Shuru
Apke Nagar Ki App…
ଯାତ୍ରା ଦେଖି ଯିବା ହେଲା କାଳ, ନଅ ଜଣଙ୍କ ଉପରକୁ ଚଢ଼ିଗଲା ବୋଲେରୋ କୁଚିଣ୍ଡା ଗତ ରାତ୍ରି ରେ ମହୁଲପାଲି ଥାନା ଅନ୍ତର୍ଗତ ଟାଇନ୍ସର ଗ୍ରାମରୁ ଧନୁ ଯାତ୍ରା ଦେଖି ଚାଲି ଚାଲି କଦପଡ଼ା ଗ୍ରାମକୁ ଫେରୁଥିବା ସମୟ ରେ ଏକ ବୋଲେରୋ ନଅ ଜଣଙ୍କ ଉପର କୁ ଦ୍ରୁତ ଗତି ରେ ଆସି ଚଢି ଯାଇଥିଲା, ଏଇ ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଅତି ଗୁରୁତର ଙ୍କୁ ବୁର୍ଲା ସ୍ଥାନାନ୍ତରିତ କରିଥିବା ବେଳେ ଆଉ ଚାରି ଜଣ ଆହତ ଙ୍କୁ କୁଚିଣ୍ଡା ଡାକ୍ତର ଖାନା ରେ ଚିକିତ୍ସା କରାଯାଉଛି, ମହୁଲପାଲି ପୋଲିସ ବୋଲେରୋ ଗାଡି କୁ ଜବତ କରିବା ସହିତ ଚାଳକ କୁ ଅଟକ ରଖି ତଦନ୍ତ ଜାରି ରଖିଛି
Jitendra Muduli
ଯାତ୍ରା ଦେଖି ଯିବା ହେଲା କାଳ, ନଅ ଜଣଙ୍କ ଉପରକୁ ଚଢ଼ିଗଲା ବୋଲେରୋ କୁଚିଣ୍ଡା ଗତ ରାତ୍ରି ରେ ମହୁଲପାଲି ଥାନା ଅନ୍ତର୍ଗତ ଟାଇନ୍ସର ଗ୍ରାମରୁ ଧନୁ ଯାତ୍ରା ଦେଖି ଚାଲି ଚାଲି କଦପଡ଼ା ଗ୍ରାମକୁ ଫେରୁଥିବା ସମୟ ରେ ଏକ ବୋଲେରୋ ନଅ ଜଣଙ୍କ ଉପର କୁ ଦ୍ରୁତ ଗତି ରେ ଆସି ଚଢି ଯାଇଥିଲା, ଏଇ ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଅତି ଗୁରୁତର ଙ୍କୁ ବୁର୍ଲା ସ୍ଥାନାନ୍ତରିତ କରିଥିବା ବେଳେ ଆଉ ଚାରି ଜଣ ଆହତ ଙ୍କୁ କୁଚିଣ୍ଡା ଡାକ୍ତର ଖାନା ରେ ଚିକିତ୍ସା କରାଯାଉଛି, ମହୁଲପାଲି ପୋଲିସ ବୋଲେରୋ ଗାଡି କୁ ଜବତ କରିବା ସହିତ ଚାଳକ କୁ ଅଟକ ରଖି ତଦନ୍ତ ଜାରି ରଖିଛି
More news from ଓଡ଼ିଶା and nearby areas
- କୁଚିଣ୍ଡା ଗତ ରାତ୍ରି ରେ ମହୁଲପାଲି ଥାନା ଅନ୍ତର୍ଗତ ଟାଇନ୍ସର ଗ୍ରାମରୁ ଧନୁ ଯାତ୍ରା ଦେଖି ଚାଲି ଚାଲି କଦପଡ଼ା ଗ୍ରାମକୁ ଫେରୁଥିବା ସମୟ ରେ ଏକ ବୋଲେରୋ ନଅ ଜଣଙ୍କ ଉପର କୁ ଦ୍ରୁତ ଗତି ରେ ଆସି ଚଢି ଯାଇଥିଲା, ଏଇ ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଅତି ଗୁରୁତର ଙ୍କୁ ବୁର୍ଲା ସ୍ଥାନାନ୍ତରିତ କରିଥିବା ବେଳେ ଆଉ ଚାରି ଜଣ ଆହତ ଙ୍କୁ କୁଚିଣ୍ଡା ଡାକ୍ତର ଖାନା ରେ ଚିକିତ୍ସା କରାଯାଉଛି, ମହୁଲପାଲି ପୋଲିସ ବୋଲେରୋ ଗାଡି କୁ ଜବତ କରିବା ସହିତ ଚାଳକ କୁ ଅଟକ ରଖି ତଦନ୍ତ ଜାରି ରଖିଛି1
- राजधानी जैसी प्रीमियम ट्रेनों में यात्रियों की सुरक्षा सर्वोच्च प्राथमिकता होती है। इसलिए प्रस्थान से पहले डॉग स्क्वाड द्वारा कोच और लगेज की विशेष जांच की जाती है। ये प्रशिक्षित स्निफर डॉग्स किसी भी संदिग्ध वस्तु, विस्फोटक या खतरे को सूंघकर तुरंत पहचानने में सक्षम होते हैं, जिससे पूरी ट्रेन और यात्रियों की सुरक्षा सुनिश्चित होती है। इस पूरी प्रक्रिया में रेलवे प्रोटेक्शन फोर्स (RPF) और सुरक्षा एजेंसियों की सतर्कता और मेहनत साफ दिखाई देती है।1
- ବାଗଡିହି ରେଳ ଫାଟକ ର ଦୃଶ୍ୟ। କେନ ପ୍ରକାର ଟ୍ରେନ ରେ ଆସ ଯାଉଛେ ଦେଖୁନ।1
- *ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପୌରପରିଷଦ ପରିମଳ କର୍ମଚାରୀଙ୍କର ସ୍ୱାସ୍ଥ୍ୟ ଶିବିର* ଦେବଗଡ ତା ୧୩.୩.୨୬ ଦେବଗଡ ପୌରପରିଷଦ ପକ୍ଷରୁ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ପ୍ରଧାନ ପାଟ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଵିନ୍ଦ୍ର କୁମାର୍ ସାହୁ ଓ ବରନ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର ମିଞ୍ଜ,ଭାର ପ୍ରାପ୍ତ ପୌର ପରିଷଦ ଅଧ୍ୟକ୍ଷ ପ୍ରଜୀତ କୁମାର୍ ଭୋଜ,କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପରିଷଦ ରିତିକାନ୍ତ ଶୁକ୍ଲା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଫିତା କାଟି ଶୁଭ ଉତ୍ଘାଟନ କରିଥିଲେ।ପୌର ପରିଷଦର ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ସ୍ୱଚ୍ଛ ସୁପରଭାଇଜର କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତର ସ୍ୱାସ୍ଥ୍ୟ ଶିବିର ରେ ସ୍ୱାସ୍ଥ୍ୟ ପରୀକ୍ଷା ସଙ୍ଗେ ସଙ୍ଗେ ଡ଼ାକ୍ତରୀ ଯାଞ୍ଚ୍ ଏଵଂ ଉଚ୍ଚ ରକ୍ତଚାପ, ମଧୁ ମେହ ଓ ଏଚ ଆଇ ଭି ଆଦି ପରୀକ୍ଷା କରିଥିଲେ।ଶିବିରରେ ୮୮ ଜଣ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ପୌରପରିଷଦ କର୍ମଚାରୀ,ସାମ୍ବାଦିକ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ ।1
- ଫ୍ରି ଫାୟାର୍ ଖେଳକୁ ନେଇ ଛୁରାମାଡ଼। ଛୁରାମାଡ଼ରେ ଦୁଇ ନାବାଳକ ଆହତ। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବାଉଁଶୁଣୀ ଗ୍ରାମରେ ଘଟିଛି ଏଭଳି ଘଟଣା । ପୋଲିସ୍ ଜଣେ ଯୁବକଙ୍କୁ ଅଟକ ରଖିଛି।1
- Post by ଯିରିମିୟ ଗନ୍ତାୟତ 🙋🙋🙋1
- ଆଜି ସକାଳ ଭୋର ସମୟରେ ବୌଦ୍ଧ ଅବକାରୀ ଇନସେକଟର ଦିଲୀପକୁମାର ଶତପଥି ନିଜ ଷ୍ଟାଫଙ୍କ ସହିତ, ବଘିଆପଡା -ଖଜୁରୀପାଡା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ l ଏହି ରାସ୍ତାରେ ବାଇକ ଯୋଗେ ୨୭କେଜି ଗଞ୍ଜେଇ ଚାଲାଣ କରୁଥୁବା ସମୟରେ l ବୌଦ୍ଧ ଅବକାରୀ ପୋଲିସ ତାନଖି କରି ଗଞ୍ଜେଇ ସାହି ବ୍ୟବହୃତ ବାଇ ଓ ଆଶାମିକୁ କାବୁ କରିବାରେ ସଫଳ ହୋଇଛି l1
- मैं शेरगढ़ ब्लॉक अध्यक्ष पर भाजपा के गुंडों द्वारा किए गए घातक हमले की कड़ी निंदा करता हूं। #Nabinpatnaik #excmoodisha1