Shuru
Apke Nagar Ki App…
ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
Kishorenagar Shuru
ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
- User10509Gochhapada, Kandhamal😡58 min ago
- Daboki Kamarଅନୁଗୁଳ, ଅନୁଗୁଳ, ଓଡ଼ିଶା🙏8 hrs ago
More news from ଓଡ଼ିଶା and nearby areas
- ଶୀମତନା୍ରାଜନନାରାଜନହରେହରେକି ସେନାରାଜନନାରାଜନହରେହରେ1
- ଟାଟା ପାୱାର ଗ୍ରୀଡ୍ ରେ କଲର ରଙ୍ଗମରା କାର୍ଯ୍ୟର ବିଲ୍ ପାଇ ପାରିଲେ ନାହିଁ ଠିକାଦାର...।।1
- ସୁବର୍ଣ୍ଣପୁର: ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ମତଦାତାଙ୍କ ଶପଥପାଠ କରାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଯଶ୍ୱସିନି ପ୍ରୁଥାଲ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ପ୍ରମୁଖ ଉପସ୍ଥିତଥିଲେ।1
- ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୧୨୫ ତମ ପୂର୍ତ୍ତି ଉପଲକ୍ଷେ ଆଜି ଠୁ ଆରମ୍ଭ ହୋଇଯାଇଛି ଆଲୁମିନୀ ମହୋତ୍ସବ ତିନି ଦିନ ଧରି ହେବାକୁ ଥିବା ଏଇ ମହୋତ୍ସବ ରେ ଆଜି ପ୍ରଥମ ଦିନରେ ଅଞ୍ଚଳ ର ଶ୍ରଦ୍ଧାଳୁ ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ବାବା ଦେବେଶ୍ୱର ମନ୍ଦିର ପାର୍ଶ୍ଵ ଶଙ୍ଖଭାଙ୍ଗୁଣି ନଦୀ ରୁ ଏକ ସହ ଆଠଟି କଳସ ରେ ପାଣି ଆଣି ମାତା ସରସ୍ବତୀ ଙ୍କ ପୂଜାର୍ଚନା କରି ଆଲୁମିନୀ ମହୋତ୍ସବ ଆରମ୍ଭ1
- agarbatti machine1
- ଗୁରୁଜନ ମାନଙ୍କ ସହିତ କଥା କହିବା ଶିଖି//ସେପରା ଆମ ବାପା ସମ୍ମାନ #trending #shortsfeed #shorts #imotional 3111
- ସୁବର୍ଣ୍ଣପୁର: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ସୁରେଶ୍ଵରୀ ମନ୍ଦିର ପ୍ରାଙ୍ଗଣରୁ ସୋନପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକତା ପଦଯାତ୍ରା ଜିଲ୍ଲା ପ୍ରଶାସନ ଦ୍ବାରା ଅନୁଷ୍ଠିତ। ଏହାକୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ସହର ପରିକ୍ରମା କରି ସୋନପୁର ମହାବିଦ୍ୟାଳୟ ଠାରେ ପହଞ୍ଚିଥିଲା।1
- प्रयागराज में हुई निंदनीय घटना को लेकर महाराज श्री का महत्वपूर्ण संदेश #prayagraj #UttarPradesh #sanatandharma1
- ୨୩/୦୧ କଲ୍ଲା, ବାରକୋଟ । ରାଜ୍ୟରେ ସାର୍ବଜନୀନ ଜଳ ଉପଲବ୍ଧତା ଏବଂ କୃଷକ କଲ୍ୟାଣ ପାଇଁ ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ ସରକାରଙ୍କ ତରଫରୁ ମେଗା ପାଇପ୍ ଜଳ ଯୋଗାଣ (MPWS) ଯୋଜନାର ପ୍ରତିଷ୍ଠା ହୋଇସାରିଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ କୃଷି ଜଳସେଚନକୁ ବୃଦ୍ଧି କରିବା କିନ୍ତୁ ବାରକୋଟ ବ୍ଲକ ଅନ୍ତର୍ଗତ କଲ୍ଲା ଗ୍ରାମବାସୀ ଦୀର୍ଘ ଏକ ମାସରୁ ଅଧିକ ହେବ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି । ଯଦ୍ବାରାକି ଗ୍ରାମବାସୀଙ୍କ ଚାଷ ହୋଇ ଥିବା ଫସଲ ନଷ୍ଟ ହେବାକୁ ବସିଲାଣି । ଗ୍ରାମବାସୀଙ୍କ ଅଭିଯୋଗ ଯେ ସରକାରଙ୍କ ପ୍ରଦତ୍ତ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ କଲ କରିବା ପରେ ତିନି ଚାରି ଦିନରେ ମଧ୍ୟରେ ସମସ୍ୟାର ସମାଧାନ ହେବାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ସରକାରଙ୍କୁ ଅନୁରୋଧ ଏହି ସମସ୍ୟା ପ୍ରତି ଦୃଷ୍ଟି ପକାଇ ସମାଧାନ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ।1