logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ଟି କ୍ରଶର,୨୬ଟି ପଥର ଖଣି ସିଲ୍। ଢେଙ୍କାନାଳରେ ଆଜି ଖଣି ଉପନିର୍ଦ୍ଦେଶକ,କନିଷ୍ଠ ଖଣି ଅଧିକାରୀ,ତହସିଲଦାର,ହିନ୍ଦୋଳ,ଢେଙ୍କାନାଳ ଏବଂ କାମାକ୍ଷାନଗରର ଉପଜ଼ିଲ୍ଲାପାଳ ଏବଂ ପୋଲିସକୁ ନେଇ ଗଠିତ ଏକ ମିଳିତ ଦଳ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ନିୟମ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଏହି ଅଭିଯାନ ସମୟରେ ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ,ଓଡାପଡ଼ା,ଗଁନ୍ଦିଆ ଏବଂ ଭୁବନ ତହସିଲ ଅନ୍ତର୍ଗତ ଅଞ୍ଚଳରେ ୧୫ଟି ପଥର କ୍ରଶର ଏବଂ ୨୬ଟି ପଥର ଖଣିକୁ ସିଲ୍ କରାଯାଇଥିଲା। କାରନ୍ଦା,ବାବନ୍ଧ,ବେଡାପଡା,ଓଡାପଡା,ନିହାଲପ୍ରସାଦ ଆଦି ଜାଗା ମାନଙ୍କରେ ନିୟମ ଉଲ୍ଲଙ୍ଘନ କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ ଏଇ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏହାସହିତ ଲଘୁ ଖଣିଜ ପଦାର୍ଥର ବେଆଇନ ପରିବହନ,ବିସ୍ଫୋରକ ସଂରକ୍ଷଣ ଯାଞ୍ଚ ଏବଂ ଯାନବାହାନଗୁଡ଼ିକର ଯାଞ୍ଚ ଓ ଜବତ କରାଯାଇଛି l #explosion #gopalpurmines #illegalcrusher Dhenkanal District Administration Dhenkanal News DHENKANAL NEWS

1 day ago
user_Tapasdas 6372788705
Tapasdas 6372788705
Journalist Dhenkanal Sadar, Odisha•
1 day ago
e37a3c48-8e2c-426d-a4b1-b25d9f9b129b
b11db883-e458-43e3-800d-5df316362b1b
4ee4871e-d41e-425a-9ef8-6a455e82eda6
8d74a1b7-d96b-495a-a96c-3c5e432f22b2

ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ଟି କ୍ରଶର,୨୬ଟି ପଥର ଖଣି ସିଲ୍। ଢେଙ୍କାନାଳରେ ଆଜି ଖଣି ଉପନିର୍ଦ୍ଦେଶକ,କନିଷ୍ଠ ଖଣି ଅଧିକାରୀ,ତହସିଲଦାର,ହିନ୍ଦୋଳ,ଢେଙ୍କାନାଳ ଏବଂ କାମାକ୍ଷାନଗରର ଉପଜ଼ିଲ୍ଲାପାଳ ଏବଂ ପୋଲିସକୁ ନେଇ ଗଠିତ ଏକ ମିଳିତ ଦଳ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ନିୟମ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଏହି ଅଭିଯାନ ସମୟରେ ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ,ଓଡାପଡ଼ା,ଗଁନ୍ଦିଆ ଏବଂ ଭୁବନ ତହସିଲ ଅନ୍ତର୍ଗତ ଅଞ୍ଚଳରେ ୧୫ଟି ପଥର କ୍ରଶର ଏବଂ ୨୬ଟି ପଥର ଖଣିକୁ ସିଲ୍ କରାଯାଇଥିଲା। କାରନ୍ଦା,ବାବନ୍ଧ,ବେଡାପଡା,ଓଡାପଡା,ନିହାଲପ୍ରସାଦ ଆଦି ଜାଗା ମାନଙ୍କରେ ନିୟମ ଉଲ୍ଲଙ୍ଘନ କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ ଏଇ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏହାସହିତ ଲଘୁ ଖଣିଜ ପଦାର୍ଥର ବେଆଇନ ପରିବହନ,ବିସ୍ଫୋରକ ସଂରକ୍ଷଣ ଯାଞ୍ଚ ଏବଂ ଯାନବାହାନଗୁଡ଼ିକର ଯାଞ୍ଚ ଓ ଜବତ କରାଯାଇଛି l #explosion #gopalpurmines #illegalcrusher Dhenkanal District Administration Dhenkanal News DHENKANAL NEWS

More news from ଓଡ଼ିଶା and nearby areas
  • ଯାଜପୁର ଧାମରା ରେଳ ପ୍ରକଳ୍ପ ବେସରକାରୀ ସଂସ୍ଥାକୁ ଦିଆନଯାଉ
    1
    ଯାଜପୁର ଧାମରା ରେଳ ପ୍ରକଳ୍ପ ବେସରକାରୀ ସଂସ୍ଥାକୁ ଦିଆନଯାଉ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ ​ଇଟାମାଟି (ନୟାଗଡ଼): ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ​ମଣ୍ଡଳ ସଭାପତିଙ୍କ ଅଭିଭାଷଣ: ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ​ପୁରୀ ସାଂସଦଙ୍କ ଅନୁପସ୍ଥିତି: ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ​ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।
    4
    ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ
​ଇଟାମାଟି (ନୟାଗଡ଼):
ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ।
​ମଣ୍ଡଳ ସଭାପତିଙ୍କ ଅଭିଭାଷଣ:
ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ।
​ପୁରୀ ସାଂସଦଙ୍କ ଅନୁପସ୍ଥିତି:
ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।
​ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    27 min ago
  • घर में वज़न घटाने के लिए एक्सरसाइज कर रहे एक शख़्स का वीडियो सोशल मीडिया पर तेज़ी से वायरल हो रहा है। शुरुआत में वीडियो मज़ेदार लगता है, लेकिन अचानक फर्श टूटने से वह व्यक्ति नीचे वाली मंज़िल में गिर जाता है। यह हादसा देखते ही लोगों की हँसी चिंता में बदल गई। वीडियो फिटनेस के साथ-साथ घर की सुरक्षा को लेकर भी चेतावनी देता है। #WeightLossGoneWrong #ViralVideo #WorkoutFail #FitnessReality #ExerciseFail #ShockingVideo #TrendingReels #GymAtHome #RealityCheck
    1
    घर में वज़न घटाने के लिए एक्सरसाइज कर रहे एक शख़्स का वीडियो सोशल मीडिया पर तेज़ी से वायरल हो रहा है। शुरुआत में वीडियो मज़ेदार लगता है, लेकिन अचानक फर्श टूटने से वह व्यक्ति नीचे वाली मंज़िल में गिर जाता है। यह हादसा देखते ही लोगों की हँसी चिंता में बदल गई। वीडियो फिटनेस के साथ-साथ घर की सुरक्षा को लेकर भी चेतावनी देता है।
#WeightLossGoneWrong #ViralVideo #WorkoutFail #FitnessReality #ExerciseFail #ShockingVideo #TrendingReels #GymAtHome #RealityCheck
    user_द संक्षेप
    द संक्षेप
    Media company Bari - Ramachandrapur, Jajapur•
    1 hr ago
  • ଘୁସୁରିଆମାଳ ଠାରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ,ପ୍ରତିକ୍ରିୟା ରଖିଲେ ପ୍ରେମିକା
    1
    ଘୁସୁରିଆମାଳ ଠାରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ,ପ୍ରତିକ୍ରିୟା ରଖିଲେ ପ୍ରେମିକା
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    4 hrs ago
  • କେନ୍ଦ୍ରାପଡ଼ା ଗଣ୍ଡାଖିଆ ରୁ ଛୁଆଳିଆ ପିଠ କୁ ଲମ୍ବିଥିବା ରାସ୍ତା ଶୋଚନୀୟ, ରସ୍ତା ମରାମତି ନିମନ୍ତେ ଅଭିଯୋଗ ଆଣିଲେ ପଥଚାରି
    1
    କେନ୍ଦ୍ରାପଡ଼ା ଗଣ୍ଡାଖିଆ ରୁ ଛୁଆଳିଆ ପିଠ କୁ ଲମ୍ବିଥିବା ରାସ୍ତା ଶୋଚନୀୟ, ରସ୍ତା ମରାମତି ନିମନ୍ତେ ଅଭିଯୋଗ ଆଣିଲେ ପଥଚାରି
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    8 hrs ago
  • ଢେଙ୍କାନାଳ, ଓଡାପଡା ବ୍ଲକ ଅନ୍ତର୍ଗତ ରିମ୍ଝିଝିମ୍ କାରଖାନା ରେ ଅଗ୍ନି କାଣ୍ଡ, ଖବର ପାଇ ହିନ୍ଦୋଳ ରୋଡ ଅଗ୍ନି ଶ୍ରମ, ଟାଟା କମ୍ପ୍ୟନୀ ର ସୁରକ୍ଷା ଦଳ, ରାସୋଳ, ଖଜୁରିଆ କଟା, ବାଆଁରପାଳ,ଅଗ୍ନି ଶ୍ରମ ବିଭାଗ ଆୟୁତ୍ତ କରିବାରେ ସଫଳ ହୋଇଛନ୍ତି, କୈଣସି ମୃତାହତ ସ୍କଚନା ନାହିଁ
    1
    ଢେଙ୍କାନାଳ, ଓଡାପଡା  ବ୍ଲକ ଅନ୍ତର୍ଗତ ରିମ୍ଝିଝିମ୍ କାରଖାନା ରେ ଅଗ୍ନି କାଣ୍ଡ, ଖବର ପାଇ ହିନ୍ଦୋଳ ରୋଡ ଅଗ୍ନି ଶ୍ରମ, ଟାଟା କମ୍ପ୍ୟନୀ ର ସୁରକ୍ଷା ଦଳ, ରାସୋଳ, ଖଜୁରିଆ କଟା, ବାଆଁରପାଳ,ଅଗ୍ନି ଶ୍ରମ ବିଭାଗ  ଆୟୁତ୍ତ କରିବାରେ ସଫଳ ହୋଇଛନ୍ତି, କୈଣସି ମୃତାହତ ସ୍କଚନା ନାହିଁ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ ​ଇଟାମାଟି (ନୟାଗଡ଼): ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ​ମଣ୍ଡଳ ସଭାପତିଙ୍କ ଅଭିଭାଷଣ: ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ​ପୁରୀ ସାଂସଦଙ୍କ ଅନୁପସ୍ଥିତି: ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ​ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।
    4
    ଇଟାମାଟିରେ ନୂତନ ବର୍ଷର ବନ୍ଧୁମିଳନ ଉତ୍ସବ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପ୍ରତ୍ୟୁଷା ରାଜେଶ୍ୱରୀ
​ଇଟାମାଟି (ନୟାଗଡ଼):
ନୟାଗଡ଼ ଜିଲ୍ଲା ଇଟାମାଟିଠାରେ ଆଜି ନୂତନ ବର୍ଷର ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ବିଜେପି ନାରୀ ନେତ୍ରୀ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ଯୋଗ ଦେଇ ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ।
​ମଣ୍ଡଳ ସଭାପତିଙ୍କ ଅଭିଭାଷଣ:
ଏହି ସଭାରେ ମଣ୍ଡଳ ସଭାପତି ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେ ଆଗାମୀ ଦିନରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଦିଗରେ ଦଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ।
​ପୁରୀ ସାଂସଦଙ୍କ ଅନୁପସ୍ଥିତି:
ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଯୋଗଦେବାର ସୂଚନା ରହିଥିଲା, ମାତ୍ର କାର୍ଯ୍ୟ ବ୍ୟସ୍ତତା କାରଣରୁ ସେ ଆସିପାରି ନଥିବା ସଭାରେ ସୂଚନା ଦିଆଯାଇଥିଲା। ସାଂସଦଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।
​ଶେଷରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ବନ୍ଧୁମିଳନ ଉତ୍ସବଟି ସଫଳତାର ସହ ସମାପ୍ତ ହୋଇଥିଲା।
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    28 min ago
  • ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଶ୍ରୀରାମ ମନ୍ଦିର ର ଦିତୀୟ ବାର୍ଷିକ ଯଜ୍ଞମହା ଉତ୍ସବ ରେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ, ଡଯୋଦେଲେ ସ୍ଥାନୀୟ ଅଞ୍ଚଳ ରେ ଶତାଧିକ ମହିଳା..!
    1
    ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଶ୍ରୀରାମ ମନ୍ଦିର ର ଦିତୀୟ ବାର୍ଷିକ ଯଜ୍ଞମହା  ଉତ୍ସବ ରେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ, ଡଯୋଦେଲେ  ସ୍ଥାନୀୟ ଅଞ୍ଚଳ ରେ ଶତାଧିକ ମହିଳା..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.