logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी। उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें। संबलपुरी दिवस की हार्दिक शुभकामनाएँ! 🌺🙏 #SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी। उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें। संबलपुरी दिवस की हार्दिक शुभकामनाएँ! 🌺🙏 #SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress

2 hrs ago
user_Anuj Shrma
Anuj Shrma
Voice of people Ainthapali, Sambalpur•
2 hrs ago

मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी। उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें। संबलपुरी दिवस की हार्दिक शुभकामनाएँ! 🌺🙏 #SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress मुख्यमंत्री मोहन चरण माझी ने समस्त प्रदेशवासियों को संबलपुरी दिवस की हार्दिक शुभकामनाएँ एवं बधाई दी। उन्होंने सभी से संबलपुरी भाषा, संस्कृति, लोककला और परंपराओं को संरक्षित एवं आगे बढ़ाने का आह्वान किया। आइए, हम सब अपनी समृद्ध सांस्कृतिक विरासत पर गर्व करें और संबलपुरी अस्मिता को नई ऊँचाइयों तक पहुँचाने का संकल्प लें। संबलपुरी दिवस की हार्दिक शुभकामनाएँ! 🌺🙏 #SambalpuriDiwas #Sambalpuri #Odisha #MohanCharanMajhi #Culture #P24NewsExpress

More news from ଓଡ଼ିଶା and nearby areas
  • -: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ :- *ସମ୍ବଲପୁରୀ ପୋଷାକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ; ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତି ଚାରଣ* *ସମ୍ବଲପୁରୀ ଭାଷା, କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ସମ୍ବଲପୁରୀ ଦିବସ ପାଳନ* ଝାରସୁଗୁଡ଼ା, ୧ ଅଗଷ୍ଟ: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବଲପୁରୀ ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରି କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଗୌରବମୟ ଭାଷା, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତି ର ଅନନ୍ୟ ସାଧକ ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ, ପୁନର୍ବାସ ଓ ଥଇଥାନ (ଆର୍ ଆଣ୍ଡ୍ ଆର୍) ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲିତ ସୋରେଙ୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିବେଶ ବେଶ ସୁସଜ୍ଜିତ ଓ ଆକର୍ଷଣୀୟ ହୋଇଉଠିଥିଲା। ସମ୍ବଲପୁରୀ ବସ୍ତ୍ରର ନିଆରା ବୁଣାକାର୍ଯ୍ୟ, ଆକର୍ଷଣୀୟ ରଙ୍ଗ ଓ ପାରମ୍ପରିକ ଡିଜାଇନ୍ ଏହି ଅବସରକୁ ଅଧିକ ମନୋରମ କରିଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ କହିଥିଲେ ଯେ, ସମ୍ବଲପୁରୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ହସ୍ତତନ୍ତ, ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହ ପ୍ରଚାର-ପ୍ରସାର କରିବା। ସେ ଏହି ଶୁଭ ଅବସରରେ ସମସ୍ତଙ୍କୁ ସମ୍ବଲପୁରୀ ଦିବସର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଆୟୋଜନ ସମସ୍ତଙ୍କ ମଧ୍ୟରେ ଏକତା, ସାଂସ୍କୃତିକ ଚେତନା ଓ ଆଞ୍ଚଳିକ ଗୌରବବୋଧକୁ ଆହୁରି ସୁଦୃଢ଼ କରିଥିଲା। ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଜ଼ିଲ୍ଲା ର ସମସ୍ତ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟlଳୟ ମାନଙ୍କ ରେ ମଧ୍ୟ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ l
    3
    -: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ :-
*ସମ୍ବଲପୁରୀ ପୋଷାକରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ; ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତି ଚାରଣ* 
*ସମ୍ବଲପୁରୀ ଭାଷା, କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ସମ୍ବଲପୁରୀ ଦିବସ ପାଳନ* 
ଝାରସୁଗୁଡ଼ା, ୧ ଅଗଷ୍ଟ: ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ସମ୍ବଲପୁରୀ ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରି କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଗୌରବମୟ ଭାଷା, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ   ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତି ର ଅନନ୍ୟ ସାଧକ ଗୁରୁ ସ୍ୱର୍ଗତ ସତ୍ୟ ନାରାୟଣ ବହିଦାରଙ୍କ ସ୍ମୃତିଚାରଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ, ପୁନର୍ବାସ ଓ ଥଇଥାନ (ଆର୍ ଆଣ୍ଡ୍ ଆର୍) ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲିତ ସୋରେଙ୍ଗଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ସମ୍ବଲପୁରୀ ପୋଷାକ ପରିଧାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ପରିବେଶ ବେଶ ସୁସଜ୍ଜିତ ଓ ଆକର୍ଷଣୀୟ ହୋଇଉଠିଥିଲା। ସମ୍ବଲପୁରୀ ବସ୍ତ୍ରର ନିଆରା ବୁଣାକାର୍ଯ୍ୟ, ଆକର୍ଷଣୀୟ ରଙ୍ଗ ଓ ପାରମ୍ପରିକ ଡିଜାଇନ୍ ଏହି ଅବସରକୁ ଅଧିକ ମନୋରମ କରିଥିଲା।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚହ୍ୱାଣ କହିଥିଲେ ଯେ, ସମ୍ବଲପୁରୀ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ ଓଡ଼ିଶାର ସମୃଦ୍ଧ ଲୋକକଳା, ହସ୍ତତନ୍ତ, ଭାଷା, ସାହିତ୍ୟ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସହ ପ୍ରଚାର-ପ୍ରସାର କରିବା। ସେ ଏହି ଶୁଭ ଅବସରରେ ସମସ୍ତଙ୍କୁ ସମ୍ବଲପୁରୀ ଦିବସର ଶୁଭେଚ୍ଛା ଜଣାଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଆୟୋଜନ ସମସ୍ତଙ୍କ ମଧ୍ୟରେ ଏକତା, ସାଂସ୍କୃତିକ ଚେତନା ଓ ଆଞ୍ଚଳିକ ଗୌରବବୋଧକୁ ଆହୁରି ସୁଦୃଢ଼ କରିଥିଲା। 
ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଜ଼ିଲ୍ଲା ର ସମସ୍ତ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟlଳୟ ମାନଙ୍କ ରେ ମଧ୍ୟ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ସମ୍ବଲପୁରୀ ପୋଷାକ  ପରିଧାନ କରିଥିଲେ l
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    1 hr ago
  • Grand Sambalpuri Din 2026 Celebrated in Jharsuguda; Dipali Das Joins Shobha Yatra ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ଝାରସୁଗୁଡ଼ାବାସୀଙ୍କ ମିଳିତ ଆନୁକୂଲ୍ୟରେ ୧ ଅଗଷ୍ଟରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ୮ମ ସମ୍ବଲପୁରୀ ଦିନ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ାରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସାମିଲ ହୋଇଥିଲେ। ମଙ୍ଗଳ ବଜାର ଅଡିଟୋରିୟମ୍/ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ବଲପୁରୀ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରକୁ ଉତ୍ସର୍ଗ କରାଯାଇଥିଲା। #SambalpuriDin2026 #Jharsuguda #DipaliDas #PaschimanchalEkataManch #Sambalpuri #OdishaNews #BreakingNews
    1
    Grand Sambalpuri Din 2026 Celebrated in Jharsuguda; Dipali Das Joins Shobha Yatra
ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ଝାରସୁଗୁଡ଼ାବାସୀଙ୍କ ମିଳିତ ଆନୁକୂଲ୍ୟରେ ୧ ଅଗଷ୍ଟରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ୮ମ ସମ୍ବଲପୁରୀ ଦିନ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ାରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସାମିଲ ହୋଇଥିଲେ। ମଙ୍ଗଳ ବଜାର ଅଡିଟୋରିୟମ୍/ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ବଲପୁରୀ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରକୁ ଉତ୍ସର୍ଗ କରାଯାଇଥିଲା।
#SambalpuriDin2026 #Jharsuguda #DipaliDas #PaschimanchalEkataManch #Sambalpuri #OdishaNews #BreakingNews
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    11 hrs ago
  • ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ ବରଗଡ଼ : ବରଗଡ଼ ତା.୦୧/୦୮/୨୦ ୨୬ ଫାର୍ମାସୀ କଲେଜ ବରପାଲି, ରାଜୀବ ଲୋଚନ ହୋତା କଲେଜ୍‌ ଅଫ୍ ଫାର୍ମାସି, ମାଁ ସମଲେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୟହିନ୍ଦ୍ ଇଂରାଜୀ ପ୍ରାଥମିକ ବିଦ୍ୟାଳୟ, ମହଦା ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସମ୍ବଲପୁରୀ ଦିବସ ମହାସମାରୋହ ସହକାରେ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟୀର ଚେୟାର୍‌ମେନ୍ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତିଚ୍ଛବି, ଫାର୍ମାସ୍ୟୁଟିକାଲ୍ କଲେଜ୍‌ର ପ୍ରାଣପ୍ରତିଷ୍ଠାତା ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ଶ୍ରୀ ରାଜୀବ ଲୋଚନ ହୋତା ଓ ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ମଂଚାସୀନ ଥିଲେ ଗାନ୍ଧି ମେମୋରିଆଲ୍ କଲେଜ, କଳାପାଣିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ସାହୁ, ଭୂଖା ସିନେମାର ପ୍ରସିଦ୍ଧ ଗାୟିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ, ବିଶିଷ୍ଟ ସମ୍ବଲପୁରୀ ଲେଖକ ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ହାସ୍ୟରସିକ ଶ୍ରୀଯୁକ୍ତ ସମୀର ସାହୁ ପ୍ରମୁଖ । ଏହା ସହ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର, ମହାବିଦ୍ୟାଳୟର ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର, ମାଁ ସମଲେଶ୍ଵରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର କର, ଟିଙ୍ଗିପାଲି ଫାର୍ମାସି କଲେଜର ପ୍ରାଧ୍ୟାପକ ଡକ୍ଟର ଶ୍ରୀମନ୍ତ କୁମାର ଦାଶ ପ୍ରମୁଖଙ୍କ ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତି ପ୍ରେରଣାଦାୟୀ ଥିଲେ। ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥାଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସରୋଜ କୁମାର ମେହେର । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ବିଷୟରେ କ‌ହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୋହନ ସାହୁ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟ ଆମର ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ତଥା ସ୍ୱାଭିମାନ କହି ନିଜ ଭାବବ୍ୟକ୍ତ କରିଥିଲେ । ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ସମୀର ସାହୁ ବିଭିନ୍ନ କଥା ମାଧ୍ୟମରେ ହାସ୍ୟରସ ପରିବେଷଣ କରି ପରିବେଶକୁ ହାସ୍ୟମୁଖର କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆଶୁତୋଷ ମେହେର, ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ନିଜର ବକ୍ତବ୍ୟରେ ସମ୍ବଲପୁରୀ ଦିବସ ପାଳନର ବିଶେଷତ୍ଵ କହିଥିଲେ । ଏହି ସଭାର ଶୃଙ୍ଖଳାପୂର୍ଣ ଆୟୋଜନରେ ସହଯୋଗ କରିଥିଲେ ଡକ୍ଟର ସୁଧୀର କୁମାର ସାହୁ, ସହକାରୀ ପ୍ରାଧ୍ୟାପକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର, ସହକାରୀ ପ୍ରାଧ୍ୟାପକ ପ୍ରଶାସନିକ ଅଧିକାରୀ ଶ୍ରୀ ମଣ୍ଟୁ ବଘାର, ଶ୍ରୀ ରଞ୍ଜିତ୍ କୁମାର ଥଇତ, ଶ୍ରୀ ତ୍ରିବିକ୍ରମ ବରାଇ, ଶ୍ରୀ ଅଂଶୁମାନ ପାଣିଗ୍ରାହୀ, ସୁଶ୍ରୀ ଏଲିଜା ନାଏକ, ସୁଶ୍ରୀ ସୁନିତୀ, ଶ୍ରୀମାନ ରଜତ୍, ସୁଶ୍ରୀ ଲିଜାରାଣୀ ପ୍ରଧାନ । ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରୀ ରେମ୍ଫ ଶୋ, ସମଲପୁରୀ ଗୀତ, ନୃତ୍ୟ ଓ ବାଦ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଅଂଶଗ୍ରହଣ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରଯୁକ୍ତ ଶ୍ରୀମନ୍ତ କୁମାର ଦାସ ।
    1
    ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ
ରାଜୀବ ଲୋଚନ ହୋତା ଫାର୍ମାସି କଲେଜରେ ରାଜୀବ ଲୋଚନ ଏଜୁକେସନାଲ ଟ୍ରଷ୍ଟ ତରଫ ରୁ ସମ୍ବଲପୁରୀ ଦିନ ପାଳନ
ବରଗଡ଼ : ବରଗଡ଼  ତା.୦୧/୦୮/୨୦ ୨୬ ଫାର୍ମାସୀ କଲେଜ ବରପାଲି, ରାଜୀବ ଲୋଚନ ହୋତା କଲେଜ୍‌ ଅଫ୍ ଫାର୍ମାସି, ମାଁ ସମଲେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୟହିନ୍ଦ୍ ଇଂରାଜୀ ପ୍ରାଥମିକ ବିଦ୍ୟାଳୟ, ମହଦା ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ସମ୍ବଲପୁରୀ ଦିବସ ମହାସମାରୋହ ସହକାରେ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟ ପରିଚାଳନା କମିଟୀର ଚେୟାର୍‌ମେନ୍ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଁ ସମଲେଶ୍ଵରୀ ଦେବୀଙ୍କ ପ୍ରତିଚ୍ଛବି, ଫାର୍ମାସ୍ୟୁଟିକାଲ୍ କଲେଜ୍‌ର ପ୍ରାଣପ୍ରତିଷ୍ଠାତା ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ଶ୍ରୀ ରାଜୀବ ଲୋଚନ ହୋତା ଓ ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ମଂଚାସୀନ ଥିଲେ ଗାନ୍ଧି ମେମୋରିଆଲ୍ କଲେଜ, କଳାପାଣିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋହନ ସାହୁ, ଭୂଖା ସିନେମାର ପ୍ରସିଦ୍ଧ ଗାୟିକା ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ, ବିଶିଷ୍ଟ ସମ୍ବଲପୁରୀ ଲେଖକ ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ହାସ୍ୟରସିକ ଶ୍ରୀଯୁକ୍ତ ସମୀର ସାହୁ ପ୍ରମୁଖ । ଏହା ସହ ପରିଚାଳନା କମିଟୀର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ସଦସ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର, ମହାବିଦ୍ୟାଳୟର ନିର୍ଦ୍ଦେଶକ ତଥା ପ୍ରାଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ଅଧ୍ୟକ୍ଷ ଡକ୍ଟର ଆଶୁତୋଷ ମେହେର, ମାଁ ସମଲେଶ୍ଵରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର କର, ଟିଙ୍ଗିପାଲି ଫାର୍ମାସି କଲେଜର ପ୍ରାଧ୍ୟାପକ ଡକ୍ଟର ଶ୍ରୀମନ୍ତ କୁମାର ଦାଶ ପ୍ରମୁଖଙ୍କ ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତି ପ୍ରେରଣାଦାୟୀ ଥିଲେ। ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥାଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ । ସଭାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସରୋଜ କୁମାର ମେହେର । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ହୋତା ତାଙ୍କ ବକ୍ତବ୍ୟରେ ସମ୍ବଲପୁରୀ ଦିବସର ତାତ୍ପର୍ଯ୍ୟ ବିଷୟରେ କ‌ହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମୋହନ ସାହୁ ଛାତ୍ରଛାତ୍ରୀଙ୍କୁ ସମ୍ବଲପୁରୀ ଭାଷା ଓ ସାହିତ୍ୟ ଆମର ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ତଥା ସ୍ୱାଭିମାନ କହି ନିଜ ଭାବବ୍ୟକ୍ତ କରିଥିଲେ । ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ସମ୍ବଲପୁରୀ ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଶ୍ରୀଯୁକ୍ତ ସୁମନ୍ତ ଭୋଇ ଓ ସମୀର ସାହୁ ବିଭିନ୍ନ କଥା ମାଧ୍ୟମରେ ହାସ୍ୟରସ ପରିବେଷଣ କରି ପରିବେଶକୁ ହାସ୍ୟମୁଖର କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଆଶୁତୋଷ ମେହେର, ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ, ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ନିଜର ବକ୍ତବ୍ୟରେ ସମ୍ବଲପୁରୀ ଦିବସ ପାଳନର ବିଶେଷତ୍ଵ କହିଥିଲେ । ଏହି ସଭାର ଶୃଙ୍ଖଳାପୂର୍ଣ ଆୟୋଜନରେ ସହଯୋଗ କରିଥିଲେ ଡକ୍ଟର ସୁଧୀର କୁମାର ସାହୁ, ସହକାରୀ ପ୍ରାଧ୍ୟାପକ ଶ୍ରୀ ସଚ୍ଚିଦାନନ୍ଦ ମହାପାତ୍ର, ସହକାରୀ ପ୍ରାଧ୍ୟାପକ ପ୍ରଶାସନିକ ଅଧିକାରୀ ଶ୍ରୀ ମଣ୍ଟୁ ବଘାର, ଶ୍ରୀ ରଞ୍ଜିତ୍ କୁମାର ଥଇତ, ଶ୍ରୀ ତ୍ରିବିକ୍ରମ ବରାଇ, ଶ୍ରୀ ଅଂଶୁମାନ ପାଣିଗ୍ରାହୀ, ସୁଶ୍ରୀ ଏଲିଜା ନାଏକ, ସୁଶ୍ରୀ ସୁନିତୀ, ଶ୍ରୀମାନ ରଜତ୍, ସୁଶ୍ରୀ ଲିଜାରାଣୀ ପ୍ରଧାନ । ଏହି ଉତ୍ସବର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରୀ ରେମ୍ଫ ଶୋ, ସମଲପୁରୀ ଗୀତ, ନୃତ୍ୟ ଓ ବାଦ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଅଂଶଗ୍ରହଣ କରିଥିଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ । ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରଯୁକ୍ତ ଶ୍ରୀମନ୍ତ କୁମାର ଦାସ ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    6 hrs ago
  • #କେବେ_ଶୁଣିବେ_ସରକାର ? ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ ସ୍କୁଲ ଛୁଆର ପ୍ରତିବାଦ.... #କେବେ_ଶୁଣିବେ_ସରକାର ? ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ ସ୍କୁଲ ଛୁଆର ପ୍ରତିବାଦ.... ବାରମ୍ବାର ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଜଣାଇଳା ପରେ ମଧ୍ୟ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି।
    1
    #କେବେ_ଶୁଣିବେ_ସରକାର ?
ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ  ସ୍କୁଲ ଛୁଆର ପ୍ରତିବାଦ....
#କେବେ_ଶୁଣିବେ_ସରକାର ?
ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ  ସ୍କୁଲ ଛୁଆର ପ୍ରତିବାଦ....
ବାରମ୍ବାର ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଜଣାଇଳା ପରେ ମଧ୍ୟ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    15 hrs ago
  • ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    1
    ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର 
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    8 hrs ago
  • *ଖବର ଆଜିର, ୧ ଅଗଷ୍ଟ ଶନିବାର* ================ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍‌ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ। ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଫ୍‌ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା। ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା। ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ। ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି। ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା‌, ଦେବୀ, ଭାର୍ଗବୀ ନଦୀ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି। ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା। ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା। ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ। କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ। ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ। ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ। ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍‌ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ। ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ। ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍‌ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ। ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି। ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା। 🇳🇪 ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍‌ ପାରିତ ହେଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ। ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ। ଦିଲ୍ଲୀରେ ଆଇବି ଅଫିସର୍‌ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍‌ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ। ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ। 🚴🏾‍♂️⚽🏏 ‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍‌କସ୍‌ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍‌ପ୍ରୀତ୍‌। ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍‌ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ। ଗତବର୍ଷ ଏଇ ସମୟରେ ସ୍କୁଲ ବ୍ୟାଗ୍‌ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ‌ନିର୍ଦ୍ଦେଶ ପାଳିବାର ଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା। ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର। ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ। ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ। ================ *ଆଜି ସମ୍ବଲପୁରୀ ଦିବସ* ଆଜି ଫୁସଫୁସ କ୍ୟାନସର ଦିବସ ଆଜି www ଦିବସ ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ================= ବନ୍ଦେ ଉତ୍କଳ ଜନନୀ
    1
    *ଖବର ଆଜିର, ୧ ଅଗଷ୍ଟ ଶନିବାର*
================

ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍‌ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ।

ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।

ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। 

ସଫ୍‌ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା।

ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା।

ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ।

ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି।

ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି।

ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା‌, ଦେବୀ, ଭାର୍ଗବୀ ନଦୀ।

ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍‌ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି।

ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା।

ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା।

ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ।

କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ।

ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ।

ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ।

ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍‌ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି।

ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ।

ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ।

ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍‌ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ।

ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି।

ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା।

🇳🇪
ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍‌ ପାରିତ ହେଲା।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି।

ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ।

ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ।

ଦିଲ୍ଲୀରେ ଆଇବି ଅଫିସର୍‌ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍‌ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ।

ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ।

🚴🏾‍♂️⚽🏏
‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍‌କସ୍‌ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍‌ପ୍ରୀତ୍‌।

ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍‌ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ।

ଗତବର୍ଷ ଏଇ ସମୟରେ

ସ୍କୁଲ ବ୍ୟାଗ୍‌ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ‌ନିର୍ଦ୍ଦେଶ ପାଳିବାର ଥିଲା।

ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା।

ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର।

ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ।

ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ।
================
*ଆଜି ସମ୍ବଲପୁରୀ ଦିବସ*

ଆଜି ଫୁସଫୁସ କ୍ୟାନସର ଦିବସ
ଆଜି www ଦିବସ

ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ

ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ
=================
ବନ୍ଦେ ଉତ୍କଳ ଜନନୀ
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    12 hrs ago
  • 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews
    1
    🚨 BREAKING NEWS | P24 NEWS EXPRESS

प्रधानमंत्री नरेंद्र मोदी का भव्य स्वागत!

📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया।

✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की।

📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया।

🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी।

#P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews


🚨 BREAKING NEWS | P24 NEWS EXPRESS
प्रधानमंत्री नरेंद्र मोदी का भव्य स्वागत!
📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया।
✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की।
📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया।
🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी।
#P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
  • 22 Gates of Hirakud Dam Open as Floodwater Discharge Increases ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ବର୍ତ୍ତମାନ ଡ୍ୟାମର ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଭୋର ୩ଟା ସୁଦ୍ଧା ଜଳସ୍ତର ୬୨୩ ଫୁଟ୍ ରହିଥିବାବେଳେ ପ୍ରତି ସେକେଣ୍ଡରେ ୩,୯୬,୯୭୪ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ବର୍ତ୍ତମାନ ୬୫,୫୭୯ କ୍ୟୁସେକ ଜଳ ନିଷ୍କାସନ ହେଉଛି। ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଆହୁରି ଗେଟ୍ ଖୋଲାଯାଇପାରେ। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। #HirakudDam #FloodUpdate #RainAlert #HeavyRain #Odisha #OdishaNews #BreakingNews
    1
    22 Gates of Hirakud Dam Open as Floodwater Discharge Increases
ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ବର୍ତ୍ତମାନ ଡ୍ୟାମର ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଭୋର ୩ଟା ସୁଦ୍ଧା ଜଳସ୍ତର ୬୨୩ ଫୁଟ୍ ରହିଥିବାବେଳେ ପ୍ରତି ସେକେଣ୍ଡରେ ୩,୯୬,୯୭୪ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ବର୍ତ୍ତମାନ ୬୫,୫୭୯ କ୍ୟୁସେକ ଜଳ ନିଷ୍କାସନ ହେଉଛି। ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଆହୁରି ଗେଟ୍ ଖୋଲାଯାଇପାରେ। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
#HirakudDam #FloodUpdate #RainAlert #HeavyRain #Odisha #OdishaNews #BreakingNews
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    14 hrs ago
  • ଜାତୀୟ ରାଜପଥ ୫୭ ଅବରୋଧ କଲେ ପଟାଭାଡିବାସୀ ସୁବର୍ଣ୍ଣପୁର ଜିଲ୍ଲା ର ଏ ଘଟଣା
    1
    ଜାତୀୟ ରାଜପଥ ୫୭ ଅବରୋଧ କଲେ ପଟାଭାଡିବାସୀ ସୁବର୍ଣ୍ଣପୁର ଜିଲ୍ଲା ର ଏ ଘଟଣା
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.