Shuru
Apke Nagar Ki App…
ଖୁବ ଜଲଦି ଓଡିଶା ଆଦର୍ଶ ବିଦ୍ୟାଳୟ, କାଳିଆପାଣି ଖୋଲିବାକୁ ଯାଉଛି #adarshabidyalaya #omc #Kaliapani #opening #jajpur #sukinda #odisha #highlight
RAJENDRA MAHANTA
ଖୁବ ଜଲଦି ଓଡିଶା ଆଦର୍ଶ ବିଦ୍ୟାଳୟ, କାଳିଆପାଣି ଖୋଲିବାକୁ ଯାଉଛି #adarshabidyalaya #omc #Kaliapani #opening #jajpur #sukinda #odisha #highlight
More news from ଓଡ଼ିଶା and nearby areas
- ଢେଙ୍କାନାଳ ମହୋତ୍ସବ ୨୬ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ବାର୍ତ୍ତା1
- #ବରୁଣେଶ୍ୱର_ମେଳାରେ_ଏକ_ନମ୍ବର_କିଏ? ବରୁଣେଶ୍ୱର ମେଳାରେ ଅପେରା ଶ୍ରୀମନ୍ଦିର ଏବଂ ସିଂହ ବାହିନୀକୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।ଅପେରା ଶ୍ରୀମନ୍ଦିର ଲଗାତାର ଗୋଟିଏ ନାଟକ ଲଗାତାର ୫ ରାତି ଏବଂ ସିଂହ ବାହିନୀ ଗୋଟିଏ ନାଟକ ଲଗାତାର ୨ ରାତି ହାଉସ ଫୁଲ ଭାବେ ପରିବେଷଣ କରିଥିଲା। #BaruneswarMela #Jajpur #Srimandira #Singhabahini #ActorKahna #PiyushTripathy1
- ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ଐତିହାସିକ ସ୍ମୃତି ବହନ କରୁଥିବା ବାଜି ରାଉତ ଛାତ୍ରାବାସ ବିପଦରେ ପଡ଼ିଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଛାତ୍ରାବାସକୁ ବଦନାମ କରିବା ସହ ଏହାର ସ୍ଥାବର–ଅସ୍ଥାବର ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଛାତ୍ରାବାସର କାର୍ଯ୍ୟକର୍ତ୍ତାମାନେ। ସାମ୍ବାଦିକ ସମ୍ମିଳନୀରେ କୃଷ୍ଣା ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଅନୁଗୋଳରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୧୯୯୬ ମସିହାରେ ମାଳତୀ ଚୌଧୁରୀ ଏକ ୱିଲ୍ ମାଧ୍ୟମରେ ନିଜ କ୍ରୟ ଜମିରୁ ୨.୨୩ ଏକର ଜମି ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ। ଟିକସ ଅଭାବରୁ ଦୀର୍ଘ ସମୟ ଧରି ଏହି ଜମି ଛାତ୍ରାବାସ ନାମରେ ପଞ୍ଜିକୃତ ହୋଇପାରିନଥିଲେ ମଧ୍ୟ, ଗତବର୍ଷ ଆଧିକାରିକ ଭାବେ ଛାତ୍ରାବାସ ନାମରେ ପଟ୍ଟା କରାଯାଇଛି। ତେବେ ଏହି ସମ୍ପତ୍ତି ଉପରେ ଅଧିକାର ଦାବି କରି କୃଷ୍ଣା ମହାନ୍ତିଙ୍କ ପୁଅ ଅମ୍ଳାନ ମହାନ୍ତି ଓ ତାଙ୍କ ପତ୍ନୀ ଅଦାଲତରେ ମାମଲା ଦାୟର କରିଥିବା ଅଭିଯୋଗ ହୋଇଛି। ଛାତ୍ରାବାସର ସ୍ୱାର୍ଥକୁ ଗୁରୁତ୍ୱ ଦେବାରୁ କୃଷ୍ଣା ମହାନ୍ତି ଶାରୀରିକ ନିର୍ଯାତନାର ସିକାର ହୋଇଥିବା ଓ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଥିବା ମଧ୍ୟ ସେ କହିଛନ୍ତି। ଭୟଭୀତ ପରିସ୍ଥିତିରେ ବର୍ତ୍ତମାନ ସେ ଛାତ୍ରାବାସ ପରିସରରେ ଥିବା ନୁମା–ବାପୀ କୁଟୀରରେ ରହୁଛନ୍ତି, ଯାହା ପୂର୍ବରୁ ମ୍ୟୁଜିୟମ୍ ଭାବେ ବ୍ୟବହୃତ ହୋଇଆସୁଥିଲା। ସେହିପରି ଛାତ୍ରାବାସର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ପରିସ୍ଥିତିରେ ଛାତ୍ରାବାସ ଜମିର ଡି-ମାର୍କେସନ୍ କରି ପାଚେରି ନିର୍ମାଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି। ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବାବେଳେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।1
- ଓଶରଶତିନମନମମାଶରଶତନମନମବିଦେତାତେନମନମ1
- Blueberry 🫐 Cheese Cake for Cheese Cake Lovers 😋😋 Please Follow for More Videos @shivinaren_cakeartist #cheesecake #cheescakelover #cake #instagood #viral1
- ପଟାମୁଣ୍ଡାଇ ଦାମରପୁର ଗ୍ରାମରେ ଅଭାବନୀୟ ଘଟଣା, ବୋହୁ ର ଝିଅ ଜନ୍ମ ହେବାରୁ ଘରେ ନିଆଁ ଲଗାଇଲେ ଶଶୁର, ପଟାମୁଣ୍ଡାଇ ଥାନାରେ ମାମଲା1
- ସରସ୍ବତୀ ପୂଜା ମହା ଆଡମ୍ବର ରେ ଚାଲିଛି #multiskilldevolopmentcenter #Saruabil #saraswatipuja1
- Post by DEB REPOTER1
- ଶୀମତନା୍ରାଜନନାରାଜନହରେହରେକି ସେନାରାଜନନାରାଜନହରେହରେ1