logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦେବଗଡ ପୌରପରିଷଦ ପକ୍ଷରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ପ୍ରଧାନ *ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପୌରପରିଷଦ ପରିମଳ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ଶିବିର* ଦେବଗଡ ତା ୧୩.୩.୨୬ ଦେବଗଡ ପୌରପରିଷଦ ପକ୍ଷରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ପ୍ରଧାନ ପାଟ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଵିନ୍ଦ୍ର କୁମାର୍ ସାହୁ ଓ ବରନ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର ମିଞ୍ଜ,ଭାର ପ୍ରାପ୍ତ ପୌର ପରିଷଦ ଅଧ୍ୟକ୍ଷ ପ୍ରଜୀତ କୁମାର୍ ଭୋଜ,କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପରିଷଦ ରିତିକାନ୍ତ ଶୁକ୍ଲା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଫିତା କାଟି ଶୁଭ ଉତ୍ଘାଟନ କରିଥିଲେ।ପୌର ପରିଷଦର ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ସ୍ୱଚ୍ଛ ସୁପରଭାଇଜର କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତର ସ୍ୱାସ୍ଥ୍ୟ ଶିବିର ରେ ସ୍ୱାସ୍ଥ୍ୟ ପରୀକ୍ଷା ସଙ୍ଗେ ସଙ୍ଗେ ଡ଼ାକ୍ତରୀ ଯାଞ୍ଚ୍ ଏଵଂ ଉଚ୍ଚ ରକ୍ତଚାପ, ମଧୁ ମେହ ଓ ଏଚ ଆଇ ଭି ଆଦି ପରୀକ୍ଷା କରିଥିଲେ।ଶିବିରରେ ୮୮ ଜଣ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପୌରପରିଷଦ କର୍ମଚାରୀ,ସାମ୍ବାଦିକ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ ।

on 13 March
user_ବାରକୋଟ ଖବର
ବାରକୋଟ ଖବର
Court reporter Barkot, Deogarh•

More news from Kendujhar and nearby areas
  • Post by Anantacharan Mohanta
    1
    Post by Anantacharan Mohanta
    user_Anantacharan Mohanta
    Anantacharan Mohanta
    Patana, Kendujhar•
    2 hrs ago
  • ରାସ୍ତାରେ ଲାଗି ଥିବା ସି. ସି .ଟିଭି ରେ କଏଦ ଚେନ ଚୋରି କରିବା ର ଦୃଶ୍ୟ ।
    1
    ରାସ୍ତାରେ ଲାଗି ଥିବା ସି. ସି .ଟିଭି ରେ କଏଦ ଚେନ ଚୋରି କରିବା ର ଦୃଶ୍ୟ ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    3 hrs ago
  • ଏ ଭଳି ଏକ ଅଭାବ ନିୟ ଘଟଣା ଘଟିଛି ପାଟଲା ଗ୍ରାମରେ। 3ଜଣ ଦଣ୍ଡୁଆ ଙ୍କ ମୃତୁ କୁନେଇ ଲୋକଙ୍କ ଆକ୍ରୋଶ ଶିକାର ହେଲେ ଦିନ୍ଦୋଲ ବିଧାୟିକା।
    2
    ଏ ଭଳି ଏକ ଅଭାବ ନିୟ ଘଟଣା ଘଟିଛି ପାଟଲା ଗ୍ରାମରେ। 3ଜଣ ଦଣ୍ଡୁଆ ଙ୍କ ମୃତୁ କୁନେଇ ଲୋକଙ୍କ ଆକ୍ରୋଶ ଶିକାର ହେଲେ ଦିନ୍ଦୋଲ ବିଧାୟିକା।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    19 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    22 hrs ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    23 hrs ago
  • Post by ଶଶାଙ୍କ ଶେଖର ସାମଲ
    1
    Post by ଶଶାଙ୍କ ଶେଖର ସାମଲ
    user_ଶଶାଙ୍କ ଶେଖର ସାମଲ
    ଶଶାଙ୍କ ଶେଖର ସାମଲ
    Court reporter ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
    19 hrs ago
  • ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।
    1
    ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।
    user_KALIAPANI UPDATE
    KALIAPANI UPDATE
    କାଳିଆପାଣି, ଯାଜପୁର, ଓଡ଼ିଶା•
    23 min ago
  • ଭୁବନେଶ୍ୱର ରୁ ରୋଗି ଛାଡି ଫେରୁଥିବା ଆମ୍ବୁଲାନ୍ସ ରାସ୍ତାରେ ଆକସିଡେଣ୍ଟ ରୋଗୀ ର ପୁଅ ମୃତ ଡ୍ରାଇଭର ସଂକଟାପନ୍ନ ଭାବେ ମେଡିକାଲ ରେ ଭତ୍ତୀ
    1
    ଭୁବନେଶ୍ୱର ରୁ ରୋଗି ଛାଡି ଫେରୁଥିବା ଆମ୍ବୁଲାନ୍ସ ରାସ୍ତାରେ ଆକସିଡେଣ୍ଟ ରୋଗୀ ର ପୁଅ ମୃତ ଡ୍ରାଇଭର ସଂକଟାପନ୍ନ ଭାବେ ମେଡିକାଲ ରେ ଭତ୍ତୀ
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.