Shuru
Apke Nagar Ki App…
#ଚନ୍ଦକାକୁ_ଗଲା_୩_ମାସର_ହାତୀ_ଛୁଆ_ଜଗୁ ସ୍ଥାନାନ୍ତର ହେଲା ୩ମାସର ହାତୀଛୁଆ ଜଗୁ। ଆଜି ହାତୀ ଛୁଆଟିକୁ ଚନ୍ଦକା ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରୁ ବନ ବିଭାଗର "ରକ୍ଷକ" ଯାନରେ ସ୍ଥାନାନ୍ତର କରାଯାଇଛି। ଗତ ୧ ତାରିଖରେ କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟରୁ ଉଦ୍ଧାର ହୋଇଥିଲା ହାତୀଛୁଆ ।
Tankadhar Majhi

More news from Patana and nearby areas
- ପାଟଣା:କେନ୍ଦୁଆପଡା ରେ ବାଲି ଓଷା ପାଳିତ ।1
- ଚମ୍ପୁଆରେଞ୍ଜ ଝୁମ୍ପୁରା Balck ସୋଲଗୋଡା ଗାଆଁ ପାଖରେ ଏବେ 27ଟିକିଆ ହାତୀ ପଲ ଅଛନ୍ତି1
- କେନ୍ଦୁଝର ରାତି ବଜାର ହୋଟେଲରେ ଖାଇଲୁ l ସେଇ ପୁରୁଣା ରାଜବାଟୀ ଏବେ ବି ଅଛି l Daily market of Kendujhar l Old Rajbati l Kendujhar EP 61
- #ମନଇଚ୍ଛା_ବୋହିନେଲେ_କୁକୁଡ଼ା କେନ୍ଦୁଝର ତୁରୁମୁଙ୍ଗା ନିକଟରେ ଓଲଟିଲା କୁକୁଡା ବୋଝେଇ ପିକ୍ଅପ । ଲୋକେ ବୋହିନେଲେ କୁକୁଡ଼ା । ଦୁର୍ଘଟଣାରେ ଚାପି ହୋଇ ମରିଛନ୍ତି ଅନେକ କୁକୁଡ଼ା । ଦୁର୍ଘଟଣାଗ୍ରସ୍ତ ଗାଡି ଜବତ ।1
- ୩୫ଟିକିଆ ହାତୀପଲ ମାଣିକପୁର, ପାନପତରିଆ ନିକଟସ୍ଥ କାଳିଆହୁଳି ରେ ଥିବାର ସୂଚନା !! #କେନ୍ଦୁଝରfocus #elephant #Odisha ମୋ ଜିଲ୍ଲା କେନ୍ଦୁଝର1
- ଆମ କେନ୍ଦୁଝର ବଢ଼ି ସାରା ଓଡିଶା ଲୋକଙ୍କ ପସନ୍ଦ1
- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଚିଲିଦା ନିକଟରେ ଘଟିଛି ଏହି ଦୁର୍ଘଟଣା । ଅନୁଗୁଳରୁ ରାଇରଙ୍ଗପୁର ଯାଉଥିବା ଏକ କୁକୁଡ଼ା ବୋଝେଇ ପିକ୍ ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଗାଡ଼ି ତଳେ ଚାପି ହୋଇ ବହୁ କୁକୁଡ଼ା ମରି ଯାଇଥିଲେ । ମୌକାର ଫାଇଦା ଉଠାଇ ସେଠାରେ ଜମା ହୋଇଥିବା ଲୋକେ ଗାଡ଼ିରୁ କୁକୁଡ଼ା ବୋହି ନେଇଥିଲେ ।1