logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାରକୋଟ ବ୍ଲକର କଲ୍ଲା ଗ୍ରାମବାସୀ ମେଗା ଜଳ ଯୋଗାଣ ସୁବିଧାରୁ ବଂଚିତ । ୨୩/୦୧ କଲ୍ଲା, ବାରକୋଟ । ରାଜ୍ୟରେ ସାର୍ବଜନୀନ ଜଳ ଉପଲବ୍ଧତା ଏବଂ କୃଷକ କଲ୍ୟାଣ ପାଇଁ ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ ସରକାରଙ୍କ ତରଫରୁ ମେଗା ପାଇପ୍ ଜଳ ଯୋଗାଣ (MPWS) ଯୋଜନାର ପ୍ରତିଷ୍ଠା ହୋଇସାରିଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ କୃଷି ଜଳସେଚନକୁ ବୃଦ୍ଧି କରିବା କିନ୍ତୁ ବାରକୋଟ ବ୍ଲକ ଅନ୍ତର୍ଗତ କଲ୍ଲା ଗ୍ରାମବାସୀ ଦୀର୍ଘ ଏକ ମାସରୁ ଅଧିକ ହେବ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି । ଯଦ୍ବାରାକି ଗ୍ରାମବାସୀଙ୍କ ଚାଷ ହୋଇ ଥିବା ଫସଲ ନଷ୍ଟ ହେବାକୁ ବସିଲାଣି । ଗ୍ରାମବାସୀଙ୍କ ଅଭିଯୋଗ ଯେ ସରକାରଙ୍କ ପ୍ରଦତ୍ତ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ କଲ କରିବା ପରେ ତିନି ଚାରି ଦିନରେ ମଧ୍ୟରେ ସମସ୍ୟାର ସମାଧାନ ହେବାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ସରକାରଙ୍କୁ ଅନୁରୋଧ ଏହି ସମସ୍ୟା ପ୍ରତି ଦୃଷ୍ଟି ପକାଇ ସମାଧାନ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ।

11 hrs ago
user_NATURE'S BEAUTY
NATURE'S BEAUTY
ବରକୋଟ, ଦେବଗଡ଼, ଓଡ଼ିଶା•
11 hrs ago

ବାରକୋଟ ବ୍ଲକର କଲ୍ଲା ଗ୍ରାମବାସୀ ମେଗା ଜଳ ଯୋଗାଣ ସୁବିଧାରୁ ବଂଚିତ । ୨୩/୦୧ କଲ୍ଲା, ବାରକୋଟ । ରାଜ୍ୟରେ ସାର୍ବଜନୀନ ଜଳ ଉପଲବ୍ଧତା ଏବଂ କୃଷକ କଲ୍ୟାଣ ପାଇଁ ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ ସରକାରଙ୍କ ତରଫରୁ ମେଗା ପାଇପ୍ ଜଳ ଯୋଗାଣ (MPWS) ଯୋଜନାର ପ୍ରତିଷ୍ଠା ହୋଇସାରିଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ କୃଷି ଜଳସେଚନକୁ ବୃଦ୍ଧି କରିବା କିନ୍ତୁ ବାରକୋଟ ବ୍ଲକ ଅନ୍ତର୍ଗତ କଲ୍ଲା ଗ୍ରାମବାସୀ ଦୀର୍ଘ ଏକ ମାସରୁ ଅଧିକ ହେବ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି । ଯଦ୍ବାରାକି ଗ୍ରାମବାସୀଙ୍କ ଚାଷ ହୋଇ ଥିବା ଫସଲ ନଷ୍ଟ ହେବାକୁ ବସିଲାଣି । ଗ୍ରାମବାସୀଙ୍କ ଅଭିଯୋଗ ଯେ ସରକାରଙ୍କ ପ୍ରଦତ୍ତ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ କଲ କରିବା ପରେ ତିନି ଚାରି ଦିନରେ ମଧ୍ୟରେ ସମସ୍ୟାର ସମାଧାନ ହେବାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ସରକାରଙ୍କୁ ଅନୁରୋଧ ଏହି ସମସ୍ୟା ପ୍ରତି ଦୃଷ୍ଟି ପକାଇ ସମାଧାନ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ।

More news from ଓଡ଼ିଶା and nearby areas
  • ଶୀମତନା୍ରାଜନନାରାଜନହରେହରେକି ସେନାରାଜନନାରାଜନହରେହରେ
    1
    ଶୀମତନା୍ରାଜନନାରାଜନହରେହରେକି
ସେନାରାଜନନାରାଜନହରେହରେ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    15 hrs ago
  • ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
    1
    ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
    user_Kishorenagar Shuru
    Kishorenagar Shuru
    Local News Reporter Kishorenagar, Anugul•
    11 hrs ago
  • ଖୁବ ଜଲଦି ଓଡିଶା ଆଦର୍ଶ ବିଦ୍ୟାଳୟ, କାଳିଆପାଣି ଖୋଲିବାକୁ ଯାଉଛି #adarshabidyalaya #omc #Kaliapani #opening #jajpur #sukinda #odisha #highlight
    1
    ଖୁବ ଜଲଦି ଓଡିଶା ଆଦର୍ଶ ବିଦ୍ୟାଳୟ, କାଳିଆପାଣି ଖୋଲିବାକୁ ଯାଉଛି #adarshabidyalaya #omc #Kaliapani #opening #jajpur #sukinda #odisha #highlight
    user_RAJENDRA MAHANTA
    RAJENDRA MAHANTA
    Journalist କାଳିଆପାଣି, ଯାଜପୁର, ଓଡ଼ିଶା•
    4 hrs ago
  • Post by Ghatgaon mirror
    1
    Post by Ghatgaon mirror
    user_Ghatgaon mirror
    Ghatgaon mirror
    ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    20 hrs ago
  • ବୌଦ୍ଧ: ନବମ ଗଡ଼ଜାତ ମହୋତ୍ସବରେ ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ ସମ୍ପଦ ଅଗ୍ରୱାଲ
    1
    ବୌଦ୍ଧ: ନବମ ଗଡ଼ଜାତ ମହୋତ୍ସବରେ ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ ସମ୍ପଦ ଅଗ୍ରୱାଲ
    user_Ranjan Kumar Dash
    Ranjan Kumar Dash
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    19 min ago
  • ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୧୨୫ ତମ ପୂର୍ତ୍ତି ଉପଲକ୍ଷେ ଆଜି ଠୁ ଆରମ୍ଭ ହୋଇଯାଇଛି ଆଲୁମିନୀ ମହୋତ୍ସବ ତିନି ଦିନ ଧରି ହେବାକୁ ଥିବା ଏଇ ମହୋତ୍ସବ ରେ ଆଜି ପ୍ରଥମ ଦିନରେ ଅଞ୍ଚଳ ର ଶ୍ରଦ୍ଧାଳୁ ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ବାବା ଦେବେଶ୍ୱର ମନ୍ଦିର ପାର୍ଶ୍ଵ ଶଙ୍ଖଭାଙ୍ଗୁଣି ନଦୀ ରୁ ଏକ ସହ ଆଠଟି କଳସ ରେ ପାଣି ଆଣି ମାତା ସରସ୍ବତୀ ଙ୍କ ପୂଜାର୍ଚନା କରି ଆଲୁମିନୀ ମହୋତ୍ସବ ଆରମ୍ଭ
    1
    ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୧୨୫ ତମ ପୂର୍ତ୍ତି ଉପଲକ୍ଷେ ଆଜି ଠୁ ଆରମ୍ଭ ହୋଇଯାଇଛି ଆଲୁମିନୀ ମହୋତ୍ସବ ତିନି ଦିନ ଧରି ହେବାକୁ ଥିବା ଏଇ ମହୋତ୍ସବ ରେ ଆଜି ପ୍ରଥମ ଦିନରେ ଅଞ୍ଚଳ ର ଶ୍ରଦ୍ଧାଳୁ ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ବାବା ଦେବେଶ୍ୱର ମନ୍ଦିର ପାର୍ଶ୍ଵ ଶଙ୍ଖଭାଙ୍ଗୁଣି ନଦୀ ରୁ ଏକ ସହ ଆଠଟି କଳସ ରେ ପାଣି ଆଣି ମାତା ସରସ୍ବତୀ ଙ୍କ ପୂଜାର୍ଚନା କରି ଆଲୁମିନୀ ମହୋତ୍ସବ ଆରମ୍ଭ
    user_ସନ୍ଧାନ ନିଉଜ 🗞️
    ସନ୍ଧାନ ନିଉଜ 🗞️
    Journalist ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    5 hrs ago
  • ଧବାଳୀ ପୋଲ କାମ କେବେ ସମ୍ପୂର୍ଣ ହେବ #dhabali #Chingudipal #odisha #comment # Bridge #jajpur #sukinda
    1
    ଧବାଳୀ ପୋଲ କାମ କେବେ ସମ୍ପୂର୍ଣ ହେବ #dhabali #Chingudipal #odisha #comment # Bridge #jajpur #sukinda
    user_RAJENDRA MAHANTA
    RAJENDRA MAHANTA
    Journalist କାଳିଆପାଣି, ଯାଜପୁର, ଓଡ଼ିଶା•
    5 hrs ago
  • ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ
    1
    ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ
    user_Ranjan Kumar Dash
    Ranjan Kumar Dash
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    35 min ago
  • କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
    1
    କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ 
କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
    user_Partha Prasanna Mishra
    Partha Prasanna Mishra
    Journalist Karanjia, Mayurbhanj•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.