୱଶୁର ପକ୍ଷର ଲୋକେ ବିଳମ୍ବିତ ରାତ୍ରିରେ ଘରେ ନିଆଁ ଲଗାଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର, ମୂଲ୍ୟବାନ ସାର୍ଟିଫିକେଟ, ସୁନା ଗହଣା, ନଗଦ ଟଙ୍କା ସହିତ ଧାନ, ଚାଉଳ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।
ଆଖି ଆଗରେ ସ୍ୱପ୍ନର ଘର ଜଳିପୋଡ଼ିଯିବା ପରେ, ଏବେ ପୀଡ଼ିତା ଓ ତାଙ୍କ ଶିଶୁ ପିନ୍ଧିଥିବା ବସ୍ତ୍ର ଛଡ଼ା ଆଉ କିଛି ନଥିବା ଅବସ୍ଥାରେ ଚରମ ଅନିଶ୍ଚିତତା ଓ ଅସହାୟତାର ସମ୍ମୁଖୀନ।
ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ପୋଲିସ ଓ ରାଜସ୍ୱ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି।
ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଆକ୍ରୋଶ ଦେଖାଦେଇଛି। ଦୋଷୀଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ସହ ପୀଡ଼ିତ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବି ଜୋର ଧରିଛି।
    user_Rajib Behera
    Rajib Behera
    Journalist Mayurbhanj, Odisha•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.