logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଟାଟା ପାୱାର ଗ୍ରୀଡ୍ ରେ କଲର ରଙ୍ଗମରା କାର୍ଯ୍ୟର ବିଲ୍ ପାଇ ପାରିଲେ ନାହିଁ ଠିକାଦାର...।।

20 hrs ago
user_Nilesh Anirudha Nayak
Nilesh Anirudha Nayak
Journalist Debagarh, Deogarh•
20 hrs ago

ଟାଟା ପାୱାର ଗ୍ରୀଡ୍ ରେ କଲର ରଙ୍ଗମରା କାର୍ଯ୍ୟର ବିଲ୍ ପାଇ ପାରିଲେ ନାହିଁ ଠିକାଦାର...।।

More news from Deogarh and nearby areas
  • ଟାଟା ପାୱାର ଗ୍ରୀଡ୍ ରେ କଲର ରଙ୍ଗମରା କାର୍ଯ୍ୟର ବିଲ୍ ପାଇ ପାରିଲେ ନାହିଁ ଠିକାଦାର...।।
    1
    ଟାଟା ପାୱାର ଗ୍ରୀଡ୍ ରେ କଲର ରଙ୍ଗମରା କାର୍ଯ୍ୟର ବିଲ୍ ପାଇ ପାରିଲେ ନାହିଁ ଠିକାଦାର...।।
    user_Nilesh Anirudha Nayak
    Nilesh Anirudha Nayak
    Journalist Debagarh, Deogarh•
    20 hrs ago
  • ୨୩/୦୧ କଲ୍ଲା, ବାରକୋଟ । ରାଜ୍ୟରେ ସାର୍ବଜନୀନ ଜଳ ଉପଲବ୍ଧତା ଏବଂ କୃଷକ କଲ୍ୟାଣ ପାଇଁ ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ ସରକାରଙ୍କ ତରଫରୁ ମେଗା ପାଇପ୍ ଜଳ ଯୋଗାଣ (MPWS) ଯୋଜନାର ପ୍ରତିଷ୍ଠା ହୋଇସାରିଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ କୃଷି ଜଳସେଚନକୁ ବୃଦ୍ଧି କରିବା କିନ୍ତୁ ବାରକୋଟ ବ୍ଲକ ଅନ୍ତର୍ଗତ କଲ୍ଲା ଗ୍ରାମବାସୀ ଦୀର୍ଘ ଏକ ମାସରୁ ଅଧିକ ହେବ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି । ଯଦ୍ବାରାକି ଗ୍ରାମବାସୀଙ୍କ ଚାଷ ହୋଇ ଥିବା ଫସଲ ନଷ୍ଟ ହେବାକୁ ବସିଲାଣି । ଗ୍ରାମବାସୀଙ୍କ ଅଭିଯୋଗ ଯେ ସରକାରଙ୍କ ପ୍ରଦତ୍ତ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ କଲ କରିବା ପରେ ତିନି ଚାରି ଦିନରେ ମଧ୍ୟରେ ସମସ୍ୟାର ସମାଧାନ ହେବାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ସରକାରଙ୍କୁ ଅନୁରୋଧ ଏହି ସମସ୍ୟା ପ୍ରତି ଦୃଷ୍ଟି ପକାଇ ସମାଧାନ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ।
    1
    ୨୩/୦୧ କଲ୍ଲା, ବାରକୋଟ । 
ରାଜ୍ୟରେ ସାର୍ବଜନୀନ ଜଳ ଉପଲବ୍ଧତା ଏବଂ କୃଷକ କଲ୍ୟାଣ ପାଇଁ ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ ସରକାରଙ୍କ ତରଫରୁ ମେଗା ପାଇପ୍ ଜଳ ଯୋଗାଣ (MPWS) ଯୋଜନାର ପ୍ରତିଷ୍ଠା ହୋଇସାରିଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ କୃଷି ଜଳସେଚନକୁ ବୃଦ୍ଧି କରିବା କିନ୍ତୁ ବାରକୋଟ ବ୍ଲକ ଅନ୍ତର୍ଗତ କଲ୍ଲା ଗ୍ରାମବାସୀ ଦୀର୍ଘ ଏକ ମାସରୁ ଅଧିକ ହେବ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି । ଯଦ୍ବାରାକି ଗ୍ରାମବାସୀଙ୍କ ଚାଷ ହୋଇ ଥିବା ଫସଲ ନଷ୍ଟ ହେବାକୁ ବସିଲାଣି । ଗ୍ରାମବାସୀଙ୍କ ଅଭିଯୋଗ ଯେ ସରକାରଙ୍କ ପ୍ରଦତ୍ତ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ  କଲ କରିବା ପରେ ତିନି ଚାରି ଦିନରେ ମଧ୍ୟରେ ସମସ୍ୟାର ସମାଧାନ ହେବାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ସରକାରଙ୍କୁ ଅନୁରୋଧ ଏହି ସମସ୍ୟା ପ୍ରତି ଦୃଷ୍ଟି ପକାଇ ସମାଧାନ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ।
    user_NATURE'S BEAUTY
    NATURE'S BEAUTY
    ବରକୋଟ, ଦେବଗଡ଼, ଓଡ଼ିଶା•
    11 hrs ago
  • ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି
    1
    ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି
    user_Jitendra Muduli
    Jitendra Muduli
    Journalist ଜମନକିରା, ସମ୍ବଲପୁର, ଓଡ଼ିଶା•
    3 hrs ago
  • ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ଐତିହାସିକ ସ୍ମୃତି ବହନ କରୁଥିବା ବାଜି ରାଉତ ଛାତ୍ରାବାସ ବିପଦରେ ପଡ଼ିଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଛାତ୍ରାବାସକୁ ବଦନାମ କରିବା ସହ ଏହାର ସ୍ଥାବର–ଅସ୍ଥାବର ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଛାତ୍ରାବାସର କାର୍ଯ୍ୟକର୍ତ୍ତାମାନେ। ସାମ୍ବାଦିକ ସମ୍ମିଳନୀରେ କୃଷ୍ଣା ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଅନୁଗୋଳରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୧୯୯୬ ମସିହାରେ ମାଳତୀ ଚୌଧୁରୀ ଏକ ୱିଲ୍‌ ମାଧ୍ୟମରେ ନିଜ କ୍ରୟ ଜମିରୁ ୨.୨୩ ଏକର ଜମି ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ। ଟିକସ ଅଭାବରୁ ଦୀର୍ଘ ସମୟ ଧରି ଏହି ଜମି ଛାତ୍ରାବାସ ନାମରେ ପଞ୍ଜିକୃତ ହୋଇପାରିନଥିଲେ ମଧ୍ୟ, ଗତବର୍ଷ ଆଧିକାରିକ ଭାବେ ଛାତ୍ରାବାସ ନାମରେ ପଟ୍ଟା କରାଯାଇଛି। ତେବେ ଏହି ସମ୍ପତ୍ତି ଉପରେ ଅଧିକାର ଦାବି କରି କୃଷ୍ଣା ମହାନ୍ତିଙ୍କ ପୁଅ ଅମ୍ଳାନ ମହାନ୍ତି ଓ ତାଙ୍କ ପତ୍ନୀ ଅଦାଲତରେ ମାମଲା ଦାୟର କରିଥିବା ଅଭିଯୋଗ ହୋଇଛି। ଛାତ୍ରାବାସର ସ୍ୱାର୍ଥକୁ ଗୁରୁତ୍ୱ ଦେବାରୁ କୃଷ୍ଣା ମହାନ୍ତି ଶାରୀରିକ ନିର୍ଯାତନାର ସିକାର ହୋଇଥିବା ଓ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଥିବା ମଧ୍ୟ ସେ କହିଛନ୍ତି। ଭୟଭୀତ ପରିସ୍ଥିତିରେ ବର୍ତ୍ତମାନ ସେ ଛାତ୍ରାବାସ ପରିସରରେ ଥିବା ନୁମା–ବାପୀ କୁଟୀରରେ ରହୁଛନ୍ତି, ଯାହା ପୂର୍ବରୁ ମ୍ୟୁଜିୟମ୍‌ ଭାବେ ବ୍ୟବହୃତ ହୋଇଆସୁଥିଲା। ସେହିପରି ଛାତ୍ରାବାସର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ପରିସ୍ଥିତିରେ ଛାତ୍ରାବାସ ଜମିର ଡି-ମାର୍କେସନ୍‌ କରି ପାଚେରି ନିର୍ମାଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି। ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବାବେଳେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।
    1
    ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ଐତିହାସିକ ସ୍ମୃତି ବହନ କରୁଥିବା ବାଜି ରାଉତ ଛାତ୍ରାବାସ ବିପଦରେ ପଡ଼ିଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଛାତ୍ରାବାସକୁ ବଦନାମ କରିବା ସହ ଏହାର ସ୍ଥାବର–ଅସ୍ଥାବର ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଛାତ୍ରାବାସର କାର୍ଯ୍ୟକର୍ତ୍ତାମାନେ।
ସାମ୍ବାଦିକ ସମ୍ମିଳନୀରେ କୃଷ୍ଣା ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଅନୁଗୋଳରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା କରିଥିଲେ।
ସେ ଅଭିଯୋଗ କରିଛନ୍ତି ଯେ, ୧୯୯୬ ମସିହାରେ ମାଳତୀ ଚୌଧୁରୀ ଏକ ୱିଲ୍‌ ମାଧ୍ୟମରେ ନିଜ କ୍ରୟ ଜମିରୁ ୨.୨୩ ଏକର ଜମି ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ। ଟିକସ ଅଭାବରୁ ଦୀର୍ଘ ସମୟ ଧରି ଏହି ଜମି ଛାତ୍ରାବାସ ନାମରେ ପଞ୍ଜିକୃତ ହୋଇପାରିନଥିଲେ ମଧ୍ୟ, ଗତବର୍ଷ ଆଧିକାରିକ ଭାବେ ଛାତ୍ରାବାସ ନାମରେ ପଟ୍ଟା କରାଯାଇଛି।
ତେବେ ଏହି ସମ୍ପତ୍ତି ଉପରେ ଅଧିକାର ଦାବି କରି କୃଷ୍ଣା ମହାନ୍ତିଙ୍କ ପୁଅ ଅମ୍ଳାନ ମହାନ୍ତି ଓ ତାଙ୍କ ପତ୍ନୀ ଅଦାଲତରେ ମାମଲା ଦାୟର କରିଥିବା ଅଭିଯୋଗ ହୋଇଛି। ଛାତ୍ରାବାସର ସ୍ୱାର୍ଥକୁ ଗୁରୁତ୍ୱ ଦେବାରୁ କୃଷ୍ଣା ମହାନ୍ତି ଶାରୀରିକ ନିର୍ଯାତନାର ସିକାର ହୋଇଥିବା ଓ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଥିବା ମଧ୍ୟ ସେ କହିଛନ୍ତି।
ଭୟଭୀତ ପରିସ୍ଥିତିରେ ବର୍ତ୍ତମାନ ସେ ଛାତ୍ରାବାସ ପରିସରରେ ଥିବା ନୁମା–ବାପୀ କୁଟୀରରେ ରହୁଛନ୍ତି, ଯାହା ପୂର୍ବରୁ ମ୍ୟୁଜିୟମ୍‌ ଭାବେ ବ୍ୟବହୃତ ହୋଇଆସୁଥିଲା। ସେହିପରି ଛାତ୍ରାବାସର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।
ଏହି ପରିସ୍ଥିତିରେ ଛାତ୍ରାବାସ ଜମିର ଡି-ମାର୍କେସନ୍‌ କରି ପାଚେରି ନିର୍ମାଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି। ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବାବେଳେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।
    user_DEB REPOTER
    DEB REPOTER
    Credit reporting agency Palalahada, Anugul•
    8 hrs ago
  • ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
    1
    ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
    user_Kishorenagar Shuru
    Kishorenagar Shuru
    Local News Reporter Kishorenagar, Anugul•
    11 hrs ago
  • ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୧୨୫ ତମ ପୂର୍ତ୍ତି ଉପଲକ୍ଷେ ଆଜି ଠୁ ଆରମ୍ଭ ହୋଇଯାଇଛି ଆଲୁମିନୀ ମହୋତ୍ସବ ତିନି ଦିନ ଧରି ହେବାକୁ ଥିବା ଏଇ ମହୋତ୍ସବ ରେ ଆଜି ପ୍ରଥମ ଦିନରେ ଅଞ୍ଚଳ ର ଶ୍ରଦ୍ଧାଳୁ ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ବାବା ଦେବେଶ୍ୱର ମନ୍ଦିର ପାର୍ଶ୍ଵ ଶଙ୍ଖଭାଙ୍ଗୁଣି ନଦୀ ରୁ ଏକ ସହ ଆଠଟି କଳସ ରେ ପାଣି ଆଣି ମାତା ସରସ୍ବତୀ ଙ୍କ ପୂଜାର୍ଚନା କରି ଆଲୁମିନୀ ମହୋତ୍ସବ ଆରମ୍ଭ
    1
    ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୧୨୫ ତମ ପୂର୍ତ୍ତି ଉପଲକ୍ଷେ ଆଜି ଠୁ ଆରମ୍ଭ ହୋଇଯାଇଛି ଆଲୁମିନୀ ମହୋତ୍ସବ ତିନି ଦିନ ଧରି ହେବାକୁ ଥିବା ଏଇ ମହୋତ୍ସବ ରେ ଆଜି ପ୍ରଥମ ଦିନରେ ଅଞ୍ଚଳ ର ଶ୍ରଦ୍ଧାଳୁ ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ବାବା ଦେବେଶ୍ୱର ମନ୍ଦିର ପାର୍ଶ୍ଵ ଶଙ୍ଖଭାଙ୍ଗୁଣି ନଦୀ ରୁ ଏକ ସହ ଆଠଟି କଳସ ରେ ପାଣି ଆଣି ମାତା ସରସ୍ବତୀ ଙ୍କ ପୂଜାର୍ଚନା କରି ଆଲୁମିନୀ ମହୋତ୍ସବ ଆରମ୍ଭ
    user_ସନ୍ଧାନ ନିଉଜ 🗞️
    ସନ୍ଧାନ ନିଉଜ 🗞️
    Journalist ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    5 hrs ago
  • प्रयागराज में हुई निंदनीय घटना को लेकर महाराज श्री का महत्वपूर्ण संदेश #prayagraj #UttarPradesh #sanatandharma
    1
    प्रयागराज में हुई निंदनीय घटना को लेकर महाराज श्री का महत्वपूर्ण संदेश
#prayagraj  #UttarPradesh  #sanatandharma
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    14 hrs ago
  • Post by DEB REPOTER
    1
    Post by DEB REPOTER
    user_DEB REPOTER
    DEB REPOTER
    Credit reporting agency Palalahada, Anugul•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.