Shuru
Apke Nagar Ki App…
କେନ୍ଦୁଝର ରାତି ବଜାର ହୋଟେଲରେ ଖାଇଲୁ l ସେଇ ପୁରୁଣା ରାଜବାଟୀ ଏବେ ବି ଅଛି l Daily market of Kendujhar l Old Rajbati l Kendujhar EP 6
Krushna Swain
କେନ୍ଦୁଝର ରାତି ବଜାର ହୋଟେଲରେ ଖାଇଲୁ l ସେଇ ପୁରୁଣା ରାଜବାଟୀ ଏବେ ବି ଅଛି l Daily market of Kendujhar l Old Rajbati l Kendujhar EP 6
More news from Kendujhar and nearby areas
- କେନ୍ଦୁଝର ରାତି ବଜାର ହୋଟେଲରେ ଖାଇଲୁ l ସେଇ ପୁରୁଣା ରାଜବାଟୀ ଏବେ ବି ଅଛି l Daily market of Kendujhar l Old Rajbati l Kendujhar EP 61
- #ମନଇଚ୍ଛା_ବୋହିନେଲେ_କୁକୁଡ଼ା କେନ୍ଦୁଝର ତୁରୁମୁଙ୍ଗା ନିକଟରେ ଓଲଟିଲା କୁକୁଡା ବୋଝେଇ ପିକ୍ଅପ । ଲୋକେ ବୋହିନେଲେ କୁକୁଡ଼ା । ଦୁର୍ଘଟଣାରେ ଚାପି ହୋଇ ମରିଛନ୍ତି ଅନେକ କୁକୁଡ଼ା । ଦୁର୍ଘଟଣାଗ୍ରସ୍ତ ଗାଡି ଜବତ ।1
- ୩୫ଟିକିଆ ହାତୀପଲ ମାଣିକପୁର, ପାନପତରିଆ ନିକଟସ୍ଥ କାଳିଆହୁଳି ରେ ଥିବାର ସୂଚନା !! #କେନ୍ଦୁଝରfocus #elephant #Odisha ମୋ ଜିଲ୍ଲା କେନ୍ଦୁଝର1
- ଆମ କେନ୍ଦୁଝର ବଢ଼ି ସାରା ଓଡିଶା ଲୋକଙ୍କ ପସନ୍ଦ1
- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଚିଲିଦା ନିକଟରେ ଘଟିଛି ଏହି ଦୁର୍ଘଟଣା । ଅନୁଗୁଳରୁ ରାଇରଙ୍ଗପୁର ଯାଉଥିବା ଏକ କୁକୁଡ଼ା ବୋଝେଇ ପିକ୍ ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଗାଡ଼ି ତଳେ ଚାପି ହୋଇ ବହୁ କୁକୁଡ଼ା ମରି ଯାଇଥିଲେ । ମୌକାର ଫାଇଦା ଉଠାଇ ସେଠାରେ ଜମା ହୋଇଥିବା ଲୋକେ ଗାଡ଼ିରୁ କୁକୁଡ଼ା ବୋହି ନେଇଥିଲେ ।1
- କେନ୍ଦୁଝର ରେ ଟୁକୁନା ହାଟ ର ନିଲାମ ଧାରି କିଏ ??କାହିଁକି ବନ୍ଦ ହେଉନାହିଁ ଗୋମାତା ଚାଲାଣ ??? କିଏ ସହଯୋଗ କରୁଛି ଗୋ ମାଫିଆଙ୍କୁ ??? ସବୁ ଥାନାରୁ କିଛି ଖାକୀଧାରୀ ଭକ୍ଷକ ସାମିଲ । ଅପେକ୍ଷା କର ଆଗକୁ ସବୁ ସମାଧାନ କରିବୁ ।1
- Craving momos ? Location: Vicky Tiffin - Near BOI Zonal office & Government women's college, Kendujhar 📍1
- Kalakar Back again 🔥💫❤️1