Shuru
Apke Nagar Ki App…
ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ
KOSAL TIMES
ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ
More news from ଓଡ଼ିଶା and nearby areas
- ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ1
- ଆସନ୍ତା ତା-୨୮-୦୧-୨୦୨୬ ହେବାକୁ ଥିବା ଓଡ଼ିଶା ବନ୍ଦ କୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।1
- सोशल मीडिया पर एक मज़ेदार वीडियो वायरल हो रहा है, जिसमें नीचे चल रहे एक गंभीर से दिखने वाले हालात पर छत से एक कुत्ता झांकता नज़र आ रहा है। कुत्ते का एक्सप्रेशन ऐसा है मानो वह पूरे मामले का जायज़ा ले रहा हो। यूज़र्स इस वीडियो को देखकर जमकर हंस रहे हैं और इसे “सीरियस मैटर का सबसे साइलेंट गवाह” बता रहे हैं। #ViralVideo #FunnyVideo #DogReaction #DesiMemes #ComedyReels #TrendingNow #InstaReels #DogLife #FunnyMoments #InternetBreaking1
- ନୂଆପଡା -୨୩/୦୧-ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ନୂଆପଡା ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ସହାୟତାରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟକ୍ରମ ଚଳିତ ମାସ ପ୍ରଥମରୁ ଆରମ୍ଭ ହୋଇଛି ଏବଂ ଗ୍ରାମାଞ୍ଚଳରେ ଏହା ବିଶେଷ ପ୍ରଭାବ ସୃଷ୍ଟି କରିଛି।ଏହି ସାଂସ୍କୃତିକ ପ୍ରଦର୍ଶନ ଗୁଡିକ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ସଡ଼କ ସୁରକ୍ଷା ସଚେତନତାର ପ୍ରସାର କରୁଛି। ବଜାର, ହାଟ ଏବଂ ଗୁରୁତ୍ୱ ପୂର୍ଣ୍ଣ ଛକ ପରି ସର୍ବସାଧାରଣ ସ୍ଥାନରେ ଏହି ପ୍ରଦର୍ଶନ ଗୁଡିକ ଆୟୋଜନ କରାଯାଉଛି। ମଟରସାଇକେଲ ଚାଳକମାନଙ୍କୁ ହେଲମେଟ ପିନ୍ଧିବା ଏବଂ ମାଦକ ଦ୍ରବ୍ୟ ସେବନ କରି ବାହନ ନଚଳାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି। ସେହିପରି ଚାରି ଚକିଆ ଯାନ ଚାଳକମାନଙ୍କୁ ସିଟବେଲ୍ଟ ବାନ୍ଧିବା ଏବଂ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି। ନୂଆପଡାର ଯୁବ ଆରକ୍ଷୀ ଅଧୀକ୍ଷକ ଅମ୍ରିତ୍ ପାଲ୍ ସିଂ ଏହି ଅଭିନବ ପ୍ରୟାସର ନେତୃତ୍ୱ ନେଉଛନ୍ତି। ସେ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ରାସ୍ତା କରିବା ପାଇଁ ଅନେକ ପ୍ରୟାସ ଆରମ୍ଭ କରିଛନ୍ତି। ସେ ସମସ୍ତ ପୋଲିସ ଷ୍ଟେସନକୁ ଦୁଇଟି ପ୍ରମୁଖ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ହେଉଛି ଆଇନ ପାଳନ ଏବଂ ସଚେତନତା ସୃଷ୍ଟି। ସେ କହିଛନ୍ତି ଯେ ସଡ଼କ ସୁରକ୍ଷା ଏକ ଜନ ଆନ୍ଦୋଳନ ହେବା ଦରକାର ଏବଂ ପ୍ରତ୍ୟେକ ନାଗରିକ ନିଜ ବାହନ ଚାଳନା ପାଇଁ ଉତ୍ତରଦାୟି ହେବା ଆବଶ୍ୟକ। ସମସ୍ତଙ୍କ ପାଇଁ ହେଲମେଟ ଏବଂ ସିଟବେଲ୍ଟ ବ୍ୟବହାର ଏକ ଅଭ୍ୟାସରେ ପରିଣତ ହେବା ଦରକାର।ଏସ୍ ପି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଉଛନ୍ତି l ବିଶେଷ କରି ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରି ସଚେତନତା ସୃଷ୍ଟି କରୁଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ, ଆରଟିଓ ପରି ଅନ୍ୟ ବିଭାଗ ସହ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଶିକ୍ଷକ, କଳାକାର, ଛାତ୍ରଛାତ୍ରୀ, ମିଡିଆ, ଦୋକାନୀ, ସ୍ଥାନୀୟ ନେତା, ପଞ୍ଚାୟତ ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ସମସ୍ତ ସ୍ଥାନୀୟ ସଂସ୍ଥା ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଧୀରେ ଧୀରେ ନୂଆପଡା ରାସ୍ତାରେ ପରିବର୍ତ୍ତନ ଦେଖାଯାଉଛି। ସୂଚନାଯୋଗ୍ୟ ଯେ ନୂଆପଡ଼ାରେ ଆରକ୍ଷୀ ଅଧୀକ୍ଷକ ଭାବରେ ଅମ୍ରିତ୍ ପାଲ୍ ସିଂ ଯୋଗଦାନ କଲାଦିନ ଠାରୁ ଜିଲ୍ଲାରେ ଆଇନ୍ ଶୃଙ୍ଖଳାରେ ସୁଧାର ଆଣିବା ସହିତ, ଚୋରା ମାଦକ ଦ୍ରବ୍ୟର ବେଆଇନ କାରବାର, ଶ୍ରମିକ,ଯୁବତୀ, ଶିଶୁ ମାନଙ୍କର ଅବୈଧ ଚାଲାଣ ଇତ୍ୟାଦି ଦୃଢ଼ ହସ୍ତରେ ପୋଲିସ ଦମନ କରୁଛି l4
- #ଅ ଏଁ ଲପତ୍ର ସୁ ରୁ1
- କଫସିରଫ ଚାଲାଣବେଳେ ମାଡ଼ିବସିଲା ପୋଲିସ : 15ସହ ବଟଲ କଫସିରଫ ସହ କାର ଓ ପିକଅପ ଭେନ ଜବତ 3 ଗିରଫ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସକୁ ମିଳିଛି ଏହି ସଫଳତା l କଟକ ରୁ ଦୁଇଗୋଟି ଗାଡ଼ିରେ କଫସିରଫ ଆସୁଥିବନେଇ ବୀରମହାରାଜପୁର ପୋଲିସ ପାଖରେ ଖବର ପହଁଚିଥିଲା l ଫଳରେ ପୋଲିସ ସୁବଳୟା ବୀରମହାରାଜପୁର ରାସ୍ତାର ଜଟେସିଂହା ହରିହରଯୋର ସେତୁ ନିକଟରେ ଛପି ରହିଥିଲା l ସେପଟୁ ଆସୁଥିବା ଏକ ପିକଅପ ଭେନ ଓ ହୁଣ୍ଡାଇ କାରକୁ ଅଟକାଇ ଯାଞ୍ଚ କଲାପରେ ଉଭୟ ଗାଡ଼ିରୁ 15 ଶହ ବୋଟଲ କଫସିରଫ ବାହାରିଥିଲା l ଫଳରେ କଫସିରଫ ଏବଂ ଉଭୟ ଗାଡିକୁ ଜବତ କରିବା ସହ ଦୁଇଗାଡ଼ିରେ ତିନିଜଣଙ୍କୁ ଗିରଫ କରିଛି l ଏହି କଫସିରଫ ଉଲୁଣ୍ଡାକୁ ନିଆଯାଉଥିବା ଜଣାପଡିଛି l ସେହିଭଳି ମୁଖ୍ୟ ଅଭିଯୁକ୍ତ ଦିବ୍ୟ ଜଗଦଲାଙ୍କ ନାମରେ ପୂର୍ବରୁ ଦୁଇଗୋଟି କଫସିରଫ କେଶ ଏବଂ ଗୋଟି ହତ୍ୟା ମାମଲା ରହିଥିବା ପୋଲିସ ସୂଚନା ଦେଇଛି lଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ର ଏଡିସନାଲଏସପି କେକେ ହରିପ୍ରସାଦ l1
- ପାତାଳଗଙ୍ଗା ଲୋକ ମହୋତ୍ସବର ଦ୍ବିତୀୟ ରଜନୀ1
- सोशल मीडिया पर एक मज़ेदार वीडियो वायरल हो रहा है, जिसमें नीचे चल रहे एक गंभीर से दिखने वाले हालात पर छत से एक कुत्ता झांकता नज़र आ रहा है। कुत्ते का एक्सप्रेशन ऐसा है मानो वह पूरे मामले का जायज़ा ले रहा हो। यूज़र्स इस वीडियो को देखकर जमकर हंस रहे हैं और इसे “सीरियस मैटर का सबसे साइलेंट गवाह” बता रहे हैं। #ViralVideo #FunnyVideo #DogReaction #DesiMemes #ComedyReels #TrendingNow #InstaReels #DogLife #FunnyMoments #InternetBreaking1