Shuru
Apke Nagar Ki App…
ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ
Ranjan Kumar Dash
ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ
More news from ଓଡ଼ିଶା and nearby areas
- ବୌଦ୍ଧ: ନବମ ଗଡ଼ଜାତ ମହୋତ୍ସବରେ ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ ସମ୍ପଦ ଅଗ୍ରୱାଲ1
- Post by Mozilla Khabara1
- ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l1
- କଫସିରଫ ଚାଲାଣବେଳେ ମାଡ଼ିବସିଲା ପୋଲିସ : 15ସହ ବଟଲ କଫସିରଫ ସହ କାର ଓ ପିକଅପ ଭେନ ଜବତ 3 ଗିରଫ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସକୁ ମିଳିଛି ଏହି ସଫଳତା l କଟକ ରୁ ଦୁଇଗୋଟି ଗାଡ଼ିରେ କଫସିରଫ ଆସୁଥିବନେଇ ବୀରମହାରାଜପୁର ପୋଲିସ ପାଖରେ ଖବର ପହଁଚିଥିଲା l ଫଳରେ ପୋଲିସ ସୁବଳୟା ବୀରମହାରାଜପୁର ରାସ୍ତାର ଜଟେସିଂହା ହରିହରଯୋର ସେତୁ ନିକଟରେ ଛପି ରହିଥିଲା l ସେପଟୁ ଆସୁଥିବା ଏକ ପିକଅପ ଭେନ ଓ ହୁଣ୍ଡାଇ କାରକୁ ଅଟକାଇ ଯାଞ୍ଚ କଲାପରେ ଉଭୟ ଗାଡ଼ିରୁ 15 ଶହ ବୋଟଲ କଫସିରଫ ବାହାରିଥିଲା l ଫଳରେ କଫସିରଫ ଏବଂ ଉଭୟ ଗାଡିକୁ ଜବତ କରିବା ସହ ଦୁଇଗାଡ଼ିରେ ତିନିଜଣଙ୍କୁ ଗିରଫ କରିଛି l ଏହି କଫସିରଫ ଉଲୁଣ୍ଡାକୁ ନିଆଯାଉଥିବା ଜଣାପଡିଛି l ସେହିଭଳି ମୁଖ୍ୟ ଅଭିଯୁକ୍ତ ଦିବ୍ୟ ଜଗଦଲାଙ୍କ ନାମରେ ପୂର୍ବରୁ ଦୁଇଗୋଟି କଫସିରଫ କେଶ ଏବଂ ଗୋଟି ହତ୍ୟା ମାମଲା ରହିଥିବା ପୋଲିସ ସୂଚନା ଦେଇଛି lଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ର ଏଡିସନାଲଏସପି କେକେ ହରିପ୍ରସାଦ l1
- ଶାନ୍ତି ଆନନ୍ଦ ଆଶ୍ରମ ପରିସରରେ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ1
- ସୁବର୍ଣ୍ଣପୁର: ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ମତଦାତାଙ୍କ ଶପଥପାଠ କରାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଯଶ୍ୱସିନି ପ୍ରୁଥାଲ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ପ୍ରମୁଖ ଉପସ୍ଥିତଥିଲେ।1
- ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି1
- ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ1