logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଉଦଳା ଅବକାରୀ ବିଭାଗ ର ଅତର୍କିତ ଚଢ଼ାଉ — ୧୫୦ ଲିଟର ବେଆଇନ ଦେଶୀ ମଦ ଜବତ, ଦୁଇ ଅଟକ ଉଦଳା-୧୬ ଅକ୍ଟୋବର (ରାଜୀବ କୁମାର ବେହେରା): ଉଦଳା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ରେ ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବଦ ଦୁଇ ଅଭଯୁକ୍ତ ଗିରଫ। ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରଶାନ୍ତ କୁମାର କନହରଙ୍କ ନିର୍ଦ୍ଦେଶ କ୍ରମେ ଉଦଳା ଆଇ.ଇ. ସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ାଉ ଜାରି ରହି ଛି। ତେଵେ ଏହି ଚଢ଼ାଉ ସମୟରେ ସୁଖୁଆପଟା ଏବଂ ଉଦଳା ଥାନା ଅlମ୍ବଡିହା କଲୋନୀ ସାହି ଗ୍ରାମ ଅଞ୍ଚଳରେ ଚଢ଼ାଉକୁ ବ୍ୟପାକ କରି ମୋଟ ୧୫୦ ଲିଟର ଆଇ.ଡି. ମଦ, ୧୭୦୦ ଲିଟର ମଦ ପ୍ରସ୍ତୁତି ନିମନ୍ତେ ଥିବା ମହୁଲ ପୋଚକୁ ନଷ୍ଟ କରିବା ସହିତ ୨୧୦ କିଲୋ ମହୁଆ ଫୁଲ ଜବତ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉ ରେ ଦୁଇଜଣ ଅଭିଯୁକ୍ତକୁ ଗିରଫ ସେମାନେ ହେଉଛନ୍ତି କମଳ ଲୋଚନ ମହାନ୍ତ ଓ ଟିମା ମହାନ୍ତ l ଦୁହିଁଙ୍କୁ ଗିରଫ କରି ତଦନ୍ତ ପରେ ଉଦଳା ଏସ୍.ଡି.ଜେ.ଏମ୍ କୋର୍ଟ, ଉଦଳାକୁ ପଠାଯାଇଛି। ଏହି ଚଢ଼ାଉ ରେ ସୂର୍ଯ୍ୟକାନ୍ତ ମଲ୍ଲିକ (ଓଆଇସି, ଉଦଳା ଏକ୍ସାଇଜ୍ ଷ୍ଟେସନ), ଏ. ରବିନ୍ଦ ରେଡ୍ଡୀ (ଏଏସ୍ଆଇ), ପାର୍ବତୀ ମାର୍ଣ୍ଡି (ଇ/ସି), ଦିବ୍ୟାଂଶୁ ପଣ୍ଡା ଏବଂ କିଶୋର ଚୌଧୁରୀ ସୋରେନ (ଏକ୍ସାଇଜ୍ କନେଷ୍ଟବଳ) ସାମିଲ ଥିଲେ।

on 17 October
user_Rajib Behera
Rajib Behera
Journalist Mayurbhanj, Odisha•
on 17 October
96436ce7-e530-4af1-89ef-bb3f59b95209

ଉଦଳା ଅବକାରୀ ବିଭାଗ ର ଅତର୍କିତ ଚଢ଼ାଉ — ୧୫୦ ଲିଟର ବେଆଇନ ଦେଶୀ ମଦ ଜବତ, ଦୁଇ ଅଟକ ଉଦଳା-୧୬ ଅକ୍ଟୋବର (ରାଜୀବ କୁମାର ବେହେରା): ଉଦଳା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ ରେ ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବଦ ଦୁଇ ଅଭଯୁକ୍ତ ଗିରଫ। ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ

ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରଶାନ୍ତ କୁମାର କନହରଙ୍କ ନିର୍ଦ୍ଦେଶ କ୍ରମେ ଉଦଳା ଆଇ.ଇ. ସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ାଉ ଜାରି ରହି ଛି। ତେଵେ ଏହି ଚଢ଼ାଉ ସମୟରେ ସୁଖୁଆପଟା ଏବଂ ଉଦଳା ଥାନା ଅlମ୍ବଡିହା କଲୋନୀ ସାହି ଗ୍ରାମ ଅଞ୍ଚଳରେ ଚଢ଼ାଉକୁ ବ୍ୟପାକ କରି

ମୋଟ ୧୫୦ ଲିଟର ଆଇ.ଡି. ମଦ, ୧୭୦୦ ଲିଟର ମଦ ପ୍ରସ୍ତୁତି ନିମନ୍ତେ ଥିବା ମହୁଲ ପୋଚକୁ ନଷ୍ଟ କରିବା ସହିତ ୨୧୦ କିଲୋ ମହୁଆ ଫୁଲ ଜବତ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉ ରେ ଦୁଇଜଣ ଅଭିଯୁକ୍ତକୁ ଗିରଫ ସେମାନେ ହେଉଛନ୍ତି କମଳ ଲୋଚନ ମହାନ୍ତ ଓ ଟିମା ମହାନ୍ତ l

ଦୁହିଁଙ୍କୁ ଗିରଫ କରି ତଦନ୍ତ ପରେ ଉଦଳା ଏସ୍.ଡି.ଜେ.ଏମ୍ କୋର୍ଟ, ଉଦଳାକୁ ପଠାଯାଇଛି। ଏହି ଚଢ଼ାଉ ରେ ସୂର୍ଯ୍ୟକାନ୍ତ ମଲ୍ଲିକ (ଓଆଇସି, ଉଦଳା ଏକ୍ସାଇଜ୍ ଷ୍ଟେସନ), ଏ. ରବିନ୍ଦ ରେଡ୍ଡୀ (ଏଏସ୍ଆଇ), ପାର୍ବତୀ ମାର୍ଣ୍ଡି (ଇ/ସି), ଦିବ୍ୟାଂଶୁ ପଣ୍ଡା ଏବଂ କିଶୋର ଚୌଧୁରୀ ସୋରେନ (ଏକ୍ସାଇଜ୍ କନେଷ୍ଟବଳ) ସାମିଲ ଥିଲେ।

More news from Mayurbhanj and nearby areas
  • ଅଲ ଇଣ୍ଡିଆ ଲେଟ କାଟ କ୍ରିକେଟ ଟୁର୍ନାମେଣ୍ଟ ଖବର
    1
    ଅଲ ଇଣ୍ଡିଆ ଲେଟ କାଟ କ୍ରିକେଟ ଟୁର୍ନାମେଣ୍ଟ ଖବର
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    12 hrs ago
  • ନିଜର ସ୍ବାସ୍ଥ୍ୟ କୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା ଶୁଣନ୍ତୁ
    1
    ନିଜର ସ୍ବାସ୍ଥ୍ୟ କୁ ନେଇ କଣ କହୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା ଶୁଣନ୍ତୁ
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    Journalist Muruda, Mayurbhanj•
    14 hrs ago
  • Budget for census
    1
    Budget for census
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Jatani, Khordha•
    14 hrs ago
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    9 hrs ago
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Talasara, Sundargarh•
    12 hrs ago
  • ଖେଳ ଚାଲିଲା ବେଳେ ପଡିଲେ ଧରା
    1
    ଖେଳ ଚାଲିଲା ବେଳେ ପଡିଲେ ଧରା
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    4 hrs ago
  • ଉଦଳା ରେ ଅଘଟଣ ମୁକୁଳା ଡ୍ରେନ ପାଇଁ ଦୁର୍ଘଟଣା...
    1
    ଉଦଳା ରେ ଅଘଟଣ ମୁକୁଳା ଡ୍ରେନ ପାଇଁ ଦୁର୍ଘଟଣା...
    user_Rajib Behera
    Rajib Behera
    Journalist Mayurbhanj, Odisha•
    4 hrs ago
  • ଜୟ ଜଗନ୍ନାଥ 🙏🙏🙏🙏
    1
    ଜୟ ଜଗନ୍ନାଥ 🙏🙏🙏🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    7 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur (M), Odisha•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.