Shuru
Apke Nagar Ki App…
ପଟାମୁଣ୍ଡାଇ ଦାମରପୁର ଗ୍ରାମରେ ଅଭାବନୀୟ ଘଟଣା, ବୋହୁ ର ଝିଅ ଜନ୍ମ ହେବାରୁ ଘରେ ନିଆଁ ଲଗାଇଲେ ଶଶୁର, ପଟାମୁଣ୍ଡାଇ ଥାନାରେ ମାମଲା
Sarbeswar malik
ପଟାମୁଣ୍ଡାଇ ଦାମରପୁର ଗ୍ରାମରେ ଅଭାବନୀୟ ଘଟଣା, ବୋହୁ ର ଝିଅ ଜନ୍ମ ହେବାରୁ ଘରେ ନିଆଁ ଲଗାଇଲେ ଶଶୁର, ପଟାମୁଣ୍ଡାଇ ଥାନାରେ ମାମଲା
More news from ଓଡ଼ିଶା and nearby areas
- ପାଞ୍ଚଟି ବେଆଇନ ବାଲି ବୋଝେଇ ହାଇୱା କୁ ଜବତ କଲା ରାଜନଗର ପୋଲିସ, ବାଲି ବୋଝେଇ ହାଇୱା ଥାନାରେ ଅଟକ ଥିବା ସୂଚନା1
- #ବରୁଣେଶ୍ୱର_ମେଳାରେ_ଏକ_ନମ୍ବର_କିଏ? ବରୁଣେଶ୍ୱର ମେଳାରେ ଅପେରା ଶ୍ରୀମନ୍ଦିର ଏବଂ ସିଂହ ବାହିନୀକୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।ଅପେରା ଶ୍ରୀମନ୍ଦିର ଲଗାତାର ଗୋଟିଏ ନାଟକ ଲଗାତାର ୫ ରାତି ଏବଂ ସିଂହ ବାହିନୀ ଗୋଟିଏ ନାଟକ ଲଗାତାର ୨ ରାତି ହାଉସ ଫୁଲ ଭାବେ ପରିବେଷଣ କରିଥିଲା। #BaruneswarMela #Jajpur #Srimandira #Singhabahini #ActorKahna #PiyushTripathy1
- Odia story1
- Post by Gagan Bhoi1
- ନମସ୍କାର, ଦର୍ଶକବୃନ୍ଦ… ଆପଣମାନଙ୍କୁ ସ୍ୱାଗତ ଖବର ଓଡ଼ିଆର ଏହି ବୁଲେଟିନ୍ରେ। ପ୍ରଥମେ ଏକ ବଡ଼ ଖବର ବାଲେଶ୍ୱର ଜିଲ୍ଲାର ସିମୁଳିଆରୁ… ବେଆଇନ ମଦ ଗାଡିକୁ ମାଡ଼ିବସିଛି ସିମୁଳିଆ ପୋଲିସ। ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି। ସୂଚନା ଅନୁସାରେ, ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବେଆଇନ ମଦ ବିରୋଧରେ ଲଗାତାର ଅଭିଯାନ ଚାଲାଇଆସୁଛନ୍ତି। ଏହାର ପରିଣାମସ୍ୱରୂପ ମଦ ମାଫିଆଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ପେଟ୍ରୋଲିଙ୍ଗ ସମୟରେ, ମାର୍କୋଣା ପଶୁ ଡାକ୍ତରଖାନା ପାଖରେ ପୋଲିସ ଚଡାଉ କରି ଏକ ଟାଟା ମ୍ୟାଜିକ୍ ଗାଡିକୁ ଜବତ କରିଥିଲା। ଗାଡିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଗାଡି ଚାଳକ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହେମନ୍ତ ନାୟକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ଗଭୀର ତଦନ୍ତ ଜାରୀ ରହିଛି। ଏହି ଚଡାଉ କାର୍ଯ୍ୟରେ ଏଏସଆଇ ଅଶୋକ କୁମାର ବେହେରା, ବିଶ୍ୱଜିତ ସେଠି, ମହେନ୍ଦ୍ର ନାୟକ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ବେଆଇନ କାରବାର ବିରୋଧରେ ସିମୁଳିଆ ପୋଲିସର ଏହି ସଫଳତାକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଛନ୍ତି। ଆମେ ରଖିବୁ ଏହି ଖବର ଉପରେ ନଜର… ଆଗାମୀ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ। ଧନ୍ୟବାଦ…1
- Post by Prabhat Kumar1
- Post by Manoj Das1
- ଶୁଣିଲାନି ପଟାମୁଣ୍ଡାଇ ପୋଲିସ ନାୟପାଇଁ ଜିଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେଇ ଅଭିଯୋଗ ଆଣିଲେ ମହିଳା1