Shuru
Apke Nagar Ki App…
Sandeep Barla
More news from Jharsuguda and nearby areas
- ବାଗଡିହି ରେଳ ଫାଟକ ର ଦୃଶ୍ୟ। କେନ ପ୍ରକାର ଟ୍ରେନ ରେ ଆସ ଯାଉଛେ ଦେଖୁନ।1
- ମାଣ୍ଡିଆ କୁଦର ଅଂଚଳ ରେ ରେ ହାତୀ ଆଜି ସକାଳ ପ୍ରାୟ 7ଟା ବେଳେ ମାଣ୍ଡିଆକୁଦାର 10ନଂ ରାଜ୍ୟ ରାଜ ପଥରେ ହାତୀ ରାସ୍ତା ଅତିକ୍ରମ ହେଉ ଥିବା ବେଳେ ହାତୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ରାସ୍ତା ରେ ଯାଉଥିବା ଲୋକଙ୍କ ଭିଡ଼ ପରିଲକ୍ଷିତ ହେଇ ଥିଲା!ସ୍ଥାନୀୟ ଲୋକ ହାତୀକୁ କଦଳୀ ଗଛ ସହ ହାତୀକୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ଦେଇ ଥିଲେ!ତେବେ ବର୍ତମାନ ଯାଏଁ ବନ ବିଭାଗ ହାତୀକୁ ଘଉଡ଼ାଇ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରିଛନ୍ତି!2
- କୁଚିଣ୍ଡା ଗତ ରାତ୍ରି ରେ ମହୁଲପାଲି ଥାନା ଅନ୍ତର୍ଗତ ଟାଇନ୍ସର ଗ୍ରାମରୁ ଧନୁ ଯାତ୍ରା ଦେଖି ଚାଲି ଚାଲି କଦପଡ଼ା ଗ୍ରାମକୁ ଫେରୁଥିବା ସମୟ ରେ ଏକ ବୋଲେରୋ ନଅ ଜଣଙ୍କ ଉପର କୁ ଦ୍ରୁତ ଗତି ରେ ଆସି ଚଢି ଯାଇଥିଲା, ଏଇ ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଅତି ଗୁରୁତର ଙ୍କୁ ବୁର୍ଲା ସ୍ଥାନାନ୍ତରିତ କରିଥିବା ବେଳେ ଆଉ ଚାରି ଜଣ ଆହତ ଙ୍କୁ କୁଚିଣ୍ଡା ଡାକ୍ତର ଖାନା ରେ ଚିକିତ୍ସା କରାଯାଉଛି, ମହୁଲପାଲି ପୋଲିସ ବୋଲେରୋ ଗାଡି କୁ ଜବତ କରିବା ସହିତ ଚାଳକ କୁ ଅଟକ ରଖି ତଦନ୍ତ ଜାରି ରଖିଛି1
- राजधानी जैसी प्रीमियम ट्रेनों में यात्रियों की सुरक्षा सर्वोच्च प्राथमिकता होती है। इसलिए प्रस्थान से पहले डॉग स्क्वाड द्वारा कोच और लगेज की विशेष जांच की जाती है। ये प्रशिक्षित स्निफर डॉग्स किसी भी संदिग्ध वस्तु, विस्फोटक या खतरे को सूंघकर तुरंत पहचानने में सक्षम होते हैं, जिससे पूरी ट्रेन और यात्रियों की सुरक्षा सुनिश्चित होती है। इस पूरी प्रक्रिया में रेलवे प्रोटेक्शन फोर्स (RPF) और सुरक्षा एजेंसियों की सतर्कता और मेहनत साफ दिखाई देती है।1
- *ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପୌରପରିଷଦ ପରିମଳ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ଶିବିର* ଦେବଗଡ ତା ୧୩.୩.୨୬ ଦେବଗଡ ପୌରପରିଷଦ ପକ୍ଷରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ପ୍ରଧାନ ପାଟ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଵିନ୍ଦ୍ର କୁମାର୍ ସାହୁ ଓ ବରନ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର ମିଞ୍ଜ,ଭାର ପ୍ରାପ୍ତ ପୌର ପରିଷଦ ଅଧ୍ୟକ୍ଷ ପ୍ରଜୀତ କୁମାର୍ ଭୋଜ,କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପରିଷଦ ରିତିକାନ୍ତ ଶୁକ୍ଲା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଫିତା କାଟି ଶୁଭ ଉତ୍ଘାଟନ କରିଥିଲେ।ପୌର ପରିଷଦର ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ସ୍ୱଚ୍ଛ ସୁପରଭାଇଜର କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତର ସ୍ୱାସ୍ଥ୍ୟ ଶିବିର ରେ ସ୍ୱାସ୍ଥ୍ୟ ପରୀକ୍ଷା ସଙ୍ଗେ ସଙ୍ଗେ ଡ଼ାକ୍ତରୀ ଯାଞ୍ଚ୍ ଏଵଂ ଉଚ୍ଚ ରକ୍ତଚାପ, ମଧୁ ମେହ ଓ ଏଚ ଆଇ ଭି ଆଦି ପରୀକ୍ଷା କରିଥିଲେ।ଶିବିରରେ ୮୮ ଜଣ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପୌରପରିଷଦ କର୍ମଚାରୀ,ସାମ୍ବାଦିକ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ ।1
- Post by Sonepur news khulasa1
- Post by Ranjan hota1
- मैं शेरगढ़ ब्लॉक अध्यक्ष पर भाजपा के गुंडों द्वारा किए गए घातक हमले की कड़ी निंदा करता हूं। #Nabinpatnaik #excmoodisha1