Shuru
Apke Nagar Ki App…
କଡିଙ୍ଗାମାଳି ଖଣିର ଖନନ କ୍ଷମତାକୁ ୩ ମିଲିୟନରୁ ୬ ମିଲିୟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ପୁନର୍ବାର ଜନଶୁଣାଣୀ ହେବାକୁ ଯାଉଛି। ଚମ୍ପି ପଞ୍ଚାୟତ ଠାରେ ହେବାକୁ ଥିବା ଏହି ଜନଶୁଣାଣୀକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି।
Patra pilenti
କଡିଙ୍ଗାମାଳି ଖଣିର ଖନନ କ୍ଷମତାକୁ ୩ ମିଲିୟନରୁ ୬ ମିଲିୟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ପୁନର୍ବାର ଜନଶୁଣାଣୀ ହେବାକୁ ଯାଉଛି। ଚମ୍ପି ପଞ୍ଚାୟତ ଠାରେ ହେବାକୁ ଥିବା ଏହି ଜନଶୁଣାଣୀକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି।
More news from ଓଡ଼ିଶା and nearby areas
- କଡିଙ୍ଗାମାଳି ଖଣିର ଖନନ କ୍ଷମତାକୁ ୩ ମିଲିୟନରୁ ୬ ମିଲିୟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ପୁନର୍ବାର ଜନଶୁଣାଣୀ ହେବାକୁ ଯାଉଛି। ଚମ୍ପି ପଞ୍ଚାୟତ ଠାରେ ହେବାକୁ ଥିବା ଏହି ଜନଶୁଣାଣୀକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ ପାଇଛି।1
- ଜୟପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ର କେଶବ ପ୍ରଭାତ ଶାଖା ଅନୁଷ୍ଠିତ ହୋଇଛି।1
- ଦେଖନ୍ତୁ 🙏🙏🙏1
- ଜୟପୁରରେ ଟାଉନ ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରି ବିପୁଳ ପରିମାଣର ପେଣ୍ଟଯୋସିନ ଇଞ୍ଜେକ୍ସନ ଜବତ କରିଛି। ସୂଚନା ଅନୁଯାୟୀ, ପ୍ରାୟ ୭୫୦ଟି ଇଞ୍ଜେକ୍ସନ ଜବତ କରାଯାଇଛି। ଏହି ଘଟଣାରେ ଜୟପୁର ପୋଲିସ ମୋଟ ୫ ଜଣଙ୍କୁ ଗିରଫ କରିଛି।1
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତର ଧଅଁରାଭଟା କଲୋନୀ ପଡ଼ାରେ ଜଳସଙ୍କଟ ଦେଖାଦେଇଛି।1
- ନାଲକୋ ଟିଆରଏସରେ ୟୂନାଇଟସ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଉଚ୍ଚ କୁଶଳୀ ଠିକା ଶ୍ରମିକ ଜଲଦୀତ ବାଘ, ଆହତ ହେବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ନାଲକୋ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋଭାବ କୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଲଦୀତ ବାଘଙ୍କ କହିବା ଅନୁସାରେ, ଗତ ମେ ୧୬ ତାରିଖରେ ସେ ଡ୍ୟୁଟିରେ ଥିବା ବେଳେ ଏକ ଗାଡ଼ିରୁ ପଡ଼ି ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଘଟଣା ପରେ ତାଙ୍କୁ ପ୍ରଥମେ ନାଲକୋ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ପରେ କୋରାପୁଟରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସେ ଏହି ବିଷୟରେ ୟୁନାଇଟସର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଅବଗତ କରିଥିଲେ ମଧ୍ୟ, ୧୫ ଦିନ ବିତି ଯାଇଥିବା ବେଳେ ପ୍ରୋଜେକ୍ଟ ମ୍ୟାନେଜର ତାଙ୍କ ପ୍ରତି ଅଣଦେଖା କରୁଥିବା ଜଲଦୀତ ଅଭିଯୋଗ କରିଛନ୍ତି। ଆହତ ଶ୍ରମିକ ଜଲଦୀତ ବାଘ ଦାବି କରିଛନ୍ତି ଯେ କମ୍ପାନୀ ପକ୍ଷରୁ ତାଙ୍କର ଚିକିତ୍ସା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉ।1
- କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାରାୟଣପାଟଣା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ନାରାୟଣପାଟଣା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।1