logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆସନ୍ତା ତା-୨୮-୦୧-୨୦୨୬ ହେବାକୁ ଥିବା ଓଡ଼ିଶା ବନ୍ଦ କୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।

17 hrs ago
user_BHOJARAJ DANDASENA
BHOJARAJ DANDASENA
Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
17 hrs ago

ଆସନ୍ତା ତା-୨୮-୦୧-୨୦୨୬ ହେବାକୁ ଥିବା ଓଡ଼ିଶା ବନ୍ଦ କୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।

  • user_Kumari Golari
    Kumari Golari
    କୋରାପୁଟ, କୋରାପୁଟ, ଓଡ଼ିଶା
    ବହୁତ ସୁନ୍ଦର କଥା କହିଲେ ଭାଇ
    8 hrs ago
  • user_ସନ୍ଧାନ ନିଉଜ 🗞️
    ସନ୍ଧାନ ନିଉଜ 🗞️
    ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା
    👏
    8 hrs ago
More news from ଓଡ଼ିଶା and nearby areas
  • ଆସନ୍ତା ତା-୨୮-୦୧-୨୦୨୬ ହେବାକୁ ଥିବା ଓଡ଼ିଶା ବନ୍ଦ କୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।
    1
    ଆସନ୍ତା ତା-୨୮-୦୧-୨୦୨୬ ହେବାକୁ ଥିବା ଓଡ଼ିଶା ବନ୍ଦ କୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    17 hrs ago
  • सोशल मीडिया पर एक मज़ेदार वीडियो वायरल हो रहा है, जिसमें नीचे चल रहे एक गंभीर से दिखने वाले हालात पर छत से एक कुत्ता झांकता नज़र आ रहा है। कुत्ते का एक्सप्रेशन ऐसा है मानो वह पूरे मामले का जायज़ा ले रहा हो। यूज़र्स इस वीडियो को देखकर जमकर हंस रहे हैं और इसे “सीरियस मैटर का सबसे साइलेंट गवाह” बता रहे हैं। #ViralVideo #FunnyVideo #DogReaction #DesiMemes #ComedyReels #TrendingNow #InstaReels #DogLife #FunnyMoments #InternetBreaking
    1
    सोशल मीडिया पर एक मज़ेदार वीडियो वायरल हो रहा है, जिसमें नीचे चल रहे एक गंभीर से दिखने वाले हालात पर छत से एक कुत्ता झांकता नज़र आ रहा है। कुत्ते का एक्सप्रेशन ऐसा है मानो वह पूरे मामले का जायज़ा ले रहा हो। यूज़र्स इस वीडियो को देखकर जमकर हंस रहे हैं और इसे “सीरियस मैटर का सबसे साइलेंट गवाह” बता रहे हैं।
#ViralVideo #FunnyVideo #DogReaction #DesiMemes #ComedyReels #TrendingNow #InstaReels #DogLife #FunnyMoments #InternetBreaking
    user_द संक्षेप
    द संक्षेप
    Media company Bangomunda, Balangir•
    6 hrs ago
  • ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ
    1
    ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    14 hrs ago
  • ନୂଆପଡା -୨୩/୦୧-ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ନୂଆପଡା ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ସହାୟତାରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟକ୍ରମ ଚଳିତ ମାସ ପ୍ରଥମରୁ ଆରମ୍ଭ ହୋଇଛି ଏବଂ ଗ୍ରାମାଞ୍ଚଳରେ ଏହା ବିଶେଷ ପ୍ରଭାବ ସୃଷ୍ଟି କରିଛି।ଏହି ସାଂସ୍କୃତିକ ପ୍ରଦର୍ଶନ ଗୁଡିକ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ସଡ଼କ ସୁରକ୍ଷା ସଚେତନତାର ପ୍ରସାର କରୁଛି। ବଜାର, ହାଟ ଏବଂ ଗୁରୁତ୍ୱ ପୂର୍ଣ୍ଣ ଛକ ପରି ସର୍ବସାଧାରଣ ସ୍ଥାନରେ ଏହି ପ୍ରଦର୍ଶନ ଗୁଡିକ ଆୟୋଜନ କରାଯାଉଛି। ମଟରସାଇକେଲ ଚାଳକମାନଙ୍କୁ ହେଲମେଟ ପିନ୍ଧିବା ଏବଂ ମାଦକ ଦ୍ରବ୍ୟ ସେବନ କରି ବାହନ ନଚଳାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି। ସେହିପରି ଚାରି ଚକିଆ ଯାନ ଚାଳକମାନଙ୍କୁ ସିଟବେଲ୍ଟ ବାନ୍ଧିବା ଏବଂ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି। ନୂଆପଡାର ଯୁବ ଆରକ୍ଷୀ ଅଧୀକ୍ଷକ ଅମ୍ରିତ୍ ପାଲ୍ ସିଂ ଏହି ଅଭିନବ ପ୍ରୟାସର ନେତୃତ୍ୱ ନେଉଛନ୍ତି। ସେ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ରାସ୍ତା କରିବା ପାଇଁ ଅନେକ ପ୍ରୟାସ ଆରମ୍ଭ କରିଛନ୍ତି। ସେ ସମସ୍ତ ପୋଲିସ ଷ୍ଟେସନକୁ ଦୁଇଟି ପ୍ରମୁଖ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ହେଉଛି ଆଇନ ପାଳନ ଏବଂ ସଚେତନତା ସୃଷ୍ଟି। ସେ କହିଛନ୍ତି ଯେ ସଡ଼କ ସୁରକ୍ଷା ଏକ ଜନ ଆନ୍ଦୋଳନ ହେବା ଦରକାର ଏବଂ ପ୍ରତ୍ୟେକ ନାଗରିକ ନିଜ ବାହନ ଚାଳନା ପାଇଁ ଉତ୍ତରଦାୟି ହେବା ଆବଶ୍ୟକ। ସମସ୍ତଙ୍କ ପାଇଁ ହେଲମେଟ ଏବଂ ସିଟବେଲ୍ଟ ବ୍ୟବହାର ଏକ ଅଭ୍ୟାସରେ ପରିଣତ ହେବା ଦରକାର।ଏସ୍ ପି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଉଛନ୍ତି l ବିଶେଷ କରି ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରି ସଚେତନତା ସୃଷ୍ଟି କରୁଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ, ଆରଟିଓ ପରି ଅନ୍ୟ ବିଭାଗ ସହ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଶିକ୍ଷକ, କଳାକାର, ଛାତ୍ରଛାତ୍ରୀ, ମିଡିଆ, ଦୋକାନୀ, ସ୍ଥାନୀୟ ନେତା, ପଞ୍ଚାୟତ ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ସମସ୍ତ ସ୍ଥାନୀୟ ସଂସ୍ଥା ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଧୀରେ ଧୀରେ ନୂଆପଡା ରାସ୍ତାରେ ପରିବର୍ତ୍ତନ ଦେଖାଯାଉଛି। ସୂଚନାଯୋଗ୍ୟ ଯେ ନୂଆପଡ଼ାରେ ଆରକ୍ଷୀ ଅଧୀକ୍ଷକ ଭାବରେ ଅମ୍ରିତ୍ ପାଲ୍ ସିଂ ଯୋଗଦାନ କଲାଦିନ ଠାରୁ ଜିଲ୍ଲାରେ ଆଇନ୍ ଶୃଙ୍ଖଳାରେ ସୁଧାର ଆଣିବା ସହିତ, ଚୋରା ମାଦକ ଦ୍ରବ୍ୟର ବେଆଇନ କାରବାର, ଶ୍ରମିକ,ଯୁବତୀ, ଶିଶୁ ମାନଙ୍କର ଅବୈଧ ଚାଲାଣ ଇତ୍ୟାଦି ଦୃଢ଼ ହସ୍ତରେ ପୋଲିସ ଦମନ କରୁଛି l
    4
    ନୂଆପଡା -୨୩/୦୧-ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ନୂଆପଡା ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ସହାୟତାରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟକ୍ରମ ଚଳିତ ମାସ ପ୍ରଥମରୁ ଆରମ୍ଭ ହୋଇଛି ଏବଂ ଗ୍ରାମାଞ୍ଚଳରେ ଏହା ବିଶେଷ ପ୍ରଭାବ ସୃଷ୍ଟି କରିଛି।ଏହି ସାଂସ୍କୃତିକ ପ୍ରଦର୍ଶନ ଗୁଡିକ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ସଡ଼କ ସୁରକ୍ଷା ସଚେତନତାର ପ୍ରସାର କରୁଛି। ବଜାର, ହାଟ ଏବଂ ଗୁରୁତ୍ୱ ପୂର୍ଣ୍ଣ ଛକ ପରି ସର୍ବସାଧାରଣ ସ୍ଥାନରେ ଏହି ପ୍ରଦର୍ଶନ ଗୁଡିକ ଆୟୋଜନ କରାଯାଉଛି। ମଟରସାଇକେଲ ଚାଳକମାନଙ୍କୁ ହେଲମେଟ ପିନ୍ଧିବା ଏବଂ ମାଦକ ଦ୍ରବ୍ୟ ସେବନ କରି ବାହନ  ନଚଳାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି। ସେହିପରି ଚାରି ଚକିଆ ଯାନ ଚାଳକମାନଙ୍କୁ ସିଟବେଲ୍ଟ ବାନ୍ଧିବା ଏବଂ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି।
ନୂଆପଡାର ଯୁବ ଆରକ୍ଷୀ ଅଧୀକ୍ଷକ ଅମ୍ରିତ୍ ପାଲ୍ ସିଂ ଏହି ଅଭିନବ ପ୍ରୟାସର ନେତୃତ୍ୱ ନେଉଛନ୍ତି। ସେ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ରାସ୍ତା  କରିବା ପାଇଁ ଅନେକ ପ୍ରୟାସ ଆରମ୍ଭ କରିଛନ୍ତି। ସେ ସମସ୍ତ ପୋଲିସ ଷ୍ଟେସନକୁ ଦୁଇଟି ପ୍ରମୁଖ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ହେଉଛି ଆଇନ ପାଳନ ଏବଂ ସଚେତନତା ସୃଷ୍ଟି। ସେ କହିଛନ୍ତି ଯେ ସଡ଼କ ସୁରକ୍ଷା ଏକ ଜନ ଆନ୍ଦୋଳନ ହେବା ଦରକାର ଏବଂ ପ୍ରତ୍ୟେକ ନାଗରିକ ନିଜ ବାହନ ଚାଳନା ପାଇଁ ଉତ୍ତରଦାୟି ହେବା ଆବଶ୍ୟକ। ସମସ୍ତଙ୍କ ପାଇଁ ହେଲମେଟ ଏବଂ ସିଟବେଲ୍ଟ ବ୍ୟବହାର ଏକ ଅଭ୍ୟାସରେ ପରିଣତ ହେବା ଦରକାର।ଏସ୍ ପି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଉଛନ୍ତି l ବିଶେଷ କରି ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରି ସଚେତନତା ସୃଷ୍ଟି କରୁଛନ୍ତି।  ଆଞ୍ଚଳିକ ପରିବହନ ଅଧିକାରୀ, ଆରଟିଓ ପରି ଅନ୍ୟ ବିଭାଗ ସହ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।  ଶିକ୍ଷକ, କଳାକାର, ଛାତ୍ରଛାତ୍ରୀ, ମିଡିଆ, ଦୋକାନୀ, ସ୍ଥାନୀୟ ନେତା, ପଞ୍ଚାୟତ ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ସମସ୍ତ ସ୍ଥାନୀୟ ସଂସ୍ଥା ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଧୀରେ ଧୀରେ ନୂଆପଡା ରାସ୍ତାରେ ପରିବର୍ତ୍ତନ ଦେଖାଯାଉଛି। ସୂଚନାଯୋଗ୍ୟ ଯେ  ନୂଆପଡ଼ାରେ ଆରକ୍ଷୀ ଅଧୀକ୍ଷକ ଭାବରେ ଅମ୍ରିତ୍ ପାଲ୍ ସିଂ ଯୋଗଦାନ କଲାଦିନ ଠାରୁ ଜିଲ୍ଲାରେ ଆଇନ୍ ଶୃଙ୍ଖଳାରେ ସୁଧାର ଆଣିବା ସହିତ, ଚୋରା ମାଦକ ଦ୍ରବ୍ୟର ବେଆଇନ କାରବାର, ଶ୍ରମିକ,ଯୁବତୀ, ଶିଶୁ ମାନଙ୍କର ଅବୈଧ ଚାଲାଣ ଇତ୍ୟାଦି ଦୃଢ଼ ହସ୍ତରେ ପୋଲିସ ଦମନ କରୁଛି l
    user_Surendra Tiwari
    Surendra Tiwari
    Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
    3 hrs ago
  • ପାତାଳଗଙ୍ଗା ଲୋକ ମହୋତ୍ସବର ଦ୍ବିତୀୟ ରଜନୀ
    1
    ପାତାଳଗଙ୍ଗା ଲୋକ ମହୋତ୍ସବର ଦ୍ବିତୀୟ ରଜନୀ
    user_Udanti Live Office
    Udanti Live Office
    Reporter ସିନାପାଲି, ନୂଆପଡ଼ା, ଓଡ଼ିଶା•
    9 hrs ago
  • ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ଙ୍କ ତ୍ରୁଟି ପାଇଁ ସ୍ଥାନୀୟ କଳାକାର ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚ ମିଳିପାରୁନି
    2
    ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ଙ୍କ ତ୍ରୁଟି ପାଇଁ ସ୍ଥାନୀୟ କଳାକାର ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚ ମିଳିପାରୁନି
    user_ମକୁନ୍ଦ ନାଏକ
    ମକୁନ୍ଦ ନାଏକ
    Journalist Kalahandi, Odisha•
    14 hrs ago
  • #ଅ ଏଁ ଲପତ୍ର ସୁ ରୁ
    1
    #ଅ ଏଁ ଲପତ୍ର ସୁ ରୁ
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    15 hrs ago
  • सोशल मीडिया पर एक मज़ेदार वीडियो वायरल हो रहा है, जिसमें नीचे चल रहे एक गंभीर से दिखने वाले हालात पर छत से एक कुत्ता झांकता नज़र आ रहा है। कुत्ते का एक्सप्रेशन ऐसा है मानो वह पूरे मामले का जायज़ा ले रहा हो। यूज़र्स इस वीडियो को देखकर जमकर हंस रहे हैं और इसे “सीरियस मैटर का सबसे साइलेंट गवाह” बता रहे हैं। #ViralVideo #FunnyVideo #DogReaction #DesiMemes #ComedyReels #TrendingNow #InstaReels #DogLife #FunnyMoments #InternetBreaking
    1
    सोशल मीडिया पर एक मज़ेदार वीडियो वायरल हो रहा है, जिसमें नीचे चल रहे एक गंभीर से दिखने वाले हालात पर छत से एक कुत्ता झांकता नज़र आ रहा है। कुत्ते का एक्सप्रेशन ऐसा है मानो वह पूरे मामले का जायज़ा ले रहा हो। यूज़र्स इस वीडियो को देखकर जमकर हंस रहे हैं और इसे “सीरियस मैटर का सबसे साइलेंट गवाह” बता रहे हैं।
#ViralVideo #FunnyVideo #DogReaction #DesiMemes #ComedyReels #TrendingNow #InstaReels #DogLife #FunnyMoments #InternetBreaking
    user_द संक्षेप
    द संक्षेप
    Media company Bangomunda, Balangir•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.