Shuru
Apke Nagar Ki App…
Samanta sir vs Panda
Thabira Majhi
Samanta sir vs Panda
More news from ଓଡ଼ିଶା and nearby areas
- Post by Subrat Behera1
- dance1
- jiripada waterpraal1
- ବୁଗୁଡ଼ା ର ଖୋଳଖାଳି ଗ୍ରାମର ପାଞ୍ଚଘନିଆ ବିଲ ମାଳରେ ଏକ କଳାବଉଦିଆ କୃଷ୍ଣ ସାର ମୃଗ ଅସୁସ୍ଥ ହୋଇଥିବା ଖବର ପାଇ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ନିର୍ଦ୍ଦେଶ କ୍ରମେ ବନକର୍ମଚାରୀ ମାନେ ଖୋଳଖାଳି ଗ୍ରାମବାସୀ ଙ୍କ ସହାୟତା ରେ ଉଦ୍ଧାର କରିଛନ୍ତି।1
- ଆଙ୍କୁଶପୁର କାହ୍ନୁ କଲୋନୀର ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି #live_odisha_news_update #published_from #Brahamapur #kukudakhandi1
- ओडिशा के बालासोर जिले में मंगलवार को एक दिल दहला देने वाली घटना घटी है. यहां एक नवजात शिशु को जन्म के तुरंत बाद बेसहारा छोड़ दिया गया, जिसके बाद कुछ आवारा कुत्तों ने उसे नोंच डाला. मामला सोरो पुलिस स्टेशन के अंतर्गत चित्तल पंचायत के बालिकतिरन गांव का बताया जा रहा है. घटना को लेकर हर किसी के रोंगटे खड़े हो गए. कुत्तों ने नोंचा शरीर यह अमानवीय नजारा गांव के एक प्लेग्राउंड में देखने को मिला. गांव के कुछ लोगों ने आवारा कुत्तों के एक झुंड को मानव शरीर के अंगों को नोचते हुए देखा. करीब से देखने पबर पता चला कि यह किसी नवजात शिशु के अवशेष हैं. इस दौरान स्थानीय लोगों ने तुरंत कुत्तों को भगाकर दूर किया और शिशु के शरीर के कुछ टुकड़ों को बरामद किया. इस घटना के बाद से पूरे इलाके में गहरा सदमा छा गया है.1
- ଜଗତସିଂହପୁର ସର୍ବ ଧର୍ମ ସମୋନୟର ଦେଶ ହେଉଛି ଭାରତ।ସବୁ ଧର୍ମର ପରମ୍ପରାକୁ ସମସ୍ତେ ଏକାଠି ହୋଇ ପାଳନ କରିଥାନ୍ତି।ଡିସେମ୍ବର ମାସ ୨୫ ତାରିଖକୁ ବଡଦିନ ଭାବରେ ସମସ୍ତେ ଜାଣନ୍ତି ହେଲେ ଏହି ଦିନ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ଖ୍ରୀଷ୍ଟ ଧର୍ମାଲମ୍ବି ମାନେ ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ଚର୍ଚ୍ଚ ରେ ପାଳନ କରିଥାନ୍ତି।ଏହି ଖ୍ରୀଷ୍ଟ ମାସକୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଜୟବଡ ସ୍ଥିତ ସାଇଜ୍ଞାନ ପ୍ଲେ ସ୍କୁଲ ରେ ବେଶ ଧୁମଧାମରେ ପାଳନ କରିଛନ୍ତି। ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପରମିତା ଚୌଧୁରୀ ଏହି ଖ୍ରୀଷ୍ଟ ମାସକୁ କୋମଳ ମତି ପିଲାମାନଙ୍କ ସହିତ ବେସ ଧୁମଧାମରେ ପାଳନ କରିଛନ୍ତି।ଖ୍ରୀଷ୍ଟ ମାସ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିଛବି ରାଖୀ ବେସ ସାଜସଜ୍ଜା କରି ଅତି ଆକର୍ଷଣୀୟ ଭାବରେ ପିଲା ମାନଙ୍କ ସହିତ କେକ୍ କାଟି ଖ୍ରୀଷ୍ଟ ମାସ ପାଳନ କରିଥିଲେ।ଏହି ଅବସରରେ ସ୍କୁଲ ପକ୍ଷରୁ ପିଲାମାନଙ୍କୁ ମିଠା ଓ ଚକ୍ଲେଟ ବଣ୍ଟନ କରାଯାଇଥିଲା।ଯୀଶୁ ଖ୍ରୀଷ୍ଟ କିଏ ଓ ଏହି ଖ୍ରୀଷ୍ଟ ମାସ କାହିଁକି ପାଳନ କରାଯାଏ ସେହି ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ ଏହାର ଉଦ୍ଦେଶ୍ୟ ବୋଲି ସ୍କୁଲର ଅଧ୍ୟକ୍ଷା ପ୍ରକାଶ କରିଥିଲେ।ସାଇ ଜ୍ଞାନ ପ୍ଲେ ସ୍କୁଲରେ ପଢୁଥିବା କୋମଳ ମତି ଶିଶୁ ମାନଙ୍କୁ ଭାରତ ବର୍ଷର ବିଭିନ୍ନ ସଂସ୍କୃତି ପର୍ବ ପର୍ବାଣୀ ଗୁଡିକ ଭୁଲି ଯାଉଥିବା ବେଳେ ପ୍ଲେ ସ୍କୁଲର ଏଭଳି ଏକ ପରମ୍ପରା କୁ ମନେ ପକାଇ ପିଲାମାନଙ୍କ ମନଭିତରେ ଆଗ୍ରହ ଜାଗ୍ରତ କରିଥିବାରୁ ଅନୁଷ୍ଠାନକୁ ବହୁତ ବହୁତ ଧନ୍ୟବାଦ୍ ଦେଇଥିଲେ ଅଭିଭାବକ ମାନେ।ଏହି କାର୍ଯ୍ୟକ୍ରମକୁ ପ୍ଲେ ସ୍କୁଲର ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ,ଲିପ୍ସା ମହାନ୍ତି, ସୋନମ ପ୍ରିୟଦର୍ଶିନୀ,ସୌଭାଗ୍ୟ ଲକ୍ଷ୍ମୀ ପାତ୍ର,ଶକ୍ତି ସୋରୁପା ପଟ୍ଟନାୟକ,ଶ୍ରିଲେଖା ପାଢ଼ୀ, ଦିବ୍ୟାଭାରତି ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।1
- ଚନ୍ଦ୍ରମଣିଙ୍କ ଦେହାନ୍ତ ପରେ ଗରିବର ବନ୍ଧୁ ଟ୍ରଷ୍ଟ ପକ୍ଷରୁ ମହମବତୀ ଶୋଭା ଯାତ୍ରା।1
- ବୁଗୁଡ଼ା ବଡ଼ ଦାଣ୍ଡ ଠାରେ ବିଜେପି ର ମହାମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ସହର ବଡ଼ଦାଣ୍ଡ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ବଡ଼ ଧାରଣର ମିଶ୍ରଣ ପର୍ବ ନଗର ସଭାପତି କେଦାରନାଥ ମହାରଣା ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଥିଲେ ।1