logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡିଶା ରାଜ୍ୟ ମହିଳା ଆୟୋଗର 33 ତମ ପ୍ରତିଷ୍ଠା ଦିବସ ଭୁବନେଶ୍ବର : ଓଡିଶା ରାଜ୍ୟ ମହିଳା ଆୟୋଗର 33 ତମ ପ୍ରତିଷ୍ଠା ଦିବସରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଉର୍ମିଳା ମହାପାତ୍ର , ପ୍ରତିଭା ଶତପଥୀ ଓ କଳ୍ପନା ମଲ୍ଲିକଙ୍କୁ ସମ୍ନାନିତ କରାଗଲା ।

3 hrs ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
3 hrs ago

ଓଡିଶା ରାଜ୍ୟ ମହିଳା ଆୟୋଗର 33 ତମ ପ୍ରତିଷ୍ଠା ଦିବସ ଭୁବନେଶ୍ବର : ଓଡିଶା ରାଜ୍ୟ ମହିଳା ଆୟୋଗର 33 ତମ ପ୍ରତିଷ୍ଠା ଦିବସରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଉର୍ମିଳା ମହାପାତ୍ର , ପ୍ରତିଭା ଶତପଥୀ ଓ କଳ୍ପନା ମଲ୍ଲିକଙ୍କୁ ସମ୍ନାନିତ କରାଗଲା ।

More news from ଓଡ଼ିଶା and nearby areas
  • ଭୁବନେଶ୍ୱର : ବ୍ରହ୍ମଗିରି ବିଧାୟିକାଙ୍କ ମାଙ୍କଡ଼ ଉପାଖ୍ୟାନ। କଂଗ୍ରେସ ନେତ୍ରୀ କହିଲେ ପାଟି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା କହିବି ନାହିଁ , ଆଖି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଦେଖିବି ନାହିଁ , କାନ ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଶୁଣିବି ନାହିଁ ।
    1
    ଭୁବନେଶ୍ୱର : ବ୍ରହ୍ମଗିରି ବିଧାୟିକାଙ୍କ ମାଙ୍କଡ଼ ଉପାଖ୍ୟାନ। କଂଗ୍ରେସ ନେତ୍ରୀ କହିଲେ ପାଟି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା କହିବି ନାହିଁ , ଆଖି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଦେଖିବି ନାହିଁ , କାନ ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଶୁଣିବି ନାହିଁ ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    17 hrs ago
  • ଭୁବନେଶ୍ୱର: ଆମ୍ବୁଲାନ୍‌ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମଠାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବା ବେଳେ, ଆଜି ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି। ଏହି ସମସ୍ତ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ୮୬୬ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚାଲୁଥିବା ବେଳେ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କ ପାଇଁ ‘ଜନନୀ ଏକ୍ସପ୍ରେସ୍’ ନାମରେ ଆଉ ୫୦୦ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ଏହି ଆମ୍ବୁଲାନ୍ସ ସେବାଗୁଡ଼ିକ ରାଜ୍ୟବାସୀଙ୍କ ପାଇଁ ଏକ ଜୀବନରେଖା ଭାବେ କାମ କରୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ମୃତ୍ୟୁହାର କମାଇବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ଆମ୍ବୁଲାନ୍ସ ସେବାକୁ ଅଧିକ ସୁଦୃଢ଼ ଏବଂ କାର୍ଯ୍ୟକ୍ଷମ କରିବା ଦିଗରେ ଲଗାତାର ପଦକ୍ଷେପ ନିଆଯାଉଛି।
    1
    ଭୁବନେଶ୍ୱର: ଆମ୍ବୁଲାନ୍‌ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମଠାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ  କରିଛନ୍ତି।
ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବା ବେଳେ, ଆଜି ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି। ଏହି ସମସ୍ତ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି।
ବର୍ତ୍ତମାନ ସାରା ରାଜ୍ୟରେ ୮୬୬ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚାଲୁଥିବା ବେଳେ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କ ପାଇଁ ‘ଜନନୀ ଏକ୍ସପ୍ରେସ୍’ ନାମରେ ଆଉ ୫୦୦ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ଏହି ଆମ୍ବୁଲାନ୍ସ ସେବାଗୁଡ଼ିକ ରାଜ୍ୟବାସୀଙ୍କ ପାଇଁ ଏକ ଜୀବନରେଖା ଭାବେ କାମ କରୁଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ମୃତ୍ୟୁହାର କମାଇବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ଆମ୍ବୁଲାନ୍ସ ସେବାକୁ ଅଧିକ ସୁଦୃଢ଼ ଏବଂ କାର୍ଯ୍ୟକ୍ଷମ କରିବା ଦିଗରେ ଲଗାତାର ପଦକ୍ଷେପ ନିଆଯାଉଛି।
    user_Saroj Kumar Mohapatra
    Saroj Kumar Mohapatra
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    19 hrs ago
  • ପୁଣି ଦୁର୍ଘଟଣା ଘଟାଇଲା ଆମ ବସ । କଟକ ଗୋପାଳପୁର ଠାରେ କାର କୁ ପଛ ରୁ ପିଟିଲା ଆମ ବସ ଘଟଣା ସ୍ଥଳ ରେ ଗାଡ଼ି କଣ୍ଡକ୍ଟର କୁ ଅଟକାଇଲେ ସ୍ଥାନୀୟ ଲୋକେ ।
    1
    ପୁଣି ଦୁର୍ଘଟଣା ଘଟାଇଲା ଆମ ବସ । କଟକ ଗୋପାଳପୁର ଠାରେ କାର କୁ ପଛ ରୁ ପିଟିଲା ଆମ ବସ  ଘଟଣା ସ୍ଥଳ ରେ ଗାଡ଼ି କଣ୍ଡକ୍ଟର କୁ ଅଟକାଇଲେ ସ୍ଥାନୀୟ ଲୋକେ ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
  • ଭୁବନେଶ୍ୱର ଶିଶୁ ଭବନ ଓଭରବ୍ରିଜ୍ ଉପରେ ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କାର୍। ମରଣାଯନ୍ତା ପାଲଟିଛି ଓଭରବ୍ରିଜ୍। ପୂର୍ବ ଦିନ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା କାର୍। ଆଜି ସଂନ୍ଧ୍ୟାରେ ପୁଣି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
    1
    ଭୁବନେଶ୍ୱର ଶିଶୁ ଭବନ ଓଭରବ୍ରିଜ୍ ଉପରେ ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କାର୍। ମରଣାଯନ୍ତା ପାଲଟିଛି ଓଭରବ୍ରିଜ୍। ପୂର୍ବ ଦିନ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା କାର୍। ଆଜି ସଂନ୍ଧ୍ୟାରେ ପୁଣି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    7 hrs ago
  • କଟକ ଗ୍ରାମାଞ୍ଚରେ ଓଡିଶୀ ଭାଙ୍ଗିରେ ନାଚିଲେ କୁନି ଝିଅ
    1
    କଟକ ଗ୍ରାମାଞ୍ଚରେ ଓଡିଶୀ ଭାଙ୍ଗିରେ ନାଚିଲେ କୁନି ଝିଅ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    22 hrs ago
  • ବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତିବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି ଭୁବନ ତା 10.2 କାନ୍ଥରେ ଟଙ୍ଗା ହୋଇଛି ଫ୍ଲେକ୍ସ। ଦାଣ୍ଡରେ ବନ୍ଧା ହୋଇଛି ଟେଣ୍ଟ। ମନ୍ଦିରରେ ଚାଲିଛି ଭୋଜି ରନ୍ଧା। ଠିକ ଏତିକି ବେଳେ ଖବର ପାଇ ପହଁଚିଲେ ବାଲ୍ୟବିବାହ ନିରୋଧ କମିଟି। ଚାଲିଲା ପଚରା ଉଚରା । ପରିବେଶ ହଠାତ ପାଲଟିଗଲା ସ୍ତବ୍ଧ। କୋଳାହଳ ପରିବେଶରେ ପଶିଗଲା ଷଣ୍ଢ। ନକଲି ଆଧାର ଦେଖାଇ ଚାଲିଥିଲା ବାହାଘର । ନବମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ହେପାଜତକୁ ନେଲେ ଶିଶୁମଙ୍ଗଳ ଅଧିକାରିଣୀ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ -୭(ସାତ)ରେ । ସୂଚନାରୁ ଜଣାପଡିଛି କଟକ ଜିଲ୍ଲାର ଏକ ମଫସଲ ଗ୍ରାମର ଜଣେ ଯୁବକଙ୍କର ଭୁବନର ସାତ ନମ୍ୱର୍ ୱାର୍ଡ ବାସିନ୍ଦା ଗଣେଶ୍ୱର ଦାସଙ୍କ ପୁଅ ସହ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ଯୁବତୀ ଜଣକ ସହମତିରେ ବିଗତ ଆଠ ମାସ ହେଲା ନିଜ ଘରୁ ଚାଲି ଆସିଥିଲେ। ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ଏହି ବାହାଘର ହେଉଥିବା ସମୟରେ ଖବର ପାଇଥିଲେ ଭୁବନ ଶିଶୁମଙ୍ଗଳ ଅଧିକାରିଣୀ ଭଗବତୀ ଗୁରୁ ।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ଭୁବନ ପୋଲିସକୁ ନେଇ ପହଞ୍ଚିଥିଲେ ଗଣେଶ୍ୱରଙ୍କ ଘରେ ।ପଚରା ଉଚରା କରିବାରୁ ଜଣାପଡ଼ିଲା ନାବାଳିକାର ଏକ ଫର୍ଜି ଆଧାର କାର୍ଡ ତିଆରି କରାଯାଇଥିବା ବେଳେ ନାବାଳିକା ଜଣଙ୍କ ଭୁବନେଶ୍ବର ନିକଟସ୍ଥ ବାରଙ୍ଗ ବ୍ଲକ ଏକ ଗ୍ରାମାଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ । ସେ ଚତୁର୍ଥ ଝିଅ। ଅନ୍ୟ ୩ ଭଉଣୀ ବିବାହିତା। ଜନୈକ ସଂପର୍କୀୟଙ୍କ ତାଡନା ସହି ନ ପାରି ଭୁବନର ଯୁବକଙ୍କୁ ଭରସା କରି ପ୍ରେମ କରି ଗତ ଆଠ ମାସରୁ ବିଦ୍ୟାଳୟ ଛାଡ଼ି ପଳାଇ ଆସିଛି । ନାବାଳିକାଙ୍କୁ ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ବାହାଘର ର ମାଙ୍ଗଳିକ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଣି ନିଜ ହେପାଜତକୁ ନେଇଛନ୍ତି । ସ୍ୱାଧର ଗୃହରେ ଭର୍ତି କରିଛନ୍ତି ।
    1
    ବାଲ୍ୟବିବାହରେ  ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତିବାଲ୍ୟବିବାହରେ  ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି
ଭୁବନ ତା 10.2   କାନ୍ଥରେ  ଟଙ୍ଗା ହୋଇଛି ଫ୍ଲେକ୍ସ। ଦାଣ୍ଡରେ ବନ୍ଧା ହୋଇଛି ଟେଣ୍ଟ। ମନ୍ଦିରରେ ଚାଲିଛି ଭୋଜି ରନ୍ଧା। ଠିକ ଏତିକି ବେଳେ   ଖବର ପାଇ ପହଁଚିଲେ ବାଲ୍ୟବିବାହ ନିରୋଧ କମିଟି। ଚାଲିଲା ପଚରା ଉଚରା  । ପରିବେଶ ହଠାତ ପାଲଟିଗଲା  ସ୍ତବ୍ଧ। କୋଳାହଳ ପରିବେଶରେ ପଶିଗଲା ଷଣ୍ଢ।  ନକଲି ଆଧାର ଦେଖାଇ ଚାଲିଥିଲା ବାହାଘର । ନବମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ହେପାଜତକୁ ନେଲେ ଶିଶୁମଙ୍ଗଳ ଅଧିକାରିଣୀ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ -୭(ସାତ)ରେ । ସୂଚନାରୁ ଜଣାପଡିଛି କଟକ ଜିଲ୍ଲାର ଏକ ମଫସଲ ଗ୍ରାମର ଜଣେ ଯୁବକଙ୍କର  ଭୁବନର ସାତ ନମ୍ୱର୍ ୱାର୍ଡ ବାସିନ୍ଦା ଗଣେଶ୍ୱର ଦାସଙ୍କ ପୁଅ ସହ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ଯୁବତୀ ଜଣକ ସହମତିରେ ବିଗତ ଆଠ ମାସ ହେଲା ନିଜ ଘରୁ ଚାଲି ଆସିଥିଲେ। ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ଏହି ବାହାଘର ହେଉଥିବା ସମୟରେ ଖବର ପାଇଥିଲେ ଭୁବନ ଶିଶୁମଙ୍ଗଳ ଅଧିକାରିଣୀ ଭଗବତୀ ଗୁରୁ ।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ଭୁବନ ପୋଲିସକୁ ନେଇ ପହଞ୍ଚିଥିଲେ ଗଣେଶ୍ୱରଙ୍କ ଘରେ ।ପଚରା ଉଚରା କରିବାରୁ ଜଣାପଡ଼ିଲା ନାବାଳିକାର ଏକ ଫର୍ଜି ଆଧାର କାର୍ଡ ତିଆରି କରାଯାଇଥିବା ବେଳେ ନାବାଳିକା ଜଣଙ୍କ ଭୁବନେଶ୍ବର ନିକଟସ୍ଥ ବାରଙ୍ଗ ବ୍ଲକ ଏକ ଗ୍ରାମାଞ୍ଚଳରେ  ନବମ ଶ୍ରେଣୀ ଛାତ୍ରୀ ।    ସେ ଚତୁର୍ଥ ଝିଅ। ଅନ୍ୟ ୩ ଭଉଣୀ ବିବାହିତା। ଜନୈକ ସଂପର୍କୀୟଙ୍କ ତାଡନା ସହି ନ ପାରି   ଭୁବନର ଯୁବକଙ୍କୁ ଭରସା କରି  ପ୍ରେମ କରି ଗତ ଆଠ ମାସରୁ ବିଦ୍ୟାଳୟ ଛାଡ଼ି  ପଳାଇ ଆସିଛି । ନାବାଳିକାଙ୍କୁ  ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ବାହାଘର ର ମାଙ୍ଗଳିକ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଣି ନିଜ ହେପାଜତକୁ  ନେଇଛନ୍ତି । ସ୍ୱାଧର ଗୃହରେ ଭର୍ତି କରିଛନ୍ତି ।
    user_Tapasdas 6372788705
    Tapasdas 6372788705
    ସାମ୍ବାଦିକ Dhenkanal Sadar, Odisha•
    13 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • ଭୁବନେଶ୍ୱର :କୁଳପତି ନିଯୁକ୍ତି ଦାବି ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କଲେ।
    1
    ଭୁବନେଶ୍ୱର :କୁଳପତି ନିଯୁକ୍ତି ଦାବି ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କଲେ।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • ଆସନ୍ତା ୪ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ଏହା ପ୍ରଭାବରେ ଶୀତ ବଢ଼ିବା ନେଇ ଆକଳନ କରାଯାଇଛି। କଟକରେ ଦିନ ୮ ଟା ବେଳେ କୁହୁଡି ଦେଖାଉଛି ନିଜର ପ୍ରତିଆରା। ମେଲାଉଛି ତାର ଆସ୍ତରଣ।
    1
    ଆସନ୍ତା ୪ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ଏହା ପ୍ରଭାବରେ ଶୀତ ବଢ଼ିବା ନେଇ ଆକଳନ କରାଯାଇଛି। କଟକରେ ଦିନ ୮ ଟା ବେଳେ କୁହୁଡି ଦେଖାଉଛି ନିଜର ପ୍ରତିଆରା। ମେଲାଉଛି ତାର ଆସ୍ତରଣ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.