Shuru
Apke Nagar Ki App…
କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
Partha Prasanna Mishra
କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
More news from Anugul and nearby areas
- Post by DEB REPOTER1
- Fully loaded Chocolate Cake 😋🎂 Please Follow For More @shivinaren_cakeartist #cake #chocolatecake #homebaker #instagood #viral1
- Breaking News BREAKING News Headlines Today1
- ୨୩/୦୧ କଲ୍ଲା, ବାରକୋଟ । ରାଜ୍ୟରେ ସାର୍ବଜନୀନ ଜଳ ଉପଲବ୍ଧତା ଏବଂ କୃଷକ କଲ୍ୟାଣ ପାଇଁ ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ ସରକାରଙ୍କ ତରଫରୁ ମେଗା ପାଇପ୍ ଜଳ ଯୋଗାଣ (MPWS) ଯୋଜନାର ପ୍ରତିଷ୍ଠା ହୋଇସାରିଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ କୃଷି ଜଳସେଚନକୁ ବୃଦ୍ଧି କରିବା କିନ୍ତୁ ବାରକୋଟ ବ୍ଲକ ଅନ୍ତର୍ଗତ କଲ୍ଲା ଗ୍ରାମବାସୀ ଦୀର୍ଘ ଏକ ମାସରୁ ଅଧିକ ହେବ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି । ଯଦ୍ବାରାକି ଗ୍ରାମବାସୀଙ୍କ ଚାଷ ହୋଇ ଥିବା ଫସଲ ନଷ୍ଟ ହେବାକୁ ବସିଲାଣି । ଗ୍ରାମବାସୀଙ୍କ ଅଭିଯୋଗ ଯେ ସରକାରଙ୍କ ପ୍ରଦତ୍ତ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ କଲ କରିବା ପରେ ତିନି ଚାରି ଦିନରେ ମଧ୍ୟରେ ସମସ୍ୟାର ସମାଧାନ ହେବାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ସରକାରଙ୍କୁ ଅନୁରୋଧ ଏହି ସମସ୍ୟା ପ୍ରତି ଦୃଷ୍ଟି ପକାଇ ସମାଧାନ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ।1
- ନମସ୍କାର, ଦର୍ଶକବୃନ୍ଦ… ଆପଣମାନଙ୍କୁ ସ୍ୱାଗତ ଖବର ଓଡ଼ିଆର ଏହି ବୁଲେଟିନ୍ରେ। ପ୍ରଥମେ ଏକ ବଡ଼ ଖବର ବାଲେଶ୍ୱର ଜିଲ୍ଲାର ସିମୁଳିଆରୁ… ବେଆଇନ ମଦ ଗାଡିକୁ ମାଡ଼ିବସିଛି ସିମୁଳିଆ ପୋଲିସ। ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି। ସୂଚନା ଅନୁସାରେ, ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବେଆଇନ ମଦ ବିରୋଧରେ ଲଗାତାର ଅଭିଯାନ ଚାଲାଇଆସୁଛନ୍ତି। ଏହାର ପରିଣାମସ୍ୱରୂପ ମଦ ମାଫିଆଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ପେଟ୍ରୋଲିଙ୍ଗ ସମୟରେ, ମାର୍କୋଣା ପଶୁ ଡାକ୍ତରଖାନା ପାଖରେ ପୋଲିସ ଚଡାଉ କରି ଏକ ଟାଟା ମ୍ୟାଜିକ୍ ଗାଡିକୁ ଜବତ କରିଥିଲା। ଗାଡିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଗାଡି ଚାଳକ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହେମନ୍ତ ନାୟକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ଗଭୀର ତଦନ୍ତ ଜାରୀ ରହିଛି। ଏହି ଚଡାଉ କାର୍ଯ୍ୟରେ ଏଏସଆଇ ଅଶୋକ କୁମାର ବେହେରା, ବିଶ୍ୱଜିତ ସେଠି, ମହେନ୍ଦ୍ର ନାୟକ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ବେଆଇନ କାରବାର ବିରୋଧରେ ସିମୁଳିଆ ପୋଲିସର ଏହି ସଫଳତାକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଛନ୍ତି। ଆମେ ରଖିବୁ ଏହି ଖବର ଉପରେ ନଜର… ଆଗାମୀ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ। ଧନ୍ୟବାଦ…1
- ବାଲେଶ୍ଵର ଜିଲ୍ଲା ବାଲିଆପାଳ ଦେଉଳା ସ୍ଥିତ ଷ୍ଟେଟବ୍ଯାଙ୍କ ଗ୍ରାହକ ସେବାକେନ୍ଦ୍ର ରେ ଗ୍ରାହକ ଙ୍କ ଟଙ୍କା ଲୁଟ ଘଟଣା ରେ ରାସ୍ତା ଅବରୋଧକାରୀ ଙ୍କୁ ହଟାଇଲା ପୋଲିସ1
- ସରସ୍ବତୀ ପୂଜା ମହା ଆଡମ୍ବର ରେ ଚାଲିଛି #multiskilldevolopmentcenter #Saruabil #saraswatipuja1
- ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ସୁଭଦ୍ରା ସହାୟତା ରାଶି।1
- ନମସ୍କାର, ଦର୍ଶକବୃନ୍ଦ… ଆପଣମାନଙ୍କୁ ସ୍ୱାଗତ ଏହି ବୁଲେଟିନ୍ରେ। ପ୍ରଥମେ ଏକ ବଡ଼ ଖବର ବାଲେଶ୍ୱର ଜିଲ୍ଲାର ସିମୁଳିଆରୁ… ବେଆଇନ ମଦ ଗାଡିକୁ ମାଡ଼ିବସିଛି ସିମୁଳିଆ ପୋଲିସ। ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି। ସୂଚନା ଅନୁସାରେ, ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବେଆଇନ ମଦ ବିରୋଧରେ ଲଗାତାର ଅଭିଯାନ ଚାଲାଇଆସୁଛନ୍ତି। ଏହାର ପରିଣାମସ୍ୱରୂପ ମଦ ମାଫିଆଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ପେଟ୍ରୋଲିଙ୍ଗ ସମୟରେ, ମାର୍କୋଣା ପଶୁ ଡାକ୍ତରଖାନା ପାଖରେ ପୋଲିସ ଚଡାଉ କରି ଏକ ଟାଟା ମ୍ୟାଜିକ୍ ଗାଡିକୁ ଜବତ କରିଥିଲା। ଗାଡିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଗାଡି ଚାଳକ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହେମନ୍ତ ନାୟକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ଗଭୀର ତଦନ୍ତ ଜାରୀ ରହିଛି। ଏହି ଚଡାଉ କାର୍ଯ୍ୟରେ ଏଏସଆଇ ଅଶୋକ କୁମାର ବେହେରା, ବିଶ୍ୱଜିତ ସେଠି, ମହେନ୍ଦ୍ର ନାୟକ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ1