Shuru
Apke Nagar Ki App…
ଦେଲାବନ ଚେଦହ ଆ ଗାତେକ ଅଲଚିକି ଅଲ। ଜାନାମ ଆଳାଙ୍ଗ ଜାନାମ ପାର୍ସୀ ବ ବଞ୍ଚାୱ ଦହ ୟା। ଦିକୁ ଅଲ ଖୋନାହଁ ଆବୋୱା ଅଲଚିକି ଆଡି ମଜ ଆ, r, ଭାଗିୟା। ଦେସେ ବୟହା ଅଲଚିକି ତେ ଦେବନ ଜୁମିଦ ଆ। ଗୁରୁ ଗମକେ ୟା ଦିଶା ଉୟହାର ତେ ଦେବନ ତାଳାମା।
Mansing Murmu
ଦେଲାବନ ଚେଦହ ଆ ଗାତେକ ଅଲଚିକି ଅଲ। ଜାନାମ ଆଳାଙ୍ଗ ଜାନାମ ପାର୍ସୀ ବ ବଞ୍ଚାୱ ଦହ ୟା। ଦିକୁ ଅଲ ଖୋନାହଁ ଆବୋୱା ଅଲଚିକି ଆଡି ମଜ ଆ, r, ଭାଗିୟା। ଦେସେ ବୟହା ଅଲଚିକି ତେ ଦେବନ ଜୁମିଦ ଆ। ଗୁରୁ ଗମକେ ୟା ଦିଶା ଉୟହାର ତେ ଦେବନ ତାଳାମା।
More news from ଓଡ଼ିଶା and nearby areas
- ଜୟ ନାରୟଣ ମାରିଦେଲେ ବାଣ ନବୀନ ଆଉ ପଣ୍ଡିଆନ ଙ୍କୁ ୧୦ ହଜାର କୋଟି ର ମାଲିକ କୁ #News #Jayanarayan #odianews #bhubaneswar #sambalpur #cuttack #khurdha#breaking1
- ବାରିପଦା ରେ ପୁଣି ମାତିଛି ଛୁଆଚୋରୀ ରାକେଟ । ସ୍ପଷ୍ଟ ଦିନ ଆଲୁଅ ରେ ପୁଣି ବଜାର ଭିଡ଼ ଭିତରୁ ଛୁଆ ଉଠାଇ ନଉଛି ଚୋର। ଏମିତି ଏକ ଛୁଆଚୋରୀ ର ସିସି ଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ସୌଭାଗ୍ୟ ବଶତଃ ଜଣେ ୧୧ବର୍ଷ ର ଛୁଆ ଅପହରଣ ହେଉ ହେଉ କୌଣସି ମତେ ବର୍ତ୍ତି ଯାଇଛି। ଦେଖନ୍ତୁ ପୁରା ରିପୋର୍ଟ #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #update Date - 16.02.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- ଉଦଳା ଖଣ୍ଡିହୁଡି ମା ତାରିଣୀଙ୍କ ପବିତ୍ର ପୀଠରେ ଦେବ ଦେବ ମହାଦେବ ମହାକାଳେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଆଜ୍ଞାମାଳ। ଉଦଳାରେ ଆଜ୍ଞାମାଳ ପହଞ୍ଚିବା ପରେ ଭକ୍ତିମୟ ପରିବେଶରେ ଭବ୍ୟ ଶୋଭାଯାତ୍ରା ଆରମ୍ଭ ହୋଇଛି। ଢୋଲ, ଘଣ୍ଟ, ହରିନାମ ଓ ଜୟଘୋଷରେ ଗୁଞ୍ଜିଉଠିଛି ସମଗ୍ର ଅଞ୍ଚଳ। ଭକ୍ତମାନେ ଦୀପ, ଧୂପ ଓ ପୁଷ୍ପ ନେଇ ଭଗବାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି। ମହାଦେବଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖାଦେଇଛି। ଶତାଧିକ ଭକ୍ତଙ୍କ ସମାଗମରେ ଉଦଳା ଭକ୍ତିର ମହୋତ୍ସବରେ ପରିଣତ ହୋଇଛି1
- ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ।1
- #ପାଣି_ଚିନ୍ତାରେ_ଗାଁ_ଲୋକେ । 🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।1
- Post by Mayurbhanj Live1
- ବିଜେଡି ବିଧାୟକ ରାଜା ସ୍ୱାଇଁ ଙ୍କ ଉପରେ ଉଠିଲା ପ୍ରଶ୍ନ ଗରିବ ଙ୍କ ନାମରେ ଉଠିଛି ଟଙ୍କା ଖର୍ଚ୍ଚ ହେଇଚି କଉଠି1