logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାଞ୍ଚଟି ବେଆଇନ ବାଲି ବୋଝେଇ ହାଇୱା କୁ ଜବତ କଲା ରାଜନଗର ପୋଲିସ, ବାଲି ବୋଝେଇ ହାଇୱା ଥାନାରେ ଅଟକ ଥିବା ସୂଚନା

2 hrs ago
user_Sarbeswar malik
Sarbeswar malik
Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
2 hrs ago

ପାଞ୍ଚଟି ବେଆଇନ ବାଲି ବୋଝେଇ ହାଇୱା କୁ ଜବତ କଲା ରାଜନଗର ପୋଲିସ, ବାଲି ବୋଝେଇ ହାଇୱା ଥାନାରେ ଅଟକ ଥିବା ସୂଚନା

More news from ଓଡ଼ିଶା and nearby areas
  • ପାଞ୍ଚଟି ବେଆଇନ ବାଲି ବୋଝେଇ ହାଇୱା କୁ ଜବତ କଲା ରାଜନଗର ପୋଲିସ, ବାଲି ବୋଝେଇ ହାଇୱା ଥାନାରେ ଅଟକ ଥିବା ସୂଚନା
    1
    ପାଞ୍ଚଟି ବେଆଇନ ବାଲି ବୋଝେଇ ହାଇୱା କୁ ଜବତ କଲା ରାଜନଗର ପୋଲିସ, ବାଲି ବୋଝେଇ ହାଇୱା ଥାନାରେ ଅଟକ ଥିବା ସୂଚନା
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
  • #ବରୁଣେଶ୍ୱର_ମେଳାରେ_ଏକ_ନମ୍ବର_କିଏ? ବରୁଣେଶ୍ୱର ମେଳାରେ ଅପେରା ଶ୍ରୀମନ୍ଦିର ଏବଂ ସିଂହ ବାହିନୀକୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।ଅପେରା ଶ୍ରୀମନ୍ଦିର ଲଗାତାର ଗୋଟିଏ ନାଟକ ଲଗାତାର ୫ ରାତି ଏବଂ ସିଂହ ବାହିନୀ ଗୋଟିଏ ନାଟକ ଲଗାତାର ୨ ରାତି ହାଉସ ଫୁଲ ଭାବେ ପରିବେଷଣ କରିଥିଲା। #BaruneswarMela #Jajpur #Srimandira #Singhabahini #ActorKahna #PiyushTripathy
    1
    #ବରୁଣେଶ୍ୱର_ମେଳାରେ_ଏକ_ନମ୍ବର_କିଏ?
ବରୁଣେଶ୍ୱର ମେଳାରେ ଅପେରା ଶ୍ରୀମନ୍ଦିର ଏବଂ ସିଂହ ବାହିନୀକୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।ଅପେରା ଶ୍ରୀମନ୍ଦିର ଲଗାତାର ଗୋଟିଏ ନାଟକ ଲଗାତାର ୫ ରାତି ଏବଂ ସିଂହ ବାହିନୀ ଗୋଟିଏ ନାଟକ ଲଗାତାର ୨ ରାତି ହାଉସ ଫୁଲ ଭାବେ ପରିବେଷଣ କରିଥିଲା।
#BaruneswarMela #Jajpur #Srimandira #Singhabahini #ActorKahna #PiyushTripathy
    user_Parthasarathi Barik
    Parthasarathi Barik
    Journalist ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    4 hrs ago
  • Odia story
    1
    Odia story
    user_Ajay Naik
    Ajay Naik
    ସି.ଆର୍.ଆର୍.ଆଇ., କଟକ, ଓଡ଼ିଶା•
    2 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    Journalist ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ନମସ୍କାର, ଦର୍ଶକବୃନ୍ଦ… ଆପଣମାନଙ୍କୁ ସ୍ୱାଗତ ଖବର ଓଡ଼ିଆର ଏହି ବୁଲେଟିନ୍‌ରେ। ପ୍ରଥମେ ଏକ ବଡ଼ ଖବର ବାଲେଶ୍ୱର ଜିଲ୍ଲାର ସିମୁଳିଆରୁ… ବେଆଇନ ମଦ ଗାଡିକୁ ମାଡ଼ିବସିଛି ସିମୁଳିଆ ପୋଲିସ। ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି। ସୂଚନା ଅନୁସାରେ, ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବେଆଇନ ମଦ ବିରୋଧରେ ଲଗାତାର ଅଭିଯାନ ଚାଲାଇଆସୁଛନ୍ତି। ଏହାର ପରିଣାମସ୍ୱରୂପ ମଦ ମାଫିଆଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ପେଟ୍ରୋଲିଙ୍ଗ ସମୟରେ, ମାର୍କୋଣା ପଶୁ ଡାକ୍ତରଖାନା ପାଖରେ ପୋଲିସ ଚଡାଉ କରି ଏକ ଟାଟା ମ୍ୟାଜିକ୍ ଗାଡିକୁ ଜବତ କରିଥିଲା। ଗାଡିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଗାଡି ଚାଳକ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହେମନ୍ତ ନାୟକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ଗଭୀର ତଦନ୍ତ ଜାରୀ ରହିଛି। ଏହି ଚଡାଉ କାର୍ଯ୍ୟରେ ଏଏସଆଇ ଅଶୋକ କୁମାର ବେହେରା, ବିଶ୍ୱଜିତ ସେଠି, ମହେନ୍ଦ୍ର ନାୟକ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ବେଆଇନ କାରବାର ବିରୋଧରେ ସିମୁଳିଆ ପୋଲିସର ଏହି ସଫଳତାକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଛନ୍ତି। ଆମେ ରଖିବୁ ଏହି ଖବର ଉପରେ ନଜର… ଆଗାମୀ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ। ଧନ୍ୟବାଦ…
    1
    ନମସ୍କାର, ଦର୍ଶକବୃନ୍ଦ…
ଆପଣମାନଙ୍କୁ ସ୍ୱାଗତ ଖବର ଓଡ଼ିଆର ଏହି ବୁଲେଟିନ୍‌ରେ।
ପ୍ରଥମେ ଏକ ବଡ଼ ଖବର ବାଲେଶ୍ୱର ଜିଲ୍ଲାର ସିମୁଳିଆରୁ…
ବେଆଇନ ମଦ ଗାଡିକୁ ମାଡ଼ିବସିଛି ସିମୁଳିଆ ପୋଲିସ।
ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଚାଳକକୁ ଅଟକ ରଖି ପୋଲିସ ତଦନ୍ତ ଜାରୀ ରଖିଛି।
ସୂଚନା ଅନୁସାରେ, ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବେଆଇନ ମଦ ବିରୋଧରେ ଲଗାତାର ଅଭିଯାନ ଚାଲାଇଆସୁଛନ୍ତି।
ଏହାର ପରିଣାମସ୍ୱରୂପ ମଦ ମାଫିଆଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି।
ଆଜି ପେଟ୍ରୋଲିଙ୍ଗ ସମୟରେ, ମାର୍କୋଣା ପଶୁ ଡାକ୍ତରଖାନା ପାଖରେ ପୋଲିସ ଚଡାଉ କରି ଏକ ଟାଟା ମ୍ୟାଜିକ୍ ଗାଡିକୁ ଜବତ କରିଥିଲା।
ଗାଡିରୁ ୬୦୦ ଲିଟରରୁ ଅଧିକ ଦେଶୀ ମଦ ଉଦ୍ଧାର କରାଯାଇଛି।
ଏହି ଘଟଣାରେ ଗାଡି ଚାଳକ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହେମନ୍ତ ନାୟକଙ୍କୁ ଅଟକ ରଖି ପୋଲିସ ପକ୍ଷରୁ ଗଭୀର ତଦନ୍ତ ଜାରୀ ରହିଛି।
ଏହି ଚଡାଉ କାର୍ଯ୍ୟରେ
ଏଏସଆଇ ଅଶୋକ କୁମାର ବେହେରା, ବିଶ୍ୱଜିତ ସେଠି, ମହେନ୍ଦ୍ର ନାୟକ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।
ବେଆଇନ କାରବାର ବିରୋଧରେ ସିମୁଳିଆ ପୋଲିସର ଏହି ସଫଳତାକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଛନ୍ତି।
ଆମେ ରଖିବୁ ଏହି ଖବର ଉପରେ ନଜର…
ଆଗାମୀ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ।
ଧନ୍ୟବାଦ…
    user_Paritran times
    Paritran times
    Journalist ତିହିଡ଼ି, ଭଦ୍ରକ, ଓଡ଼ିଶା•
    11 hrs ago
  • ये केक 🎂 किसी खास के नाम 💕💕 @shivinaren_cakeartist #cakedesign #homemadecake #homebaker #instagood #viral https://www.instagram.com/reel/DTvHeecEZyW/?igsh=MWR0NGd2MzIxd3Yxdg==
    1
    ये केक 🎂 किसी खास के नाम 💕💕 @shivinaren_cakeartist 
#cakedesign #homemadecake #homebaker #instagood #viral
https://www.instagram.com/reel/DTvHeecEZyW/?igsh=MWR0NGd2MzIxd3Yxdg==
    user_The Cake Gallery ( Home Made Fresh Cake)
    The Cake Gallery ( Home Made Fresh Cake)
    Artist ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    33 min ago
  • Post by Prabhat Kumar
    1
    Post by Prabhat Kumar
    user_Prabhat Kumar
    Prabhat Kumar
    Journalist କାକଟପୁର, ପୁରୀ, ଓଡ଼ିଶା•
    3 hrs ago
  • ଶୁଣିଲାନି ପଟାମୁଣ୍ଡାଇ ପୋଲିସ ନାୟପାଇଁ ଜିଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେଇ ଅଭିଯୋଗ ଆଣିଲେ ମହିଳା
    1
    ଶୁଣିଲାନି ପଟାମୁଣ୍ଡାଇ ପୋଲିସ ନାୟପାଇଁ ଜିଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ଧାରଣା ଦେଇ ଅଭିଯୋଗ ଆଣିଲେ ମହିଳା
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.