ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ସଭାପତିତ୍ବ କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ଶ୍ରୀ ମଧୁସୂଦନ ଓତା, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀପ୍ରଭାତ କୁମାର ଦାସ, ଜିଲ୍ଲା ସହଯୋଗ ଅଧିକାରୀ, ପଞ୍ଚସଖା ସେତୁ ଭୁବନେଶ୍ୱର, ବ୍ଲକ ଶିକ୍ଷା ଅଧିକାରୀ, ସୋନପୁର, ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର, ଶ୍ରୀଅଜୟ କୁମାର ଲୁହା, ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ଓ ଶ୍ରୀପଦ୍ମନାଭ କର୍ଣ୍ଣ, ପ୍ରଧାନ ଶିକ୍ଷକ,କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲା ସ୍ତରୀୟ ପି.ଏମ ଶ୍ରୀ ଉତ୍ସବର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଜାତୀୟ ଶିକ୍ଷା ନୀତି ଉପରେ ତାଙ୍କ ସ୍ବାଗତ ଅଭିଭାଷଣରେ ଅବଗତ କରିଥିଲେ । ଏହି ଅବସରରେ ଅତିଥି ମାନେ ପି.ଏମ. ଶ୍ରୀ ଉତ୍ସବ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପି.ଏମ ଶ୍ରୀ ଉତ୍ସବ, ଜାତୀୟ ଶିକ୍ଷା ନୀତି ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଉଦାହରଣ ସହିତ ନୈତିକ ଶିକ୍ଷା ଉପରେ ଛାତ୍ର ଛାତ୍ରୀ ଉପସ୍ଥିତ ଜନସାଧାରଣ ଉଦ୍ଦେଶ୍ୟରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବ କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାର ସମସ୍ତ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ। ସମସ୍ତ (୦୬)ଛଅ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା। ଡୁଙ୍ଗୁରିପାଲି କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ସଭାପତିତ୍ବ କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ଶ୍ରୀ ମଧୁସୂଦନ ଓତା, ଜିଲ୍ଲା ପରିଷଦ ସଭ୍ୟ,
ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀପ୍ରଭାତ କୁମାର ଦାସ, ଜିଲ୍ଲା ସହଯୋଗ ଅଧିକାରୀ, ପଞ୍ଚସଖା ସେତୁ ଭୁବନେଶ୍ୱର, ବ୍ଲକ ଶିକ୍ଷା ଅଧିକାରୀ, ସୋନପୁର, ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର, ଶ୍ରୀଅଜୟ କୁମାର ଲୁହା, ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ଓ ଶ୍ରୀପଦ୍ମନାଭ କର୍ଣ୍ଣ, ପ୍ରଧାନ ଶିକ୍ଷକ,କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର
ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲା ସ୍ତରୀୟ ପି.ଏମ ଶ୍ରୀ ଉତ୍ସବର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଜାତୀୟ ଶିକ୍ଷା ନୀତି ଉପରେ ତାଙ୍କ ସ୍ବାଗତ ଅଭିଭାଷଣରେ ଅବଗତ କରିଥିଲେ । ଏହି ଅବସରରେ ଅତିଥି ମାନେ ପି.ଏମ. ଶ୍ରୀ ଉତ୍ସବ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି
ଭାବେ ଯୋଗଦାନ କରି ପି.ଏମ ଶ୍ରୀ ଉତ୍ସବ, ଜାତୀୟ ଶିକ୍ଷା ନୀତି ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଉଦାହରଣ ସହିତ ନୈତିକ ଶିକ୍ଷା ଉପରେ ଛାତ୍ର ଛାତ୍ରୀ ଉପସ୍ଥିତ ଜନସାଧାରଣ ଉଦ୍ଦେଶ୍ୟରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବ କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାର ସମସ୍ତ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର
ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ। ସମସ୍ତ (୦୬)ଛଅ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା। ଡୁଙ୍ଗୁରିପାଲି କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
- ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯକ୍ରମରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରଫୁଲ୍ଲ ଦାସ ଓ ଉପ ଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୁପା ରଥ ପୁଙ୍ଖାନୁପୁଙ୍ଖ କ୍ଷେତ୍ର କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ କିପରି ଘର ତାଳିକା ପ୍ରସ୍ତୁତି ଓ ଘର ଗଣନା କରାଯିବ ସେ ବିଷୟରେ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ତଦାରଖ କରିଥିଲେ । ଶ୍ରୀ ଶିବମ ଜୟଶ୍ୱାଳ, ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସ୍ତରରୁ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଜିଲ୍ଲାସ୍ତରରୁ ଡେପୁଟି କଲେକ୍ଟର ଶ୍ରୀ ଆଜାଦ ସାହୁ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କ୍ଷେତ୍ର ପ୍ରଶିକ୍ଷକ ତାଲିମ କାର୍ଯକ୍ରମରେ ସର୍ବମୋଟ ୨୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଉଭୟ ସମ୍ମିଳନୀ କକ୍ଷରେ ତାଲିମ ଗ୍ରହଣ କରିବା ସହିତ କ୍ଷେତ୍ର ସ୍ତରରେ ବିଭିନ୍ନ ଗାଁ ଗୁଡିକ ପରିଦର୍ଶନ କରି ବ୍ୟବହାରିକ ଓ ପ୍ରାୟୋଗିକ ତାଲିମ ଗ୍ରହଣ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ଉଭୟ ଉପଜିଲ୍ଲାପାଳଙ୍କ ସହକାରୀ ଓ ଡେପୁଟି କଲେକ୍ଟର, ତହସିଲ କାର୍ଯାଳୟର ରେଭିନ୍ୟୁ ସୁପରଭାଇଜର, ବିଭିନ୍ନ ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ମତ୍ସ୍ୟ ଅଧିକାରୀ, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ବୃନ୍ଦ କ୍ଷେତ୍ର ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଆଜି ଶେଷ ଦିନରେ ସମାପନ ସମୟରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।3
- Post by Sonepur news khulasa1
- Post by Ranjan hota1
- ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୁବର୍ଣ୍ଣପୁର: ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।1
- ତରଭା ସେବା ସମବାୟ ସମିତି ରେ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି1
- 🔴 ଅଜଣା ଗାଡି ଧକ୍କାରେ ତରଭା ଏନଏସି ଜେଇଙ୍କ ମୃତ୍ୟୁ 🔴 ସୋନପୁର–ବଲାଙ୍ଗୀର ରାସ୍ତା ସାନ ଝିଙ୍କି ଛକରେ ଦୁର୍ଘଟଣା 🔴 ମୃତକ ଜେଇ ଅଶୋକ ପଧାନ, ତରଭା ଏନଏସିରେ କାର୍ଯ୍ୟରତ 🔴 ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଲା ଅଜଣା ଗାଡି 🔴 ଘଟଣାସ୍ଥଳରେ ହିଁ ଜେଇ ଅଶୋକ ପଧାନଙ୍କ ମୃତ୍ୟୁ 🔴 ଉଲୁଣ୍ଡା ବ୍ଲକ ବାଘଲପୁର ଗାଁର ଥିଲେ ମୃତ ଅଶୋକ ପଧାନ1
- ଆଜିର ସମାଚାର ରେ ଆଜିର ଇତିହାସଗୁଡ଼ିକ ମୁଖ୍ଯ ଖବର ଆଜିର ସମାଚାର ଇତିହାସରେ ଆଜି ଦିନ ତା ୧୩/୦୩/୨୦୨୬ ଶୁକ୍ରବାର ଦେଖନ୍ତୁ । ସମ୍ପୂର୍ଣ୍ଣ ଖଵର1
- ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ସଭାପତିତ୍ବ କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ଶ୍ରୀ ମଧୁସୂଦନ ଓତା, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀପ୍ରଭାତ କୁମାର ଦାସ, ଜିଲ୍ଲା ସହଯୋଗ ଅଧିକାରୀ, ପଞ୍ଚସଖା ସେତୁ ଭୁବନେଶ୍ୱର, ବ୍ଲକ ଶିକ୍ଷା ଅଧିକାରୀ, ସୋନପୁର, ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର, ଶ୍ରୀଅଜୟ କୁମାର ଲୁହା, ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ଓ ଶ୍ରୀପଦ୍ମନାଭ କର୍ଣ୍ଣ, ପ୍ରଧାନ ଶିକ୍ଷକ,କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲା ସ୍ତରୀୟ ପି.ଏମ ଶ୍ରୀ ଉତ୍ସବର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଜାତୀୟ ଶିକ୍ଷା ନୀତି ଉପରେ ତାଙ୍କ ସ୍ବାଗତ ଅଭିଭାଷଣରେ ଅବଗତ କରିଥିଲେ । ଏହି ଅବସରରେ ଅତିଥି ମାନେ ପି.ଏମ. ଶ୍ରୀ ଉତ୍ସବ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପି.ଏମ ଶ୍ରୀ ଉତ୍ସବ, ଜାତୀୟ ଶିକ୍ଷା ନୀତି ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଉଦାହରଣ ସହିତ ନୈତିକ ଶିକ୍ଷା ଉପରେ ଛାତ୍ର ଛାତ୍ରୀ ଉପସ୍ଥିତ ଜନସାଧାରଣ ଉଦ୍ଦେଶ୍ୟରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବ କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାର ସମସ୍ତ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ। ସମସ୍ତ (୦୬)ଛଅ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା। ଡୁଙ୍ଗୁରିପାଲି କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।5