logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୋନପୁର ଜିଲ୍ଲାପାଳ ଙ୍କ ଅଜାଣତ ରେ ଚାକିରି l ତରଭା ବ୍ଲକ ମରାଡୋଗୁଚ୍ଛା ପେକ୍ସ ଓ DRCS ବାବୁ ଙ୍କ ମଧୁଚନ୍ଦ୍ରିକା l

12 hrs ago
user_Sonepur news khulasa
Sonepur news khulasa
Video Creator ସୋନପୁର, ସୋନପୁର, ଓଡ଼ିଶା•
12 hrs ago

ସୋନପୁର ଜିଲ୍ଲାପାଳ ଙ୍କ ଅଜାଣତ ରେ ଚାକିରି l ତରଭା ବ୍ଲକ ମରାଡୋଗୁଚ୍ଛା ପେକ୍ସ ଓ DRCS ବାବୁ ଙ୍କ ମଧୁଚନ୍ଦ୍ରିକା l

More news from ଓଡ଼ିଶା and nearby areas
  • ଶଶୁର ଘରେ ଜୋଇଁ କୁନୁଆଁ l ତରଭା ବ୍ଲକ ମରାଡୋଗୋଛା ପେକ୍ସରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଆରମ୍ଭ
    1
    ଶଶୁର ଘରେ ଜୋଇଁ କୁନୁଆଁ l ତରଭା ବ୍ଲକ ମରାଡୋଗୋଛା ପେକ୍ସରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ର ତଦନ୍ତ ଆରମ୍ଭ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଖଵର ଦେଖନ୍ତୁ । ଓଡିଶା ର ବିଭିନ୍ନ ଜିଲ୍ଲା ର ଖଵର ଫଟାଫଟ । ଆଜିର ସମାଚାର ଆପଣଙ୍କ ପାଖରେ । Ajira Samachar // Breaking News
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ସମ୍ପୂର୍ଣ୍ଣ ଖଵର ଦେଖନ୍ତୁ । ଓଡିଶା ର ବିଭିନ୍ନ ଜିଲ୍ଲା ର ଖଵର ଫଟାଫଟ । ଆଜିର ସମାଚାର ଆପଣଙ୍କ ପାଖରେ । Ajira Samachar // Breaking News
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯକ୍ରମରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରଫୁଲ୍ଲ ଦାସ ଓ ଉପ ଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୁପା ରଥ ପୁଙ୍ଖାନୁପୁଙ୍ଖ କ୍ଷେତ୍ର କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ କିପରି ଘର ତାଳିକା ପ୍ରସ୍ତୁତି ଓ ଘର ଗଣନା କରାଯିବ ସେ ବିଷୟରେ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ତଦାରଖ କରିଥିଲେ । ଶ୍ରୀ ଶିବମ ଜୟଶ୍ୱାଳ, ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସ୍ତରରୁ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଜିଲ୍ଲାସ୍ତରରୁ ଡେପୁଟି କଲେକ୍ଟର ଶ୍ରୀ ଆଜାଦ ସାହୁ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କ୍ଷେତ୍ର ପ୍ରଶିକ୍ଷକ ତାଲିମ କାର୍ଯକ୍ରମରେ ସର୍ବମୋଟ ୨୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଉଭୟ ସମ୍ମିଳନୀ କକ୍ଷରେ ତାଲିମ ଗ୍ରହଣ କରିବା ସହିତ କ୍ଷେତ୍ର ସ୍ତରରେ ବିଭିନ୍ନ ଗାଁ ଗୁଡିକ ପରିଦର୍ଶନ କରି ବ୍ୟବହାରିକ ଓ ପ୍ରାୟୋଗିକ ତାଲିମ ଗ୍ରହଣ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ଉଭୟ ଉପଜିଲ୍ଲାପାଳଙ୍କ ସହକାରୀ ଓ ଡେପୁଟି କଲେକ୍ଟର, ତହସିଲ କାର୍ଯାଳୟର ରେଭିନ୍ୟୁ ସୁପରଭାଇଜର, ବିଭିନ୍ନ ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ମତ୍ସ୍ୟ ଅଧିକାରୀ, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ବୃନ୍ଦ କ୍ଷେତ୍ର ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଆଜି ଶେଷ ଦିନରେ ସମାପନ ସମୟରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।
    3
    ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ହୋଇଯାଇଛି ।
ଏହି ତାଲିମ କାର୍ଯକ୍ରମରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରଫୁଲ୍ଲ ଦାସ ଓ ଉପ ଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୁପା ରଥ ପୁଙ୍ଖାନୁପୁଙ୍ଖ କ୍ଷେତ୍ର କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ କିପରି ଘର ତାଳିକା ପ୍ରସ୍ତୁତି ଓ ଘର ଗଣନା କରାଯିବ ସେ ବିଷୟରେ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ତଦାରଖ କରିଥିଲେ । ଶ୍ରୀ ଶିବମ ଜୟଶ୍ୱାଳ, ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସ୍ତରରୁ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଜିଲ୍ଲାସ୍ତରରୁ ଡେପୁଟି କଲେକ୍ଟର ଶ୍ରୀ ଆଜାଦ ସାହୁ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କ୍ଷେତ୍ର ପ୍ରଶିକ୍ଷକ ତାଲିମ କାର୍ଯକ୍ରମରେ ସର୍ବମୋଟ ୨୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଉଭୟ ସମ୍ମିଳନୀ କକ୍ଷରେ ତାଲିମ ଗ୍ରହଣ କରିବା ସହିତ କ୍ଷେତ୍ର ସ୍ତରରେ ବିଭିନ୍ନ ଗାଁ ଗୁଡିକ ପରିଦର୍ଶନ କରି ବ୍ୟବହାରିକ ଓ ପ୍ରାୟୋଗିକ ତାଲିମ ଗ୍ରହଣ କରିଥିଲେ।
ଏହି ତାଲିମ କାର୍ଯ୍ୟକ୍ରମ ରେ ଉଭୟ ଉପଜିଲ୍ଲାପାଳଙ୍କ ସହକାରୀ ଓ ଡେପୁଟି କଲେକ୍ଟର, ତହସିଲ କାର୍ଯାଳୟର ରେଭିନ୍ୟୁ ସୁପରଭାଇଜର, ବିଭିନ୍ନ ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ମତ୍ସ୍ୟ ଅଧିକାରୀ, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ବୃନ୍ଦ କ୍ଷେତ୍ର ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଆଜି ଶେଷ ଦିନରେ  ସମାପନ ସମୟରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।
    user_Premananda Naik
    Premananda Naik
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    13 hrs ago
  • ହରେକୁସେହରେକୁସେକୁସେକୁସେକୁସେହରେହରେହରେରାମହରେରାମରାମରାମରାମହରେହରେ
    1
    ହରେକୁସେହରେକୁସେକୁସେକୁସେକୁସେହରେହରେହରେରାମହରେରାମରାମରାମରାମହରେହରେ
    user_ଟଙ୍କଧରମେହେର,8328888981
    ଟଙ୍କଧରମେହେର,8328888981
    Balangir, Odisha•
    54 min ago
  • ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୋଗୋଛା ସେବା ସମବାୟ ସମିତିରେ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି
    1
    ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୋଗୋଛା ସେବା ସମବାୟ ସମିତିରେ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • ରୋଗୀଙ୍କ ଭାଗ୍ୟାରେଖା କ୍ଵାକ ହାତରେ ସୁବର୍ଣ୍ଣପୁର: ଜିଲ୍ଲାର ହୁଗୁଲା ଶାସନ ବ୍ୟବସ୍ଥା ଯୋଗୁଁ ବର୍ତ୍ତମାନ କ୍ୱାକଙ୍କ ହାତରେ ରୋଗୀ ସେବା। ସରକାର ରୋଗୀ ସେବା ପାଇଁ ସମସ୍ତ ପ୍ରକାର ସୁବିଧା କରିଛନ୍ତି। ହେଲେ ସରକାରୀ ଚିକିତ୍ସାଳୟ ଗୁଡିକରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଉତ୍ତମ ସେବା ନପାଇ ରୋଗୀ ଅଳ୍ପ ଖର୍ଚ୍ଚରେ ବାଧ୍ୟ ହେଉଛି କ୍ୱାକ ପାଖକୁ ଯିବାକୁ। କ୍ଵାକମାନେ ଗ୍ରାମାଞ୍ଚଳ ଗୁଡିକରେ ଭ୍ରାମ୍ୟମାଣ ସେବା ଯୋଗାଉଛନ୍ତି। ଏମିତିକି ଚିକିତ୍ସାଳୟ ନିକଟରେ ମଧ୍ୟ ଖୋଲାଖୋଲି ରୋଗୀ ସେବା କରୁଛନ୍ତି। ଏମିତି ଏକ ଦୃଶ୍ୟ ବୀରମହାରାଜପୁରରେ ଦେଖିବାକୁ ମିଳିଛି। ଏହା ସରକାରୀ ଡାକ୍ତରଙ୍କ ରୋଗୀ ପ୍ରତି ବସାକୁ କିମ୍ବା କ୍ଲିନିକକୁ ଚାଲ ପରାମର୍ଶର ପ୍ରତିଫଳନ ବୋଲି ଆଲୋଚନା ହେଉଛି।
    1
    ରୋଗୀଙ୍କ ଭାଗ୍ୟାରେଖା କ୍ଵାକ ହାତରେ
ସୁବର୍ଣ୍ଣପୁର: ଜିଲ୍ଲାର ହୁଗୁଲା ଶାସନ ବ୍ୟବସ୍ଥା ଯୋଗୁଁ ବର୍ତ୍ତମାନ କ୍ୱାକଙ୍କ ହାତରେ ରୋଗୀ ସେବା। ସରକାର ରୋଗୀ ସେବା ପାଇଁ ସମସ୍ତ ପ୍ରକାର ସୁବିଧା କରିଛନ୍ତି। ହେଲେ ସରକାରୀ ଚିକିତ୍ସାଳୟ ଗୁଡିକରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଉତ୍ତମ ସେବା ନପାଇ ରୋଗୀ ଅଳ୍ପ ଖର୍ଚ୍ଚରେ ବାଧ୍ୟ ହେଉଛି କ୍ୱାକ ପାଖକୁ ଯିବାକୁ। କ୍ଵାକମାନେ ଗ୍ରାମାଞ୍ଚଳ ଗୁଡିକରେ ଭ୍ରାମ୍ୟମାଣ ସେବା ଯୋଗାଉଛନ୍ତି। ଏମିତିକି ଚିକିତ୍ସାଳୟ ନିକଟରେ ମଧ୍ୟ ଖୋଲାଖୋଲି ରୋଗୀ ସେବା କରୁଛନ୍ତି। ଏମିତି ଏକ ଦୃଶ୍ୟ ବୀରମହାରାଜପୁରରେ ଦେଖିବାକୁ ମିଳିଛି। ଏହା ସରକାରୀ ଡାକ୍ତରଙ୍କ ରୋଗୀ ପ୍ରତି ବସାକୁ କିମ୍ବା କ୍ଲିନିକକୁ ଚାଲ ପରାମର୍ଶର ପ୍ରତିଫଳନ ବୋଲି ଆଲୋଚନା ହେଉଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.