logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୋନପୁର ଅଜଣା ଗାଡ଼ି ଦ୍ଧକ୍କା ରେ ତରଭା ଏନ ଏସ ସି ର କନିଷ୍ଟ ଯନ୍ତ୍ରୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି l

2 hrs ago
user_Sonepur news khulasa
Sonepur news khulasa
Video Creator ସୋନପୁର, ସୋନପୁର, ଓଡ଼ିଶା•
2 hrs ago

ସୋନପୁର ଅଜଣା ଗାଡ଼ି ଦ୍ଧକ୍କା ରେ ତରଭା ଏନ ଏସ ସି ର କନିଷ୍ଟ ଯନ୍ତ୍ରୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି l

More news from ଓଡ଼ିଶା and nearby areas
  • ଶଶୁର ଘରେ ଜୋଇଁ କୁନୁଆଁ l ତରଭା ବ୍ଲକ ମରାଡୋଗୋଛା ପେକ୍ସରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଆରମ୍ଭ
    1
    ଶଶୁର ଘରେ ଜୋଇଁ କୁନୁଆଁ l ତରଭା ବ୍ଲକ ମରାଡୋଗୋଛା ପେକ୍ସରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଆରମ୍ଭ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • ଆଜିର ସମାଚାର ରେ ଆଜିର ଇତିହାସଗୁଡ଼ିକ ମୁଖ୍ଯ ଖବର ଆଜିର ସମାଚାର ଇତିହାସରେ ଆଜି ଦିନ ତା ୧୩/୦୩/୨୦୨୬ ଶୁକ୍ରବାର ଦେଖନ୍ତୁ । ସମ୍ପୂର୍ଣ୍ଣ ଖଵର
    1
    ଆଜିର ସମାଚାର ରେ  ଆଜିର ଇତିହାସଗୁଡ଼ିକ ମୁଖ୍ଯ ଖବର ଆଜିର ସମାଚାର ଇତିହାସରେ ଆଜି ଦିନ ତା ୧୩/୦୩/୨୦୨୬ ଶୁକ୍ରବାର  ଦେଖନ୍ତୁ । ସମ୍ପୂର୍ଣ୍ଣ ଖଵର
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ସଭାପତିତ୍ବ କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ଶ୍ରୀ ମଧୁସୂଦନ ଓତା, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀପ୍ରଭାତ କୁମାର ଦାସ, ଜିଲ୍ଲା ସହଯୋଗ ଅଧିକାରୀ, ପଞ୍ଚସଖା ସେତୁ ଭୁବନେଶ୍ୱର, ବ୍ଲକ ଶିକ୍ଷା ଅଧିକାରୀ, ସୋନପୁର, ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର, ଶ୍ରୀଅଜୟ କୁମାର ଲୁହା, ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ଓ ଶ୍ରୀପଦ୍ମନାଭ କର୍ଣ୍ଣ, ପ୍ରଧାନ ଶିକ୍ଷକ,କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲା ସ୍ତରୀୟ ପି.ଏମ ଶ୍ରୀ ଉତ୍ସବର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଜାତୀୟ ଶିକ୍ଷା ନୀତି ଉପରେ ତାଙ୍କ ସ୍ବାଗତ ଅଭିଭାଷଣରେ ଅବଗତ କରିଥିଲେ । ଏହି ଅବସରରେ ଅତିଥି ମାନେ ପି.ଏମ. ଶ୍ରୀ ଉତ୍ସବ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପି.ଏମ ଶ୍ରୀ ଉତ୍ସବ, ଜାତୀୟ ଶିକ୍ଷା ନୀତି ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଉଦାହରଣ ସହିତ ନୈତିକ ଶିକ୍ଷା ଉପରେ ଛାତ୍ର ଛାତ୍ରୀ ଉପସ୍ଥିତ ଜନସାଧାରଣ ଉଦ୍ଦେଶ୍ୟରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବ କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାର ସମସ୍ତ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ। ସମସ୍ତ (୦୬)ଛଅ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା। ଡୁଙ୍ଗୁରିପାଲି କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
    5
    ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ସଭାପତିତ୍ବ କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ଶ୍ରୀ ମଧୁସୂଦନ ଓତା, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀପ୍ରଭାତ କୁମାର ଦାସ, ଜିଲ୍ଲା ସହଯୋଗ ଅଧିକାରୀ, ପଞ୍ଚସଖା ସେତୁ ଭୁବନେଶ୍ୱର, ବ୍ଲକ ଶିକ୍ଷା ଅଧିକାରୀ, ସୋନପୁର, ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର, ଶ୍ରୀଅଜୟ କୁମାର ଲୁହା, ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ଓ ଶ୍ରୀପଦ୍ମନାଭ କର୍ଣ୍ଣ, ପ୍ରଧାନ ଶିକ୍ଷକ,କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ,  ଡୁଙ୍ଗୁରିପାଲି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲା ସ୍ତରୀୟ ପି.ଏମ ଶ୍ରୀ ଉତ୍ସବର ଲକ୍ଷ୍ୟ,ଉଦ୍ଦେଶ୍ୟ  ଓ ଜାତୀୟ ଶିକ୍ଷା ନୀତି ଉପରେ ତାଙ୍କ ସ୍ବାଗତ ଅଭିଭାଷଣରେ ଅବଗତ କରିଥିଲେ । ଏହି ଅବସରରେ ଅତିଥି ମାନେ ପି.ଏମ. ଶ୍ରୀ ଉତ୍ସବ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପି.ଏମ ଶ୍ରୀ ଉତ୍ସବ, ଜାତୀୟ ଶିକ୍ଷା ନୀତି  ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଉଦାହରଣ ସହିତ ନୈତିକ ଶିକ୍ଷା ଉପରେ ଛାତ୍ର ଛାତ୍ରୀ ଉପସ୍ଥିତ ଜନସାଧାରଣ ଉଦ୍ଦେଶ୍ୟରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବ କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାର ସମସ୍ତ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ। ସମସ୍ତ (୦୬)ଛଅ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକ   ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା। ଡୁଙ୍ଗୁରିପାଲି କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
    user_Premananda Naik
    Premananda Naik
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    16 hrs ago
  • ହରେକୁସେହରେକୁସେକୁସେକୁସେକୁସେହରେହରେହରେରାମହରେରାମରାମରାମରାମହରେହରେ
    1
    ହରେକୁସେହରେକୁସେକୁସେକୁସେକୁସେହରେହରେହରେରାମହରେରାମରାମରାମରାମହରେହରେ
    user_ଟଙ୍କଧରମେହେର,8328888981
    ଟଙ୍କଧରମେହେର,8328888981
    Balangir, Odisha•
    3 hrs ago
  • ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
    1
    ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ 
ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୋଗୋଛା ସେବା ସମବାୟ ସମିତିରେ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି
    1
    ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୋଗୋଛା ସେବା ସମବାୟ ସମିତିରେ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.