Shuru
Apke Nagar Ki App…
*ବାଲେଶ୍ବର ସହରରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ* ଆଜି ବାଲେଶ୍ବର ସହରରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଜାରୀ ରହିଛି। ବାଲେଶ୍ବର ସହର ଷ୍ଟେସନ ଛକ ଠାରୁ ଫକୀର ମୋହନ ଗୋଲେଇ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି। ଯାହାକି ଦୀର୍ଘ ବର୍ଷ ଧରି ବ୍ୟବସାୟୀ ମାନେ ବ୍ୟବସାୟ କରୁଥିଲେ। ଏହାକୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ଅବଗତ କରାଯିବା ପରେ ଆଜି ଉଚ୍ଛେଦ କାର୍ଯ୍ୟ ଜାରୀ ରହିଛି। ମୋଟ ୧୮୦ ଦୋକାନ ଗୃହ କରାଯିବା ନେଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ବର ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ସଦର ତହସିଲଦାର ଓ ମ୍ୟୁନିସିପାଲଟି ଏକଜୁଟିଭ ଅଫିସର, ଜିଲ୍ଲା ପୋଲିସ ପ୍ରଶାସନ ସମେତ ଜିଲ୍ଳାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
Odisha News Express

More news from Baleshwar and nearby areas
- Post by Pradeep Jena 90900088151
- Post by Rajib Behera1
- Post by User5115 Susanta Kumar Pattnaik1
- Jay Jagannath 🙏1
- ଜଲଦି ଦେଖନ୍ତୁ 👉 https://youtu.be/0DMt7pqnlP81
- ଗଡପୋଷ ରେ scratch parachute1
- ଭିଜିଲାନ୍ସ ଜାଲରେ ଜୁନିଅର ଆକାଣ୍ଟାଣ୍ଟ।1
- ରାଜ୍ୟ ସରକାରଙ୍କ ଦ୍ୱାରା ନୁର୍ତନ NAC ଗଠନ ପାଇ ଚୂଡାନ୍ତ ବିଜ୍ଞପ୍ତି ଜାରି ହୋଇଥିବା 24 ଗୋଟି ସ୍ଥାନର ତାଲିକା ପ୍ରକାଶ ପାଇଁ ଥିବା ବେଳେ ବସ୍ତା ସେଥିରୁ ବାଦ ପଡିଛି ବସ୍ତା ବିଯୁଜନତା ତରଫରୁ ସାମ୍ବାଦିକ ସମିଳନୀ1
- Modi ji led government transformed Farmers ' Lives.1