Shuru
Apke Nagar Ki App…
ସୁବର୍ଣ୍ଣପୁର: ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ମତଦାତାଙ୍କ ଶପଥପାଠ କରାଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁବର୍ଣ୍ଣପୁର ରାଜେନ୍ଦ୍ର ମାଝୀ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଯଶ୍ୱସିନି ପ୍ରୁଥାଲ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ପ୍ରମୁଖ ଉପସ୍ଥିତଥିଲେ।
Ram Shankar Bhoi

More news from ଓଡ଼ିଶା and nearby areas
- ବୌଦ୍ଧ ସହର ସ୍ଥିତ ବାପୁଜୀନଗର ବିଦ୍ୟାଳୟର ସୁବାସ ବୋଷ ଓ ବୀର ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ1
- ଝାଡ଼ଖଣ୍ଡ ରାଜ୍ୟରେ ମଧୁପୁର ନୁୱାଡି ଫାଟକ ଅତିକ୍ରମ କରିବାକୁ ଲେଟ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରେନ୍ ଜୟ ଜଗନ୍ନାଥ1
- प्रयागराज में हुई निंदनीय घटना को लेकर महाराज श्री का महत्वपूर्ण संदेश #prayagraj #UttarPradesh #sanatandharma1
- #ଅ ଏଁ ଲପତ୍ର ସୁ ରୁ1
- ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି1
- ଆସନ୍ତା ତା-୨୮-୦୧-୨୦୨୬ ହେବାକୁ ଥିବା ଓଡ଼ିଶା ବନ୍ଦ କୁ ନେଇ କଣ କହୁଛନ୍ତି ଆସନ୍ତୁ ଶୁଣିବା।1
- सोशल मीडिया पर एक मज़ेदार वीडियो वायरल हो रहा है, जिसमें नीचे चल रहे एक गंभीर से दिखने वाले हालात पर छत से एक कुत्ता झांकता नज़र आ रहा है। कुत्ते का एक्सप्रेशन ऐसा है मानो वह पूरे मामले का जायज़ा ले रहा हो। यूज़र्स इस वीडियो को देखकर जमकर हंस रहे हैं और इसे “सीरियस मैटर का सबसे साइलेंट गवाह” बता रहे हैं। #ViralVideo #FunnyVideo #DogReaction #DesiMemes #ComedyReels #TrendingNow #InstaReels #DogLife #FunnyMoments #InternetBreaking1
- ଟାଟା ପାୱାର ଗ୍ରୀଡ୍ ରେ କଲର ରଙ୍ଗମରା କାର୍ଯ୍ୟର ବିଲ୍ ପାଇ ପାରିଲେ ନାହିଁ ଠିକାଦାର...।।1
- ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ଙ୍କ ତ୍ରୁଟି ପାଇଁ ସ୍ଥାନୀୟ କଳାକାର ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚ ମିଳିପାରୁନି2