Shuru
Apke Nagar Ki App…
ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..
Kaling lens
ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..
More news from ଓଡ଼ିଶା and nearby areas
- କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..8
- କୋରେଇ ବ୍ଲକ ପଥରପଦା ପଞ୍ଚାୟତ ର ଓଚିନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି କୃମିଦିବସ କୁ ନେଇ ବିଦ୍ୟାଳୟ ରେ କୃମି ଔଷଧ ଖାଇବାକୁ ଦିଆ ଯାଉଥିବାବେଳେ କୃମି ଔଷଧ ଖାଇ ବିଦ୍ୟାଳୟ ର ୩୦ରୁ ଅଧିକ ଛାତ୍ର ଛାତ୍ରୀ ଅସୁସ୍ଥ କୋରେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି1
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ତୀର୍ଥଯାତ୍ରୀ ବସ ସେବା ଓ ଏହାକୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ସାଧାରଣ ଲୋକଙ୍କୁ ଶ୍ରୀକ୍ଷେତ୍ର ରେ ଜଗା ଦର୍ଶନ କରାଇବା ର ସେବା ଯୋଗାଇ ଦେଉଥିବା ବେଳେ, ସାଧାରଣ ଲୋକମାନେ ସୁବିଧାରେ ଶ୍ରୀକ୍ଷେତ୍ର ରେ ଜଗନ୍ନାଥ ଙ୍କ ଦର୍ଶନ କରି ପାରୁଛନ୍ତି ।1
- ୨୦୧୯ ମସିହା ରୁ କାଜୁ ଗଛ ଏବଂ ଘର ନିଆଁ ଲାଗିଯାଇଥିଲେ ମଧ୍ୟ ପ୍ରଶାସନ କିଛି ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ଚାଷୀ, ଆଜି ବି ଚାଷୀ ଦୁଃଖ ରେ ଜୀବନ ବିତାଉଛନ୍ତି କିନ୍ତୁ ସାହାଯ୍ୟ ଆଶାରେ ୬ ବର୍ଷ ବିତିଯାଇଛି, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ #mahulkhal #kajufarm #ransol #KaliapaniUpdate #highlight1
- ବକେୟା ଅର୍ଥ ପାଇବା ଦାବିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ବନ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସୂଚନା ଅନୁଯାୟୀ, ବନ୍ତ ବ୍ଲକ୍ ସେଣ୍ଡତୀରା ପଞ୍ଚାୟତ ଫୁଲଗଡ଼ିଆ ଗ୍ରାମର କୈଳାଶ ଚନ୍ଦ୍ର ମହାପାତ୍ର ବନ୍ତ ବ୍ଲକ୍ ସିଡ଼ିପିଓ ଙ୍କ କାର୍ଯ୍ୟାଳୟରେ ନିୟୋଜିତ ଏକ ଗାଡ଼ିର ଚାଳକ ଭାବେ କାର୍ଯ୍ୟ କରୁଥିଲେ।1
- ଜାତୀୟ କୂର୍ମି ନାଶକ ଦିବସରେ କୁର୍ମି ବଟିକା ଖାଇ ଅସୁସ୍ଥ ହେଲେ ୨୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ #ghatgaonmirror #LivenewsToday #ommadityarealemedia #keonjhargarh #LatestNews #Keonjhar ଜାତୀୟ କୁର୍ମି ନାସକ ଦିବସରେ ଅଘଟଣ । କୁର୍ମୀ ବଟିକା ଖାଇ ୨୫ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅସୁସ୍ଥ । ଘଟଗାଁ ବ୍ଲକ୍ ଦେହୁରିପଶି ସରକାରୀ SSD ହାଇସ୍କୁଲରେ ଘଟିଛି ଘଟଣା । ସମସ୍ତ ଛାତ୍ରଛାତ୍ରୀ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ଆଜି ସକାଳୁ ଛାତ୍ରଛାତ୍ରୀଙ୍କୁ ଆଶ୍ରମରେ ସକାଳ ଖାଇବା ଖାଇ ଘଟଗାଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ALBENDAZOLE 400mg ର ବଟିକା ଦିଆଯାଇଥିଲା । ବଟିକା ଖାଇବାର କିଛି ସମୟ ପରେ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହେବାରୁ ତାଙ୍କୁ ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଛାତ୍ରଛାତ୍ରୀ ମାନେ ହେଲେ ମାନସୀ ଖଣ୍ଡା, ଶମ୍ଭୁ ମୁଣ୍ଡା, ପ୍ରିୟା ମୁଣ୍ଡା, ଛୋଟରାୟ ଟୁଡୁ, ଅମିତ୍ ମାଝୀ, ଚାନ୍ଦିନୀ ମୁଣ୍ଡା, ମିତାଳୀ ବାନ୍ଦ୍ରା, ଲକ୍ଷ୍ମୀ ମୁଣ୍ଡା, ବିକାଶ ମୁଦି, ଇତ୍ୟାଦି ସମସ୍ତ ପ୍ରଥମ , ଦ୍ଵିତୀୟ, ତୃତୀୟ ଶ୍ରେଣୀ ର ଅସୁସ୍ଥ ଛାତ୍ରଛାତ୍ରୀ ମାନଙ୍କୁ ଘଟଗାଁ ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ଚିକିତ୍ସା କରାଯାଉଛି।1
- Post by Abhiram1
- ଭୁବନେଶ୍ୱର ଶିଶୁ ଭବନ ଓଭରବ୍ରିଜ୍ ଉପରେ ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କାର୍। ମରଣାଯନ୍ତା ପାଲଟିଛି ଓଭରବ୍ରିଜ୍। ପୂର୍ବ ଦିନ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା କାର୍। ଆଜି ସଂନ୍ଧ୍ୟାରେ ପୁଣି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।1