ବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି ବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତିବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି ଭୁବନ ତା 10.2 କାନ୍ଥରେ ଟଙ୍ଗା ହୋଇଛି ଫ୍ଲେକ୍ସ। ଦାଣ୍ଡରେ ବନ୍ଧା ହୋଇଛି ଟେଣ୍ଟ। ମନ୍ଦିରରେ ଚାଲିଛି ଭୋଜି ରନ୍ଧା। ଠିକ ଏତିକି ବେଳେ ଖବର ପାଇ ପହଁଚିଲେ ବାଲ୍ୟବିବାହ ନିରୋଧ କମିଟି। ଚାଲିଲା ପଚରା ଉଚରା । ପରିବେଶ ହଠାତ ପାଲଟିଗଲା ସ୍ତବ୍ଧ। କୋଳାହଳ ପରିବେଶରେ ପଶିଗଲା ଷଣ୍ଢ। ନକଲି ଆଧାର ଦେଖାଇ ଚାଲିଥିଲା ବାହାଘର । ନବମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ହେପାଜତକୁ ନେଲେ ଶିଶୁମଙ୍ଗଳ ଅଧିକାରିଣୀ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ -୭(ସାତ)ରେ । ସୂଚନାରୁ ଜଣାପଡିଛି କଟକ ଜିଲ୍ଲାର ଏକ ମଫସଲ ଗ୍ରାମର ଜଣେ ଯୁବକଙ୍କର ଭୁବନର ସାତ ନମ୍ୱର୍ ୱାର୍ଡ ବାସିନ୍ଦା ଗଣେଶ୍ୱର ଦାସଙ୍କ ପୁଅ ସହ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ଯୁବତୀ ଜଣକ ସହମତିରେ ବିଗତ ଆଠ ମାସ ହେଲା ନିଜ ଘରୁ ଚାଲି ଆସିଥିଲେ। ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ଏହି ବାହାଘର ହେଉଥିବା ସମୟରେ ଖବର ପାଇଥିଲେ ଭୁବନ ଶିଶୁମଙ୍ଗଳ ଅଧିକାରିଣୀ ଭଗବତୀ ଗୁରୁ ।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ଭୁବନ ପୋଲିସକୁ ନେଇ ପହଞ୍ଚିଥିଲେ ଗଣେଶ୍ୱରଙ୍କ ଘରେ ।ପଚରା ଉଚରା କରିବାରୁ ଜଣାପଡ଼ିଲା ନାବାଳିକାର ଏକ ଫର୍ଜି ଆଧାର କାର୍ଡ ତିଆରି କରାଯାଇଥିବା ବେଳେ ନାବାଳିକା ଜଣଙ୍କ ଭୁବନେଶ୍ବର ନିକଟସ୍ଥ ବାରଙ୍ଗ ବ୍ଲକ ଏକ ଗ୍ରାମାଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ । ସେ ଚତୁର୍ଥ ଝିଅ। ଅନ୍ୟ ୩ ଭଉଣୀ ବିବାହିତା। ଜନୈକ ସଂପର୍କୀୟଙ୍କ ତାଡନା ସହି ନ ପାରି ଭୁବନର ଯୁବକଙ୍କୁ ଭରସା କରି ପ୍ରେମ କରି ଗତ ଆଠ ମାସରୁ ବିଦ୍ୟାଳୟ ଛାଡ଼ି ପଳାଇ ଆସିଛି । ନାବାଳିକାଙ୍କୁ ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ବାହାଘର ର ମାଙ୍ଗଳିକ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଣି ନିଜ ହେପାଜତକୁ ନେଇଛନ୍ତି । ସ୍ୱାଧର ଗୃହରେ ଭର୍ତି କରିଛନ୍ତି ।

- ଗୋଟିଏ ପଟେ ସରକାର ଗୁଟକା କୁ ବନ୍ଦ କରୁଛନ୍ତି ପୁଣି ଖୋଲୁଛନ୍ତି ଲୋକ ଦୋକାନି କିଛି ବୁଝି ପାରୁନାହାନ୍ତି ଆମେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ଭାବେ ବୁଝିପାରୁନ୍ ଗୋଟିଏ ପଟେ ଗୁଟକା ରେ ଲେଖା ଅଛି ଏଥିରେ protein, energy, feat, ଏପରି ଅନେକ । ସ୍ଵାସ୍ଥ୍ୟ ହିତକାର ପ୍ରଦାର୍ଥ ଅଛି ଯଦି ଏତେ ଭଲ ଜିନିଷ ଅଛି ତେବେ ଏହାକୁ ବାରଣ କାହିଁକି ଜିଲ୍ଲା ପ୍ରଶାସନ,ପୋଲିସ, ବିଭାଗୀୟ କର୍ମଚାରୀ ଛୋଟଛୋଟ ଦେକାନି ଙ୍କ ଠାରୁ ମୋଟା ଅଙ୍କର ଫାରନ କାଟୁଛନ୍ତି କାହିଁକ1
- ଆସନ୍ତା ୪ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ଏହା ପ୍ରଭାବରେ ଶୀତ ବଢ଼ିବା ନେଇ ଆକଳନ କରାଯାଇଛି। କଟକରେ ଦିନ ୮ ଟା ବେଳେ କୁହୁଡି ଦେଖାଉଛି ନିଜର ପ୍ରତିଆରା। ମେଲାଉଛି ତାର ଆସ୍ତରଣ।1
- ଭୁବନେଶ୍ୱର :କୁଳପତି ନିଯୁକ୍ତି ଦାବି ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କଲେ।1
- ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି I1
- Post by Gagan Bhoi1
- କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..8
- ଢେଙ୍କାନାଳ ସହର ସ୍ଥିତ ଗୁଡିଆନାଳି ଠାରେ ନୂଆ କରି ହେଇଥିବା କଲ୍ୟାଣୀ ଜୁଏଲାରୀ ର ଉଦଘାଟନ କାଯ୍ୟକ୍ରମ ରେ ଯୋଗଦାନ କରି କଲ୍ୟାଣି ହୁଏ ଲାରୀ ର ପଚାର ପ୍ରସାର କରିଥିଲେ ଏବଂ ସାଧାରଣ ଲୋକ ଥରେ ହେଲେ ବି ବୁଲି ଆସିବା କୁ ନିବେଦନ କରିଥିଲେ1
- #ଫିଟନେସ_ର_ରାଜ୍_ୟୋଗ:- ମଲାଇକା ଆରୋରା ➡️ ଢେଙ୍କାନାଳରେ କଲ୍ୟାଣ ଜ୍ୱେଲର୍ସ୍ ର ଶୁଭ ଉଦ୍ଘାଟନ ଅବସରରେ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ଯୋଗଦେଇ କହିଲେ ଏତେ ଲୋକଙ୍କୁ ଦେଖି ବହୁତ୍ ଭଲ ଲାଗିଲା ଏବଂ ୟୋଗ ଦ୍ଵାରା ସେ ଫିଟ୍ ଅଛନ୍ତି । ➡️ କ୍ଵାଲିଟୀ କହିଲେ କଲ୍ୟାଣ ଜ୍ୱେଲର୍ସ କୁ ବୁଝାଏ :- ମଲାଇକା ଆରୋରା #dhenkanal #BreakingNews #KalyanJewellers #Odisha #MalaikaArora #malaikaarorafans1
- ଚୌଦ୍ୱାରରେ ବିଳମ୍ବିତ ରାତିରେ ରେଲୱେ କ୍ରସିଂଙ୍ଗ ସୁରକ୍ଷା ବାଡାକୁ ପିଟିଲା ଟ୍ରକ। ମଦ୍ୟପାନ କରି ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଭାରସ୍ୟାମ ହରାଇ ରେଲୱେ କ୍ରସିଂଙ୍ଗ ସୁରକ୍ଷା ବାଡାକୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପର ଆହତ। ଚୌଦ୍ୱାର ଥାନା ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଆହତଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରିଛି।1