Shuru
Apke Nagar Ki App…
ନଳକୂପ ଅଚଳ, ମରାମତି ପାଇଁ ଦାବି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ ଥିବା ନଳକୂପ ଦୀର୍ଘ ଦିନ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି। ଫଲରେ ଉକ୍ତ ନଳକୂପ ଉପରେ ନିର୍ଭର କରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
Binod pandey

More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମସିଣାପାଲି ଗ୍ରାମର ଧର୍ମପରାୟଣ ମହିଳା ବିନୋଦିନୀ ରଥଙ୍କ ପରଲୋକ ହୋଇଛି। ତାଙ୍କ ଶେଷକୃତ୍ୟରେ ପରିବାର ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଏହି ଖବର ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।1
- ମୁଷ୍ଟିମେୟ ଲୋକଙ୍କ ଜବରଦଖଲରେ ସରକାରୀ ଜମି1
- ବାଲିମାଫିଆ ଙ୍କ କାରନାମା ଦେଖନ୍ତୁ.. କେମିତି ବାଲି ପାହାଡ ପରି ରଖାଯାଇଛି ଦେଖନ୍ତୁ.. ସୁବର୍ଣ୍ଣପୁର ଜ଼ିଲ୍ଲାରେ ବାଲିମାଫିଆ ଙ୍କ ସକ୍ରିୟ #rishitv #sandmafia #subarnapur #balimafia #spsubarnapur #collectorsubarnapur #highlight #miningsector #sonepur #cmoodisha #mohoncharanmajhi #mla #raghunathjagadala #peabhatiparida1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ସୋନପୁର ଜିଲ୍ଲାର ବୀରମହାରାଜପୁର ବସ ଷ୍ଟାଣ୍ଡ ନିକଟ ଶିବା ମୋବାଇଲ୍ ଦୋକାନରୁ ପ୍ରାୟ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛପଟ କାନ୍ଥ ଫାଡି ଏହି ମହାଲୁଟ୍ କରିଛନ୍ତି, ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।1
- ସୁବର୍ଣ୍ଣପୁରରେ ପୋଲିସ ଏକ ଦାମୀ କାରରୁ ବେଆଇନ ଗଞ୍ଜେଇ ଚାଲାଣକୁ ଧରିଛି। କିନ୍ତୁ ପୋଲିସକୁ ଦେଖି ଗଞ୍ଜେଇ ମାଫିଆ କାର ଛାଡ଼ି ଫେରାର ହୋଇଯାଇଛନ୍ତି।1
- ପ୍ରଶାସନ ମାଫିଆଙ୍କ ନିୟନ୍ତ୍ରଣରେ - ସୁବର୍ଣ୍ଣପୁର ଜିଲ୍ଲାରେ ମାଫିଆଙ୍କ ରାଜୁତି1