Shuru
Apke Nagar Ki App…
ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି
Jitendra Muduli
ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି
More news from ଓଡ଼ିଶା and nearby areas
- ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି1
- ଟାଟା ପାୱାର ଗ୍ରୀଡ୍ ରେ କଲର ରଙ୍ଗମରା କାର୍ଯ୍ୟର ବିଲ୍ ପାଇ ପାରିଲେ ନାହିଁ ଠିକାଦାର...।।1
- ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୧୨୫ ତମ ପୂର୍ତ୍ତି ଉପଲକ୍ଷେ ଆଜି ଠୁ ଆରମ୍ଭ ହୋଇଯାଇଛି ଆଲୁମିନୀ ମହୋତ୍ସବ ତିନି ଦିନ ଧରି ହେବାକୁ ଥିବା ଏଇ ମହୋତ୍ସବ ରେ ଆଜି ପ୍ରଥମ ଦିନରେ ଅଞ୍ଚଳ ର ଶ୍ରଦ୍ଧାଳୁ ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ବାବା ଦେବେଶ୍ୱର ମନ୍ଦିର ପାର୍ଶ୍ଵ ଶଙ୍ଖଭାଙ୍ଗୁଣି ନଦୀ ରୁ ଏକ ସହ ଆଠଟି କଳସ ରେ ପାଣି ଆଣି ମାତା ସରସ୍ବତୀ ଙ୍କ ପୂଜାର୍ଚନା କରି ଆଲୁମିନୀ ମହୋତ୍ସବ ଆରମ୍ଭ1
- प्रयागराज में हुई निंदनीय घटना को लेकर महाराज श्री का महत्वपूर्ण संदेश #prayagraj #UttarPradesh #sanatandharma1
- ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l1
- ୨୩/୦୧ କଲ୍ଲା, ବାରକୋଟ । ରାଜ୍ୟରେ ସାର୍ବଜନୀନ ଜଳ ଉପଲବ୍ଧତା ଏବଂ କୃଷକ କଲ୍ୟାଣ ପାଇଁ ଦେବଗଡ଼ ଜିଲ୍ଲାର ତିନୋଟି ବ୍ଲକରେ ସରକାରଙ୍କ ତରଫରୁ ମେଗା ପାଇପ୍ ଜଳ ଯୋଗାଣ (MPWS) ଯୋଜନାର ପ୍ରତିଷ୍ଠା ହୋଇସାରିଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ କୃଷି ଜଳସେଚନକୁ ବୃଦ୍ଧି କରିବା କିନ୍ତୁ ବାରକୋଟ ବ୍ଲକ ଅନ୍ତର୍ଗତ କଲ୍ଲା ଗ୍ରାମବାସୀ ଦୀର୍ଘ ଏକ ମାସରୁ ଅଧିକ ହେବ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି । ଯଦ୍ବାରାକି ଗ୍ରାମବାସୀଙ୍କ ଚାଷ ହୋଇ ଥିବା ଫସଲ ନଷ୍ଟ ହେବାକୁ ବସିଲାଣି । ଗ୍ରାମବାସୀଙ୍କ ଅଭିଯୋଗ ଯେ ସରକାରଙ୍କ ପ୍ରଦତ୍ତ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ କଲ କରିବା ପରେ ତିନି ଚାରି ଦିନରେ ମଧ୍ୟରେ ସମସ୍ୟାର ସମାଧାନ ହେବାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ସରକାରଙ୍କୁ ଅନୁରୋଧ ଏହି ସମସ୍ୟା ପ୍ରତି ଦୃଷ୍ଟି ପକାଇ ସମାଧାନ କରାଗଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ।1
- ବୌଦ୍ଧ: ନବମ ଗଡ଼ଜାତ ମହୋତ୍ସବରେ ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ ସମ୍ପଦ ଅଗ୍ରୱାଲ1
- ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ1