logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଫସିରଫ ଚାଲାଣବେଳେ ମାଡ଼ିବସିଲା ପୋଲିସ : 15ସହ ବଟଲ କଫସିରଫ ସହ କାର ଓ ପିକଅପ ଭେନ ଜବତ 3 ଗିରଫ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସକୁ ମିଳିଛି ଏହି ସଫଳତା l କଟକ ରୁ ଦୁଇଗୋଟି ଗାଡ଼ିରେ କଫସିରଫ ଆସୁଥିବନେଇ ବୀରମହାରାଜପୁର ପୋଲିସ ପାଖରେ ଖବର ପହଁଚିଥିଲା l ଫଳରେ ପୋଲିସ ସୁବଳୟା ବୀରମହାରାଜପୁର ରାସ୍ତାର ଜଟେସିଂହା ହରିହରଯୋର ସେତୁ ନିକଟରେ ଛପି ରହିଥିଲା l ସେପଟୁ ଆସୁଥିବା ଏକ ପିକଅପ ଭେନ ଓ ହୁଣ୍ଡାଇ କାରକୁ ଅଟକାଇ ଯାଞ୍ଚ କଲାପରେ ଉଭୟ ଗାଡ଼ିରୁ 15 ଶହ ବୋଟଲ କଫସିରଫ ବାହାରିଥିଲା l ଫଳରେ କଫସିରଫ ଏବଂ ଉଭୟ ଗାଡିକୁ ଜବତ କରିବା ସହ ଦୁଇଗାଡ଼ିରେ ତିନିଜଣଙ୍କୁ ଗିରଫ କରିଛି l ଏହି କଫସିରଫ ଉଲୁଣ୍ଡାକୁ ନିଆଯାଉଥିବା ଜଣାପଡିଛି l ସେହିଭଳି ମୁଖ୍ୟ ଅଭିଯୁକ୍ତ ଦିବ୍ୟ ଜଗଦଲାଙ୍କ ନାମରେ ପୂର୍ବରୁ ଦୁଇଗୋଟି କଫସିରଫ କେଶ ଏବଂ ଗୋଟି ହତ୍ୟା ମାମଲା ରହିଥିବା ପୋଲିସ ସୂଚନା ଦେଇଛି lଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ର ଏଡିସନାଲଏସପି କେକେ ହରିପ୍ରସାଦ l

10 hrs ago
user_SONEPUR NEWS
SONEPUR NEWS
Journalist Sonapur, Sonepur•

More news from Sonepur and nearby areas
  • କଫସିରଫ ଚାଲାଣବେଳେ ମାଡ଼ିବସିଲା ପୋଲିସ : 15ସହ ବଟଲ କଫସିରଫ ସହ କାର ଓ ପିକଅପ ଭେନ ଜବତ 3 ଗିରଫ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସକୁ ମିଳିଛି ଏହି ସଫଳତା l କଟକ ରୁ ଦୁଇଗୋଟି ଗାଡ଼ିରେ କଫସିରଫ ଆସୁଥିବନେଇ ବୀରମହାରାଜପୁର ପୋଲିସ ପାଖରେ ଖବର ପହଁଚିଥିଲା l ଫଳରେ ପୋଲିସ ସୁବଳୟା ବୀରମହାରାଜପୁର ରାସ୍ତାର ଜଟେସିଂହା ହରିହରଯୋର ସେତୁ ନିକଟରେ ଛପି ରହିଥିଲା l ସେପଟୁ ଆସୁଥିବା ଏକ ପିକଅପ ଭେନ ଓ ହୁଣ୍ଡାଇ କାରକୁ ଅଟକାଇ ଯାଞ୍ଚ କଲାପରେ ଉଭୟ ଗାଡ଼ିରୁ 15 ଶହ ବୋଟଲ କଫସିରଫ ବାହାରିଥିଲା l ଫଳରେ କଫସିରଫ ଏବଂ ଉଭୟ ଗାଡିକୁ ଜବତ କରିବା ସହ ଦୁଇଗାଡ଼ିରେ ତିନିଜଣଙ୍କୁ ଗିରଫ କରିଛି l ଏହି କଫସିରଫ ଉଲୁଣ୍ଡାକୁ ନିଆଯାଉଥିବା ଜଣାପଡିଛି l ସେହିଭଳି ମୁଖ୍ୟ ଅଭିଯୁକ୍ତ ଦିବ୍ୟ ଜଗଦଲାଙ୍କ ନାମରେ ପୂର୍ବରୁ ଦୁଇଗୋଟି କଫସିରଫ କେଶ ଏବଂ ଗୋଟି ହତ୍ୟା ମାମଲା ରହିଥିବା ପୋଲିସ ସୂଚନା ଦେଇଛି lଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ର ଏଡିସନାଲଏସପି କେକେ ହରିପ୍ରସାଦ l
    1
    କଫସିରଫ ଚାଲାଣବେଳେ ମାଡ଼ିବସିଲା ପୋଲିସ : 15ସହ ବଟଲ କଫସିରଫ ସହ କାର ଓ ପିକଅପ ଭେନ ଜବତ 3 ଗିରଫ  l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସକୁ ମିଳିଛି ଏହି ସଫଳତା l କଟକ ରୁ ଦୁଇଗୋଟି ଗାଡ଼ିରେ କଫସିରଫ ଆସୁଥିବନେଇ ବୀରମହାରାଜପୁର ପୋଲିସ ପାଖରେ ଖବର ପହଁଚିଥିଲା l ଫଳରେ ପୋଲିସ ସୁବଳୟା ବୀରମହାରାଜପୁର ରାସ୍ତାର ଜଟେସିଂହା ହରିହରଯୋର ସେତୁ ନିକଟରେ ଛପି ରହିଥିଲା l ସେପଟୁ ଆସୁଥିବା ଏକ ପିକଅପ ଭେନ ଓ ହୁଣ୍ଡାଇ କାରକୁ ଅଟକାଇ ଯାଞ୍ଚ କଲାପରେ ଉଭୟ ଗାଡ଼ିରୁ 15 ଶହ ବୋଟଲ କଫସିରଫ ବାହାରିଥିଲା l ଫଳରେ କଫସିରଫ ଏବଂ ଉଭୟ ଗାଡିକୁ ଜବତ କରିବା ସହ ଦୁଇଗାଡ଼ିରେ ତିନିଜଣଙ୍କୁ ଗିରଫ କରିଛି l ଏହି କଫସିରଫ ଉଲୁଣ୍ଡାକୁ ନିଆଯାଉଥିବା ଜଣାପଡିଛି l ସେହିଭଳି ମୁଖ୍ୟ ଅଭିଯୁକ୍ତ ଦିବ୍ୟ ଜଗଦଲାଙ୍କ ନାମରେ ପୂର୍ବରୁ ଦୁଇଗୋଟି କଫସିରଫ କେଶ ଏବଂ ଗୋଟି ହତ୍ୟା ମାମଲା ରହିଥିବା ପୋଲିସ ସୂଚନା ଦେଇଛି lଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ର ଏଡିସନାଲଏସପି କେକେ ହରିପ୍ରସାଦ l
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    10 hrs ago
  • ଶାନ୍ତି ଆନନ୍ଦ ଆଶ୍ରମ ପରିସରରେ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
    1
    ଶାନ୍ତି ଆନନ୍ଦ ଆଶ୍ରମ ପରିସରରେ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠାକୁ  ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
    user_Ajira Samachar
    Ajira Samachar
    Journalist ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • ବୌଦ୍ଧ: ନବମ ଗଡ଼ଜାତ ମହୋତ୍ସବରେ ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ ସମ୍ପଦ ଅଗ୍ରୱାଲ
    1
    ବୌଦ୍ଧ: ନବମ ଗଡ଼ଜାତ ମହୋତ୍ସବରେ ସମ୍ମାନିତ ହେଲେ ବରିଷ୍ଠ ସାମ୍ବାଦିକ ସମ୍ପଦ ଅଗ୍ରୱାଲ
    user_Ranjan Kumar Dash
    Ranjan Kumar Dash
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
  • Post by Mozilla Khabara
    1
    Post by Mozilla Khabara
    user_Mozilla Khabara
    Mozilla Khabara
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    16 hrs ago
  • ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୧୨୫ ତମ ପୂର୍ତ୍ତି ଉପଲକ୍ଷେ ଆଜି ଠୁ ଆରମ୍ଭ ହୋଇଯାଇଛି ଆଲୁମିନୀ ମହୋତ୍ସବ ତିନି ଦିନ ଧରି ହେବାକୁ ଥିବା ଏଇ ମହୋତ୍ସବ ରେ ଆଜି ପ୍ରଥମ ଦିନରେ ଅଞ୍ଚଳ ର ଶ୍ରଦ୍ଧାଳୁ ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ବାବା ଦେବେଶ୍ୱର ମନ୍ଦିର ପାର୍ଶ୍ଵ ଶଙ୍ଖଭାଙ୍ଗୁଣି ନଦୀ ରୁ ଏକ ସହ ଆଠଟି କଳସ ରେ ପାଣି ଆଣି ମାତା ସରସ୍ବତୀ ଙ୍କ ପୂଜାର୍ଚନା କରି ଆଲୁମିନୀ ମହୋତ୍ସବ ଆରମ୍ଭ
    1
    ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୧୨୫ ତମ ପୂର୍ତ୍ତି ଉପଲକ୍ଷେ ଆଜି ଠୁ ଆରମ୍ଭ ହୋଇଯାଇଛି ଆଲୁମିନୀ ମହୋତ୍ସବ ତିନି ଦିନ ଧରି ହେବାକୁ ଥିବା ଏଇ ମହୋତ୍ସବ ରେ ଆଜି ପ୍ରଥମ ଦିନରେ ଅଞ୍ଚଳ ର ଶ୍ରଦ୍ଧାଳୁ ମହିଳା ଏବଂ ଛାତ୍ର ଛାତ୍ରୀ ମାନେ ବାବା ଦେବେଶ୍ୱର ମନ୍ଦିର ପାର୍ଶ୍ଵ ଶଙ୍ଖଭାଙ୍ଗୁଣି ନଦୀ ରୁ ଏକ ସହ ଆଠଟି କଳସ ରେ ପାଣି ଆଣି ମାତା ସରସ୍ବତୀ ଙ୍କ ପୂଜାର୍ଚନା କରି ଆଲୁମିନୀ ମହୋତ୍ସବ ଆରମ୍ଭ
    user_ସନ୍ଧାନ ନିଉଜ 🗞️
    ସନ୍ଧାନ ନିଉଜ 🗞️
    Journalist ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    8 hrs ago
  • ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
    1
    ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
    user_Kishorenagar Shuru
    Kishorenagar Shuru
    Local News Reporter Kishorenagar, Anugul•
    14 hrs ago
  • ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ
    1
    ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    14 hrs ago
  • ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ
    1
    ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ
    user_Ranjan Kumar Dash
    Ranjan Kumar Dash
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.